Browsing Tag

knewsindia

ମାଙ୍କଡମାନଙ୍କ ପାଇଁ ଘର ଛାଡ଼ିଲେ ସ୍ଥାନୀୟ ଲୋକ, ଏମିତି ହଇରାଣ ଆଗରୁ କେବେ ହୋଇନଥିଲେ

ସାରା ଦୁନିଆରେ ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ିବାକୁ ଲାଗିଛି। ଜାହାପାଇଁ ଅନେକ ଲୋକ ଅସୁବିଧାର ସାମ୍ନା କରୁଛନ୍ତି । ପୁଣି ଘରେ ରହିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ବର୍ତ୍ତମାନ ଏମିତି ଏକ ସ୍ଥାନ ବିଷୟରେ ଶୁଣିବାକୁ ମିଳୁଛି ଯେଉଁଠି ଲୋକ କରୋନା ପାଇଁ ଯେତେ ଚିନ୍ତିତ ନାହାନ୍ତି ବେଶି…

ଶୀତଦିନେ ଅଧିକ ଥାଏ ହାର୍ଟ ଆଟାକ ଆଶଙ୍କା, କରନ୍ତୁ ଏହି ସବୁ କାମ

ବର୍ତ୍ତମାନ ହାର୍ଟଆଟାକ ପ୍ରାୟ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି । ଏମିତିକି କିଛି ଲୋକ ସୁସ୍ଥ ଥିବା ସମୟରେ ମଧ୍ୟ ହଠାତ୍ ହାର୍ଟଆଟାକ୍ ହେଉଛି । ତେବେ ଆପଣ ହୁଏତ ଜାଣିନଥିବେ କି ଏହି ହାର୍ଟଆଟାକର ଅଧିକ ସମ୍ଭାବନା ଥାଏ ଶୀତ ଦିନରେ । ଥଣ୍ଡା ଦିନରେ ଶରୀରର ତାପମାତ୍ରା ତଳକୁ…

ଚୀନର ରୋବୋଟ ଦେଲା ଅଜବ ତଥ୍ୟ, ଜାଣନ୍ତୁ ଚନ୍ଦ୍ରରେ ଦେଖାଯାଉଥିବା ଠେକୁଆର ରହସ୍ୟ 

ଚନ୍ଦ୍ରକୁ ନେଇ ପ୍ରାୟ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଓ ଉତ୍ସାହ । ଏମିତିକି ସେଥିପାଇଁ ବଡ଼ ବଡ଼ ଦେଶମାନେ ଚନ୍ଦ୍ରର ଗତିବିଧି ସମ୍ପର୍କରେ ଜାଣିବା ପାଇଁ ଚନ୍ଦ୍ରକୁ ସଟେଲାଇଟ୍ ପଠାଉଛନ୍ତି। ଯାହାକି ସବୁ ସମୟରେ ଚନ୍ଦ୍ରରେ ଘଟୁଥିବା ଘଟଣା ବିଷୟରେ ସୂଚନା ଦେବ। ସେହିପରି ଚୀନ ମଧ୍ୟ ନିଜର Robot…

କିଟକାଟ୍ ଜରି ଉପରେ ପ୍ରଭୁ ଜଗନ୍ନାଥଙ୍କ ଫଟୋ ଲଗାଇଥିବାରୁ କ୍ଷମା ମାଗିଲା କମ୍ପାନୀ, କହିଲା ଖୁବ୍‌ ଶୀଘ୍ର ମାର୍କେଟରେ…

କିଛିଦିନ ପୂର୍ବରୁ ନେସ୍ଲେ ମଲ୍ଟିନ୍ୟାସନାଲ କମ୍ପାନୀ କିଟ୍‌କାଟ୍‌ ଚକୋଲେଟ୍ ଜରି ଉପରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କର ଏକ ପଟଚିତ୍ର ଫଟୋକୁ ଛାପିଥିଲା । ଯାହାକୁ ନେଇ ଓଡିଶାର ଅନେକ ଲୋକେ ଆପତ୍ତି ଉଠାଇଥିଲେ । କାରଣ ପ୍ରଭୁ ଜଗନ୍ନାଥଙ୍କ ସହିତ ଯୋଡା କୋଟି କୋଟି ଓଡିଆଙ୍କ…

ମଣିଷ ଆଉ ପିଲା ଜନ୍ମ କରିବା ଉଚିତ ନୁହେଁ, କିଛି ବୈଜ୍ଞାନିକ ଏମିତି କାହିଁକି ମତ ଦେଲେ, ଜାଣନ୍ତୁ

