Browsing Tag

krishna janmashtami

Krishna Janmashtami : ଜନ୍ମାଷ୍ଟମୀରେ ସୃଷ୍ଟି ହେବାକୁ ଯାଉଛି ହର୍ଷଣ ଯୋଗ, ଏହି ୪ ରାଶିଙ୍କର ଆରମ୍ଭ ହେବ ଶୁଭ ସମୟ

ଶ୍ରୀକୃଷ୍ଣ ଜନ୍ମୋତ୍ସବ ଅର୍ଥାତ୍ ଜନ୍ମାଷ୍ଟମୀର ପବିତ୍ର ପର୍ବ ଏଥର ସେପ୍ଟେମ୍ବର ୪ ତାରିଖରେ ପାଳନ କରାଯିବ । ଏହି ତିଥି ଅତ୍ୟନ୍ତ ଦୁର୍ଲଭ ଏବଂ ଅଲୌକିକ ଜ୍ୟୋତିଷୀୟ ସଂଯୋଗ ସହିତ ଆସୁଛି । ଶାସ୍ତ୍ର ଅନୁସାରେ, ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଭାଦ୍ରବ ମାସର କୃଷ୍ଣ ପକ୍ଷ ଅଷ୍ଟମୀ…

ଜନ୍ମାଷ୍ଟମୀରେ ଗ୍ରହମାନଙ୍କ ଦୁର୍ଲଭ ସଂଯୋଗ: ଉଚ୍ଚସ୍ଥ ରହିବେ ଚନ୍ଦ୍ରମା, ୪ ରାଶି ପାଇଁ ଅତ୍ୟନ୍ତ ଶୁଭ

ସେପ୍ଟେମ୍ବର ମାସ ୪ ତାରିଖରେ ପବିତ୍ର ଜନ୍ମାଷ୍ଟମୀ । ଏହି ଦିନ ଚନ୍ଦ୍ରମା, ବୃହସ୍ପତି, ସୂର୍ଯ୍ୟ ଆଦି ଗ୍ରହ ମିଶି ଅନେକ ଶୁଭ ଯୋଗ ସୃଷ୍ଟି କରିବେ । ଜନ୍ମାଷ୍ଟମୀ ଦିନ ଚନ୍ଦ୍ରମା ନିଜର ଉଚ୍ଚ ରାଶି ବୃଷଭରେ ଏବଂ ବୃହସ୍ପତି ନିଜର ଉଚ୍ଚ ରାଶି କର୍କଟରେ ରହିବେ । ସେହିପରି ସୂର୍ଯ୍ୟ ନିଜ ସ୍ୱରାଶି…

ଆଜି ପବିତ୍ର ଜନ୍ମାଷ୍ଟମୀ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ : ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ସପ୍ତମୀ ଯୁକ୍ତ ଅଷ୍ଟମୀ ତିଥି ବା ଜନ୍ମାଷ୍ଟମୀ । ଏହି ତିଥିରେ ଧରାବତଣ କରିବେ ପ୍ରଭୁ ଶ୍ରୀକୃଷ୍ଣ । ସେଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ କୃଷ୍ଣ ଜନ୍ମ ନୀତି ପାଇଁ ସଂଧ୍ୟା ୭ଟାରୁ ରାତ୍ର ୧୨ଟାପର୍ଯ୍ୟନ୍ତ…

ଆଜି ପବିତ୍ର ଜନ୍ମାଷ୍ଟମୀ, ଶ୍ରୀମନ୍ଦିରରେ ହେବ ସ୍ବତନ୍ତ୍ର ନୀତିକାନ୍ତି

ପୁରୀ : ଆଜି ପବିତ୍ର ଜନ୍ମାଷ୍ଟମୀ । ଧରାବତରଣ କରିବେ ପ୍ରଭୁ ଶ୍ରୀକୃଷ୍ଣ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ସନ୍ଧ୍ୟା ଧୂପ ଶେଷ ହେବା ପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି କରାଯିବ । ଗତକାଲି ପ୍ରସବ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଯେଉଡ ଭୋଗ ସହ ଗର୍ଭ ଉଦକ…

ଜନ୍ମାଷ୍ଟମୀର ଗୁରୁତ୍ୱ କ’ଣ? ଏହାକୁ ପାଳନ କଲେ କେଉଁ ସବୁ ଲାଭ ମିଳେ ଜାଣନ୍ତୁ 

ଆଗକୁ ଆସୁଛି କୃଷ୍ଣ ଜନ୍ମାଷ୍ଟମୀ । ଅନେକ ଲୋକମାନେ ନିଜ ଘରେ ଦେବୀ-ଦେବତାଙ୍କ ପୂଜା କରିବା ବ୍ୟତୀତ ଭଗବାନ କୃଷ୍ଣଙ୍କ ସ୍ବରୂପ ବାଳଗୋପାଳ ମୂର୍ତ୍ତି ପୂଜା କରିଥାନ୍ତି। ଯାହାକୁ ଲଡୁ ଗୋପାଳ ମଧ୍ୟ କୁହାଯାଇଥାଏ। ଲଡୁ ଗୋପାଳଙ୍କ ପୂଜା ସହ ତାଙ୍କ ସେବା ମଧ୍ୟ ଏକ ଛୋଟ ପିଲା ଭଳି କରାଯାଇଥାଏ।…

