ଗ୍ରାଉଣ୍ଡରେ ପହଞ୍ଚି ମାଓ ଦମନ ସ୍ଥିତିର ସମୀକ୍ଷା କଲେ ପୋଲିସ ଡିଜି ସୁନୀଲ ବଂଶଲ
କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ ପୋଲିସର ମାଓ ଦମନ ଅପରେସନ । ଗ୍ରାଉଣ୍ଡରେ ପହଞ୍ଚି ମାଓ ଦମନ ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ। ପ୍ରଥମେ କୋରାପୁଟ ଗସ୍ତ କରିଥିଲେ ଡିଜିପି। ସୁନାବେଡା ହେଲିପ୍ୟାଡରେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଓ ବିଏସଏଫ ଅଧିକାରୀଙ୍କ ସହ ମାଓ ଦମନ…