କେଉଁଠି ଆଗ୍ନେୟଗିରି ଓଗାଳୁଛି ନିଆଁ, କେଉଁଠି ମହାବାତ୍ୟା ଓ ଭୂମିକମ୍ପ ଉଜାଡ଼ି ଦେଲାଣି ଜନବସତି । ପୁଣି କେଉଁଠି ମାଡ଼ି ଆସିଲାଣି ସମୁଦ୍ର ଜଳ ପ୍ରଳୟ କରିବାକୁ । ଏସବୁ ସହିତ ପାଖାପାଖି ତିନି ବର୍ଷ ହେବ ମହାମାରୀ କରୋନା ସାରା ବିଶ୍ୱକୁ ଘାଇଲା କରି ଚାଲିଛି । ଏହା ଭିତରେ ବିଶ୍ୱଯୁଦ୍ଧର ବି…

ଓମିକ୍ରନ ଠାରୁ ଆସିବ ମାରାତ୍ମକ ଭାଇରସ: WHO କହିଲା ଏବେ ଅଧିକ ସଚେତନ ହୋଇଯାଆନ୍ତୁ

ସାରା ବିଶ୍ବରେ ବର୍ତ୍ତମାନ ଆତଙ୍କ ରଚିଛି କୋଭିଡ୍-୧୯। ଏମିତିକି ଦୁନିଆରେ ଓମିକ୍ରନ ପାଇଁ ବଢ଼ିବାରେ ଲାଗିଛି କରୋନା ରୋଗୀଙ୍କ ସଂଖ୍ୟା। ଏଥିପାଇଁ ଅଧିକ ଲୋକଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତି କରାଯାଉଛି ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ଯ ବଢ଼ିଛି । ତେଣୁ ଏହାକୁ ସାଧାରଣ ରୋଗ ନ ଭାବିବା…

ଜିମ୍ ନ ଯାଇ ୧୨ କିଲୋ ଓଜନ କମାଇଥିଲେ ଶେହନାଜ୍, ଜାଣନ୍ତୁ ତାଙ୍କ ୱେଟ ଲସ୍ ଟିପ୍ସ

ଶେହନାଜ୍ ଗିଲ୍ ଙ୍କୁ କିଏ ବା ନଜାଣିଛି। ପଞ୍ଜାବରକ୍ୟାଟ୍ରିନା କୈଫ୍ କୁହାଯାଉଥିବା ଶେହନାଜ୍ ନିଜର ଚୁଲବୁଲି ଅନ୍ଧାଜ୍ ପାଇଁ ସମସ୍ତଙ୍କ ମନରେ ଜାଗା ତିଆରି କରିସାରିଛନ୍ତି। ବିଗ୍ ବସରେ ଆସିବା ପାରେ ତାଙ୍କୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ତେବେ ସେ ଜଣେ ଭଲ ଅଭିନେତ୍ରୀ ହେବା ସହ ଜଣେ ଭଲ କଣ୍ଠ…

ବିରାଟଙ୍କୁ ଜଣେ ଭଲ କ୍ୟାପଟେନ କହି ଅନୁଷ୍କା ଦେଲେ ସ୍ନେହଭରା ଟ୍ରିବ୍ୟୁଟ

ଗତ ମାସରେ ଭାରତର  ଦିନିକିଆ ଏବଂ ଟି -୨୦ ଅଧିନାୟକ ପଦରୁ ଇସ୍ତଫା ଦେଇଥିବା ବିରାଟ କୋହଲି ଟେଷ୍ଟ ଫର୍ମାଟରେ ମଧ୍ୟ ସେପରି କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ଗତକାଲି, ଶନିବାର ସନ୍ଧ୍ୟାରେ ସୋସିଆଲ ମିଡିଆରେ ନିଜର ନିଷ୍ପତ୍ତି ଘୋଷଣା କରିଛନ୍ତି। ତେବେ ଟେଷ୍ଟ କ୍ରିକେଟ୍‌ ଅଧିନାୟକ ପଦ…

