Browsing Tag

Leander Paes

ଖୁବଶୀଘ୍ର କୋର୍ଟରେ ବିବାହ କରିବେ ଲିଆଣ୍ଡର ପେସ୍‌ ଏବଂ କିମ୍‌ ଶର୍ମା, ମିଳିଲା ପରିବାରରୁ ଅନୁମତି

ଟେନିସ ଷ୍ଟାର ଲିଆଣ୍ଡର ପେସ୍‌ ଏବଂ ବଲିଉଡ ଅଭିନେତ୍ରୀ କିମ୍‌ ଶର୍ମାଙ୍କ ପ୍ରେମ ସଂପର୍କ କାହାକୁ ଅଛପା ନାହିଁ। ପରସ୍ପରକୁ ଅନେକ ଦିନରୁ ଡେଟ୍‌ କରିଆସୁଛନ୍ତି ଏହି ସେଲିବ୍ରିଟି। ଏବେ ଦୁହିଁଙ୍କ ସଂପର୍କକୁ ନେଇ ନୂଆ ଅପଡେଟ୍‌ ସାମ୍ନାକୁ ଆସିଛି। ଦୁହେଁ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି।…

ଲିଏଣ୍ଡର ପେସ୍‌ ଓ କିମ୍‌ ଶର୍ମା ପାଳିଲେ ଡେଟ୍‌ ଆନିଭର୍ସରୀ, ବିକିନି ପିନ୍ଧି ଟେନିସ୍‌ ଷ୍ଟାରଙ୍କ ସହ ଦେଲେ…

କିମ୍‌ ଶର୍ମା ଓ ତାଙ୍କ ପ୍ରେମିକ ତଥା ଟେନିସ୍‌ ଷ୍ଟାର ଲିଏଣ୍ଡର ପେସ୍‌ଙ୍କ ସମ୍ପର୍କକୁ ବର୍ଷେ ପୂରିଛି। ଏହି ଯୋଡ଼ି ସୋମବାର ଏକାଠି ରହିବାର ବର୍ଷେ ହୋଇଛି। ଏ ଅବସରରେ କିମ୍‌ ଲିଏଣ୍ଡରଙ୍କ ସହ ଏକ ସୁନ୍ଦର ଫଟୋ ଆଲବମ୍‌ ସେୟାର କରି ନିଜ ପ୍ରେମକୁ ଦର୍ଶାଇଛନ୍ତି। ଏଥିରେ ଗୋଟିଏ ଫଟୋରେ ସେ…

ତୃଣମୂଳ କଂଗ୍ରେସରେ ମିଶିଲେ ଟେନିସ ତାରକା ଲିଆଣ୍ଡର ପେସ୍‌, ଦିଦିଙ୍କୁ କହିଲେ ପ୍ରକୃତ ଚାମ୍ପିଅନ

କେନ୍ୟୁଜ୍(ବ୍ୟୁରୋ):ତୃଣମୂଳ କଂଗ୍ରେସରେ ମିଶିଲେ ଟେନିସ ତାରକା ଲିଆଣ୍ଡର ପେସ୍‌ । ଗୋଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେ ଟିଏମସିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ଏହି ଅବସରରେ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ଥିଲେ । ସେହିପରି ଅଭିନେତ୍ରୀ…

ଲିଆଣ୍ଡର ପେସ ଏବଂ ମହେଶ ଭୂପତିଙ୍କ ଫିଲ୍ମ ‘ବ୍ରେକପଏଣ୍ଟ’ର ପୋଷ୍ଟର ରିଲିଜ, ଦେଖିବାକୁ ମିଳିବ ଦୁହିଁଙ୍କ ଅଲଗା ହେବାର…

ଫିଲ୍ମ ‘ବ୍ରେକପଏଣ୍ଟ’ର ପୋଷ୍ଟର ରିଲିଜ ହୋଇଛି। ଏହି ଫିଲ୍ମକୁ ଅଶ୍ବିନୀ ଆୟାର ତିୱାରୀ ଏବଂ ନିତେଶ ତିୱାରୀ ନିର୍ଦ୍ଦେଶନା ଦେଉଛନ୍ତି। ଯାହା ଖୁବଶୀଘ୍ର ଜି୫ରେ ପ୍ରିମିଅର ହେବ। ଟେନିସ ଜଗତର ସବୁଠାରୁ ସଫଳ ଟିମ୍ ଭାବେ ବେଶ ଜଣାଶୁଣା ଦୁହିଁଙ୍କ ଉପରେ ଡକ୍ଯୁମେଣ୍ଟାରୀରେ ଦେଖିବାକୁ ମିଳିବ।…

ରୋମାଣ୍ଟିକ୍ ଲୁକରେ ନଜର ଆସିଲେ କିମ ଶର୍ମା ଓ ଲିଆଣ୍ଡର ପେସ, ରିଲେସନସିପ୍କୁ ନେଇ କଲେ ଖୁଲାସା!

