Browsing Tag

lac

ସୁଧୁରିବ କି ଡ୍ରାଗନ୍‌ ? ଏଲଏସିରେ ଉତ୍ତେଜନା ନେଇ ଭାରତ-ଚୀନର ବରିଷ୍ଠ କମାଣ୍ଡରଙ୍କ ମଧ୍ୟରେ ଚାଲିଛି ୧୪ତମ ଆଲୋଚନା

ନୂଆଦିଲ୍ଲୀ : ଏଲଏସିରେ ଉତ୍ତେଜନା ନେଇ ଭାରତ-ଚୀନର ବରିଷ୍ଠ କମାଣ୍ଡରଙ୍କ ମଧ୍ୟରେ ଚାଲିଛି ୧୪ତମ ଆଲୋଚନା । ଚୀନର ଚୁସୁଲ-ମୋଲ୍ଡୋରେ ଏହି ଆଲୋଚନା ଚାଲିଛି । ଭାରତ ପକ୍ଷରୁ ଫାୟର ଆଣ୍ଡ ଫ୍ୟୁରି କର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଅନିନ୍ଦ୍ୟ ସେନଗୁପ୍ତା ନେତୃତ୍ୱ ନେଇଛନ୍ତି । ପୂର୍ବରୁ ଦୁଇ…

LACରେ ଚୀନ କରୁଛି ଯୁଦ୍ଧ ପ୍ରସ୍ତୁତି, ୨୦୩୦ ସୁଦ୍ଧା ତିଆରି କରି ଦେବ ୧୦୦୦ ପରମାଣୁ ବୋମା!

ଚୀନ ଆଶାଠାରୁ ଅଧିକ ନିଜ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ଦ୍ରୁତ ଗତିରେ ବଢ଼ାଇ ଚାଲିଛି। ବର୍ଷେ ପୂର୍ବରୁ ଆମେରିକୀୟ ଅଧିକାରୀମାନଙ୍କର ଯେଉଁ ଅନୁମାନ ଥିଲା, ଚୀନ ତାହାଠାରୁ ଅନେକ ଗୁଣା ଅଧିକ ପରମାଣୁ ଅସ୍ତ୍ରଶସ୍ତ୍ରକୁ ତୀବ୍ର କରୁଛି। ସୂଚନା ରହିଛି କି, ଆମେରିକାର ସମକକ୍ଷ ହେବା ପାଇଁ ଚୀନ…

ଲଦାଖ ପରେ ଏବେ ତଓ୍ଵାଙ୍ଗ! LACରେ ବଢ଼ୁଛି ଭାରତ ଓ ଚୀନ ମଧ୍ୟରେ ବିବାଦ, ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି କି ଡ୍ରାଗନ…

ଗତ ୧ ବର୍ଷରୁ ଅଧିକ ସମୟ ହେବ ଭାରତ ଏବଂ ଚୀନ ମଧ୍ୟରେ ଏଲ୍‌ଏସି (LAC)ରେ ଚାଲିଥିବା ବିବାଦ କୌଣସି ମତେ ଥମିବାର ନାଁ ନେଉ ନାହିଁ। ଦୁଇ ଦେଶ ଭିତରେ ସୈନ୍ୟବାହିନୀ କମାଣ୍ଡର ସ୍ତରୀୟ ୧୩ ରାଉଣ୍ଡ ବୈଠକ ହୋଇ ସାରିଲାଣି, କିନ୍ତୁ ଏ ପର୍ଯ୍ୟନ୍ତ ସମାଧାନ ରାସ୍ତା ବାହାରି ପାରି ନାହିଁ। ଏହାରି…

LACରେ ପୁଣି ଉତ୍ତେଜନା: ଭାରତ ଓ ଚୀନ ସେନା ମଧ୍ୟରେ ଗୁଳି ବିନିମୟ

କେନ୍ଯୁଜ୍ : LACରେ ପୁଣି ଉତ୍ତେଜନା । ଚୀନ ସେନା ଉପରେ ପୁଣି ଭାରି ପଡିଛି ଭାରତୀୟ ସେନା । PLAକୁ ମୁହଁତୋଡ ଜବାବ ଦେଇଛି ଭାରତ । ଚୀନ ସେନା ଭାରତୀୟ ସୀମା ଭିତରକୁ ପ୍ରବେଶ କରିଥିବାରୁ ଗୁଳି ବିନିମୟ ହୋଇଛି । ଭାରତ ଓ ଚୀନ ସେନା ମଧ୍ୟରେ ଗୁଳି ବିନିମୟ ହୋଇଛି । ରାତି ଅଧରେ ଭାରତ ସୀମା…

ଚୀନ ସହିତ ଦୀର୍ଘ ୧୪ ଘଣ୍ଟାର ବୈଠକରେ ଭାରତ ପକ୍ଷରୁ କରାଯାଇଛି ଏହି ସବୁ ଦାବି

ପୂର୍ବ ଲଦାଖ ସ୍ଥିତ ଚୁଷୁଳ ଠାରେ ମଙ୍ଗଳବାର ଭାରତ ଓ ଚୀନ ମଧ୍ୟରେ ଲମ୍ବା ସମୟ ଧରି ଏକ କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୁଇ ପକ୍ଷର ଏହି ଆଲୋଚନା ପାଖାପାଖି ୧୪.୫ ଘଣ୍ଟା ଧରି ଚାଲିଥିଲା । ଏକ ବିଶେଷ ସୂତ୍ରରୁ ଜଣାଯାଇଛିକି ଦୁଇ ଦେଶ ମଧ୍ୟରେ ଏହି ବୈଠକ ସକାଳ ୧୧.୩୦ରୁ ଆରମ୍ଭ…

LAC ରେ ଉତ୍ତେଜନା ହ୍ରାସ ପାଇଁ ଆଜି ହେବ ଚତୁର୍ଥ ଥର ପାଇଁ ମିଲିଟାରୀ ସ୍ତରୀୟ ଆଲୋଚନା

ଲଦାଖ: ଆଜି ଚତୁର୍ଥ ଥର ପାଇଁ ମିଲିଟାରୀ ସ୍ତରୀୟ ଆଲୋଚନା। ଏହି ଆଲୋଚନା ଏଲଏସିର ଭାରତ ପଟେ ପୂର୍ବ ଲଦାଖ ରସୁଲପୁର ଠାରେ ଅନୁଷ୍ଠିତ ହେବ । ସୀମାରୁ ଦ୍ୱିତୀୟ ପର୍ଯ୍ୟାୟ ସୀମା ଅପସାରଣ ନେଇ ଆଲୋଚନା ହେବ । LAC ରେ ଉତ୍ତେଜନା ହ୍ରାସ ପାଇଁ ବୈଠକରେ ଭାରତୀୟ ସେନା ୧୪-କୋରର କମାଣ୍ଡର ଲେଫ୍ଟନାଣ୍ଟ…