୧୦ ବର୍ଷ ପରେ ଦିଲ୍ଲୀରେ ସବୁଠୁ ଅଧିକ ଥଣ୍ଡା, ଅରେଞ୍ଜ୍ ଓ ୟେଲୋ ୱାର୍ଣିଂ ଜାରି

ବର୍ତ୍ତମାନ ରାଜ୍ୟରେ ଶୀତ ଅଧିକ ମାତ୍ରାରେ ବଢ଼ିବାରେ ଲାଗିଛି। ଏହା ଛଡ଼ା ଯଦି ରାଜଧାନୀ ଦିଲ୍ଲୀ କଥା କୁହାଯାଏ ତେବେ ଗତ ଶନିବାର ଦିନ ଏଠାରେ ଅଧିକ ଶୀତ ଅନୁଭୁତ ହୋଇଥିଲା। ଗତକାଲି, ବିଗତ ଦଶ ବର୍ଷର ସବୁଠାରୁ ଅଧିକ ଶୀତ ଦିନ ଥିଲା । ତେବେ ଆଜି ରବିବାର ଦିନ ସର୍ବାଧିକ ତାପମାତ୍ରା ୧୪ ଏବଂ…

ହାପି ବର୍ଥ ଡେ ସିଦ୍ଧାର୍ଥ ମାଲହୋତ୍ରା, ଜାଣନ୍ତୁ ଶେରଶାହ ଷ୍ଟାରଙ୍କ ଅପକମିଙ୍ଗ ଫିଲ୍ମ ବିଷୟରେ

ଏବେ ବଲିଉଡର ଶେରଶାହ ହୋଇଯାଇଛନ୍ତି ସିଦ୍ଧାର୍ଥ ମାଲହୋତ୍ରା । ଆଜି ସେ ତାଙ୍କର ୩୭ ତମ ଜନ୍ମଦିନ ପାଳନ କରିଛନ୍ତି । ତାଙ୍କ ଜନ୍ମଦିନ ଅବସରରେ, ଆସନ୍ତୁ ଜାଣିବା ତାଙ୍କ ଆଗାମୀ ଚଳଚ୍ଚିତ୍ରଗୁଡ଼ିକ ବିଷୟରେ । ସମସ୍ତେ ଜାଣନ୍ତି ସିଦ୍ଧାର୍ଥ ମଲହୋତ୍ରା ଜଣେ ଭାରତୀୟ ଅଭିନେତା ଏବଂ ମଡେଲ ଯିଏ…

ଆଉ ଜଣେ ଶ୍ରବଣ କୁମାର: ନିଜ ବାପାଙ୍କୁ କରୋନା ଟିକା ଦେବା ପାଇଁ କାନ୍ଧରେ ବସାଇ ପ୍ରାୟ ୧୨ ଘଣ୍ଟା ଚାଲିଲେ ଯୁବକ

ତ୍ରେତୟା ଯୁଗରେ ଶ୍ରବଣ କୁମାରଙ୍କ ବିଷୟରେ ତ ଆପଣ ନିଶ୍ଚିତ ଜାଣିଥିବେ । ନିଜର ଦୃଷ୍ଟିହୀନ ପିତା ମାତାଙ୍କର ସେ ଯେଉଁଭଳି ଯତ୍ନ ନେଉଥିଲେ ହୁଏତ ସେହିପରି ଆଉ କେହି କରିନଥିବେ। ନିଜର ଜୀବନକୁ ନିଜ ବାପା ମା'ଙ୍କ ପାଇଁ ସମର୍ପଣ କରିଦେଇଥିଲେ ସେ । ସେଥିପାଇଁ ତ ଜଣେ ସୁପୁତ୍ରର ଉଦାହରଣ ଶ୍ରବଣ…

PubG ବନେଇଦେଲା ଯୋଡି: PubG ଖେଳୁ ଖେଳୁ ହେଲା ପ୍ରେମ,ଏବେ ବିବାହ ବନ୍ଧନରେ ବାନ୍ଧି ହେଲେ ବଙ୍ଗାଳି ପୁଅ ଓ କର୍ଣ୍ଣାଟକ…

ରବ୍ ନେ ବନାଦି ଯୋଡ଼ି ଫିଲ୍ମ ବିଷୟରେ ତ ଆପଣ ନିଶ୍ଚିତ ଶୁଣିଥିବେ । କିଏ କାହାକୁ କେତେବେଳେ ପସନ୍ଦ ଆସିଯାଏ ତାହା ସେଇ ମଣିଷ ମଧ୍ଯ ଠିକ୍ ଭାବେ ଜାଣିନଥାଏ । ଠିକ୍ ସେମିତି ଏକ ଘଟଣା ଦେଖିବାକୁ ମିଳିଛି। ଆପଣ ଜାଣିଥିବେ ବର୍ତ୍ତମାନ ସବୁ କାମ ସହଜ ହୋଇଯାଉଛି ସୋସିଆଲ ମିଡ଼ିଆ ପାଇଁ। ପୁଣି ଏଇ…