Browsing Tag

lata mangeshkar passes away

ଲତା ମଙ୍ଗେସକରଙ୍କ ଅନ୍ତିମ ସଂସ୍କାର ବେଳେ କାହିଁକି ଯାଇନଥିଲେ ଅମିତାଭ ବଚ୍ଚନ? ସାମ୍ନାକୁ ଆସିଲା ପ୍ରକୃତ କାରଣ

ସୁପରଷ୍ଟାର ଅମିତାଭ ବଚ୍ଚନ ଏକ ଇଣ୍ଟରଭ୍ୟୁରେ କହିଥିଲେ, ଯଦି ପୃଥିବୀରେ ଭଗବାନଙ୍କୁ ସାକ୍ଷାତ୍‌ ଦର୍ଶନ କରିବାକୁ ଚାହୁଁଛ ତେବେ ଲତା ମଙ୍ଗେସକରଙ୍କୁ ଦେଖ। ଅମିତାଭ ବଚ୍ଚନଙ୍କର ଏହି ପଦ କଥାରୁ ହିଁ ବୁଝା ପଡ଼ୁଛି ଯେ ଲତା ଦିଦିଙ୍କୁ ସେ କେତେ ଭଲ ପାଉଥିଲେ ଓ ଆଦର କରୁଥିଲେ। ଲତା ମଙ୍ଗେସକର ମଧ୍ୟ…

ଶେଷ ଫଟୋରେ ତ୍ରିରଙ୍ଗାରେ ଗୁଡାଇ ହୋଇ ଶୋଇଥିଲେ ଲତା, ଫଟୋ ଦେଖି ସମସ୍ତେ ହେଲେ ଭାବୁକ

ନୀରବି ଗଲେ ସ୍ୱର ସରସ୍ୱତୀ। ଲତା ମଙ୍ଗେସକରଙ୍କ ନିଧନରେ ସମସ୍ତେ ସ୍ତବ୍ଧ। ପ୍ରତି ଭାରତୀୟଙ୍କ ଆଖିରେ ଲୁହ। କେବଳ ଭାରତୀୟ ନୁହନ୍ତି ବାଲାଂଦେଶ, ପାକିସ୍ତାନ ଠାରୁ ଆରମ୍ଭ କରି ଦୁନିଆର ଅନେକ ଦେଶର କଳାପ୍ରେମୀ ଲୋକଙ୍କ ମଧ୍ୟରେ ତାଙ୍କ ପରଲୋକକୁ ନେଇ ଦୁଃଖ ରହିଛି। ୯୨ ବର୍ଷ ବୟସରେ ଏହି ମହାନ…

ଲତା ମଙ୍ଗେସକରଙ୍କ ନିଧନରେ ପୂରା ଦେଶ ଶୋକରେ ଥିବା ବେଳେ ମଲାଇକା ଛାଡ଼ିଲେ ନିଜର ବୋଲ୍ଡ ଫଟୋ; ଟ୍ରୋଲର୍ସ କହିଲେ, ‘ଟିକେ…

ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ସବୁବେଳେ ନିଜ ଫିଟ୍‌ନେସକୁ ନେଇ ଚର୍ଚ୍ଚାରେ ରହି ଥାଆନ୍ତି। ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ ଥାଆନ୍ତି। ଅଭିନେତ୍ରୀଙ୍କ ଫଟୋ ଅନେକ ବାର ଲୋକଙ୍କୁ ପସନ୍ଦ ଆସିଥାଏ। ହେଲେ ବେଳେବେଳେ ଲୋକେ ତାଙ୍କୁ ଟ୍ରୋଲ ମଧ୍ୟ କରି ଦିଅନ୍ତି। ଫେବୃଆରୀ ୬ ତାରିଖ…

ଲତା ମଙ୍ଗେସକରଙ୍କ ପୂର୍ବରୁ ଗୀତିକାର ମଜରୁହ ସୁଲତାନପୁରୀ ଚାଖୁଥିଲେ ତାଙ୍କ ଖାଦ୍ୟ, ଜାଣନ୍ତୁ କାହିଁକି?