ଏହି ଜିନିଷରେ ପ୍ରସନ୍ନ ହୋଇଥାନ୍ତି ଶ୍ରୀକୃଷ୍ଣ, ଜନ୍ମାଷ୍ଟମୀରେ ରାଶି ଅନୁସାରେ ଦାନ କରନ୍ତୁ ଏହି ଜିନିଷ

ଜନ୍ମାଷ୍ଟମୀ ହିନ୍ଦୁମାନଙ୍କର ଏକ ବଡ଼ ପର୍ବ । ଏହି ରାତିରେ ଭଗବାନ ଶ୍ରୀକୃଷ୍ଣ ଧରାପୃଷ୍ଟରେ ଜନ୍ମ ନେଇଥିଲେ । ଭଗବାନଙ୍କର ଜନ୍ମ ଦିନକୁ ବଡ଼ ଉତ୍ସୁକତାର ଓ ଶ୍ରଦ୍ଧାର ସହ ହିନ୍ଦୁମାନେ ପାଳନ କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ରରେ ଏହି ଦିନରେ ଦାନକୁ ଶୁଭ ମନାଯାଇଥାଏ । ଭଗବାନ ଶ୍ରୀକୃଷ୍ଣଙ୍କ…

ଜାଣନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ଜିନିଷ, ଯାହା ତାଙ୍କୁ ମିଳିଥିଲା ଉପହାର

ଆଜି ପୁରା ଦେଶରେ ପାଳନ ହେଉଛି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ବ । ପ୍ରଭୁଙ୍କର ଏହି ପର୍ବ ପ୍ରତିବର୍ଷ ପାଳନ କରାଯାଇଥାଏ । ଏହା କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପଡ଼ିଥାଏ । ମଥୁରା ଓ ଦ୍ୱାରକା ଭଳି ପୌରାଣିକ ନଗରୀରେ ଏହି ଉତ୍ସବକୁ ଖବୁ ଧୁମଧାମରେ ପାଳନ କରାଯାଏ । ଏହି ପବିତ୍ର ଦିନରେ କୃଷ୍ଣଙ୍କ…

ଜନ୍ମାଷ୍ଟମୀ ଦିନ ରାତି ୧୨ଟାରେ ଏମିତି କରାନ୍ତୁ ବାଳଗୋପାଳଙ୍କୁ ସ୍ନାନ, ଧ୍ୟାନରେ ରଖନ୍ତୁ ଏହିସବୁ ଜିନିଷ

ଆଉ ଦିନକ ପରେ ଜନ୍ମାଷ୍ଟମୀ। ଜନ୍ମାଷ୍ଟମୀ ବ୍ରତକୁ ନେଇ ଲୋକେ ସବୁକିଛି ପ୍ରସ୍ତୁତ କରିସାରିଲେଣି। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ସଜାଇ ତାଙ୍କୁ ଭୋଗ ଲଗାଇଥାନ୍ତି। ଏହିଦିନ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାବେ ପାଳନ କରାଯାଏ। ରାତି ୧୨ଟାରେ ପୂଜା କରାଯାଏ। ପୂଜା ସମୟରେ କିଛି କଥା…

ହଜାର ଏକାଦଶୀ ସହିତ ସମାନ ଜନ୍ମାଷ୍ଟମୀ ବ୍ରତ, ଅକାଳ ମୃତ୍ୟୁ ସହ ୧୦୦ ପାପରୁ ମିଳିଥାଏ ମୁକ୍ତି

କୃଷ୍ଣ ଜନ୍ମାଷ୍ଟମୀ, ଜନ୍ମାଷ୍ଟମୀ କିମ୍ବା ଗୋକୁଳାଷ୍ଟମୀ ରୂପେ ମଧ୍ୟ ଜଣାଶୁଣା। ହିନ୍ଦୁ କ୍ଯାଲେଣ୍ଡର ଅନୁସାରେ, ଭାଦ୍ରବ ମାସର କୃଷ୍ଣ ପକ୍ଷର ଅଷ୍ଟମୀ ତିଥିକୁ ପାଳନ କରାଯାଏ। ଚଳିତବର୍ଷ ଜନ୍ମାଷ୍ଟମୀ ୩୦ ଅଗଷ୍ଟ ୨୦୨୧କୁ ପାଳନ କରାଯିବ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଭାଦ୍ରବ ମାସ କୃଷ୍ଣ ପକ୍ଷ…

ଚଳିତବର୍ଷ ଜନ୍ମାଷ୍ଟମୀରେ ପଡୁଛି ଅଦ୍ଭୁତ ସଂଯୋଗ, ଜାଣନ୍ତୁ ପୂଜା କରିବାର କ’ଣ ରହିଛି ଫାଇଦା

ଭଗବାନ କୃଷ୍ଣଙ୍କ କୃପା ଏବଂ ଆଶୀର୍ବାଦ ପାଇବା ପାଇଁ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ପର୍ବ ସବୁଠାରୁ ଉତ୍ତମ। କୃଷ୍ଣ ଭକ୍ତ ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି। ଏହିଦିନ ଭଗବାନ କୃଷ୍ଣଙ୍କ ମନ୍ଦିରକୁ ସଜାଇ ବ୍ରତ ରଖି ଆରାଧନା କରାଯାଏ। ମାନ୍ଯତା ଅନୁସାରେ, ଏହିଦିନ ଭଗବାନ ଶ୍ରୀ କୃଷ୍ଣଙ୍କ ପୂଜା…