ନିକଟରେ ବଲିଉଡ ଅଭିନେତ୍ରୀ କିମ ଶର୍ମା ଏବଂ ପୂର୍ବତନ ଟେନିସ ଖେଳାଳି ଲିଆଣ୍ଡର ପେସଙ୍କ ଫଟୋ ସାମ୍ନାକୁ ଆସିଛି। ଉଭୟ ଗୋଆରେ ଛୁଟି କଟାଉଥିବାର ଜଣାପଡିଛି । କିନ୍ତୁ ବର୍ତ୍ତମାନ ସେମାନଙ୍କ ସମ୍ପର୍କ ବିଷୟରେ ଆଲୋଚନା ଆରମ୍ଭ ହୋଇଯାଇଛି। କିମ ଏବଂ ଲିଆଣ୍ଡଙ୍କ ଫଟୋ ଦେଖିବା ପରେ ଅନୁମାନ…

ଦଙ୍ଗଲ ଓ ପଙ୍ଗାର ନିର୍ଦ୍ଦେଶକ ତିଆରି କରିବେ ଲିଏଣ୍ଡର ପେସ୍ ଓ ମହେଶ ଭୂପତିଙ୍କ ଉପରେ ୱେବ୍ ସିରିଜ

ଭାରତୀୟ ଟେନିସ ତାରକା ଲିଏଣ୍ଡର ପେସ୍ ଓ ମହେଶ ଭୂପତିଙ୍କ ଜୀବନୀକୁ ନେଇ ନିର୍ମାଣ ହେବାକୁ ଯାଉଛି ୱେବ ସିରିଜ। ସେମାନଙ୍କ ଜୀବନ, ଟେନିସ ଷ୍ଟାର ହେବାର ଯାତ୍ରା ଓ ଉପଲବ୍ଧି ଉପରେ ଏକ ସିରିଜ କରିବାକୁ ଆଜି ଘୋଷଣା ହୋଇଛି। ପ୍ରକାଶ ଯେ ୨୨ ବର୍ଷ ପୂର୍ବେ ୧୯୯୯ ମସିହାରେ ଉଇମବେଲଡନ ପୁରସ୍କାର…

ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ଙ୍କୁ ଭାବପୂର୍ଣ୍ଣ ବିଦାୟ, ଅନ୍ତିମ ମ୍ୟାଚ୍‌ରେ ନିଜ ପୋଷ୍ଟର ଦେଖି ଭାବୁକ ହୋଇଗଲେ…

ନିଜ ହୋମ୍‌ ଗ୍ରାଉଣ୍ଡରେ ବେଙ୍ଗାଲୁରୁ ଓପନ୍‌ ରୂପେ ନିଜ ଅନ୍ତିମ ଏଟିପି ଟୁର୍ନାମେଣ୍ଟ ଖେଳୁଥିବା ଭାରତର ମହାନ୍‌ ଟେନିସ୍‌ ତାରକା ଲିଆଣ୍ଡର ପେସ୍‌ଙ୍କୁ ସମ୍ମାନସ୍ୱରୂପ ବିଦାୟ ଦିଆଯାଇଛି। ରବିବାର କେଏସ୍‌ଏଲ୍‌ଟିଏ ଷ୍ଟାଡିୟମ୍‌ରେ ପୂର୍ବତନ ଅଲିମ୍ପିୟାନ୍‌ ଏବଂ ଖେଳାଳିମାନେ ମିଶି ତାଙ୍କୁ…

୨୦୨୦ରେ ଅବସର ନେବେ ଲିଆଣ୍ଡର ପେସ୍‌

ଭାରତୀୟ ଟେନିସ୍‌ ଖେଳାଳୀ ଲିଆଣ୍ଡର ପେସ୍‌ ୨୦୨୦ ବର୍ଷ ତାଙ୍କ କ୍ୟାରିୟରର ଶେଷ ବର୍ଷ ହେବ ବୋଲି ଗତ ବୁଧବାର ଦିନ ଏକ ସାକ୍ଷାତକାର ମାଧ୍ୟମରେ କହିଛନ୍ତି। ଫେସ୍‌ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରସଂଶକଙ୍କୁ କ୍ରିସମାସର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ୨୦୨୦ରେ ସେ ଖେଳରୁ ବିଦାୟ ନେଉଥିବା…