ସ୍ତବ୍ଧ ଆଜି ସାରା ସଙ୍ଗୀତ ଦୁନିଆ। କୋକିଳ କଣ୍ଠୀ ଲତା ମଙ୍ଗେସକରଙ୍କ ପରଲୋକରେ ପୂରା ସଙ୍ଗତ ଜଗତ ଆଜି ନିରବୀ ଯାଇଛି। ୯୨ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି ସ୍ୱର ସାମ୍ରଜ୍ଞୀ। ଲତାଙ୍କ ବିୟୋଗରେ ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି। ତେବେ ପ୍ରଥମେ କିନ୍ତୁ ଲତା ମଙ୍ଗେସକରଙ୍କ ବାପା…

ଭାରତ ରତ୍ନ ଲତା ମଙ୍ଗେସକରଙ୍କ ସହିତ ଜଡିତ କିଛି ଅଜଣା କଥା

ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ଆଜି ଆମକୁ ଛାଡି ଚାଲିଯାଇଛନ୍ତି। ତାଙ୍କ ଗୀତ ଶୁଣି କେତେକ ପିଢି ଯୁବାବସ୍ଥା ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ପହଞ୍ଚିଗଲେଣି। ତାଙ୍କ ସ୍ୱରର ଯାଦୁ ୧୯୫୦-୬୦ ଦଶକରୁ ଆରମ୍ଭ ହୋଇ ୧୯୯୦ରେ ଦିଲଓ୍ଵାଲେ ଦୁଲହନିଆଁ ଲେ ଜାଏଗେଁ, ୨୦୦୪ରେ ବୀର ଜରା, ୨୦୦୬ ରଙ୍ଗ ଦେ…

ରତ୍ନ ହରାଇଲା ଭାରତ, ଲତା ମଙ୍ଗେସକରଙ୍କୁ ମିଳିଥିଲା ଏହିସବୁ ସମ୍ମାନ

ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସପିଟାଲରେ ଲତା ମଙ୍ଗେସକରଙ୍କର ପରଲୋକ ହୋଇଛି। ୯୨ ବର୍ଷରେ ମୃତ୍ୟୁ ବରଣ କରିଛନ୍ତି ଲତା। ଆଜି ସକାଳ ୮ଟା ୧୨ ମିନିଟରେ ପରଲୋକ ହୋଇଛି। ତାଙ୍କ ମୃତ୍ୟୁରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ୧୯୨୯ରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ…

ଲତାଙ୍କ ପରଲୋକରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ, ବିଶିଷ୍ଟ ରାଜନୈତିକ ବ୍ୟକ୍ତି ଜଣାଇଲେ ଶୋକ

୯୨ ବର୍ଷ ବୟସରେ ନୀରବୀ ଗଲେ ଲତା ମଙ୍ଗେସକର। ଲତାଙ୍କ ପରଲୋକ ଖବର ଶୁଣିବା ପରେ ସମଗ୍ର ଭାରତବାସୀ ଆଜି ସ୍ତବ୍ଧ ହୋଇଯାଇଛନ୍ତି। ତାଙ୍କ ମୃତ୍ୟୁରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ। ଏହା ସହିତ ୨ ଦିନ ପର୍ଯ୍ୟନ୍ତ ଜାତୀୟ ପତାକା ଅର୍ଦ୍ଧନମିତ ରହିବ ବୋଲି ଘୋଷଣା ରହିଛି। ତାଙ୍କ ମୃତ୍ୟୁରେ…

ଚିରନିଦ୍ରାରେ ସୁର ସାମ୍ରାଜ୍ଞୀ, ମହାନ ଗାୟିକା ଲତା ମଙ୍ଗେସକର ୯୨ ବର୍ଷରେ ଆଖି ବୁଜିଲେ

ହିନ୍ଦୀ ସିନେମା ଏବଂ ମ୍ୟୁଜିକ ଜଗତକୁ ସ୍ତବ୍ଧ କରିବା ଭଳି ଖବର ଏବେ ସାମ୍ନାକୁ ଆସିଛି। ଯାହାକୁ ଶୁଣି ସମସ୍ତେ ହତବାକ ହେବା ସହ ଦୁଃଖିତ। ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସଙ୍କର ପରଲୋକ ହୋଇଯାଇଛି। ୯୨ ବର୍ଷ ବୟସରେ ଲତା ମଙ୍ଗେସକର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଲତାଙ୍କ ନିଧନ ଖବର ଶୁଣି ସାରା…