Browsing Tag

library

ଉପସ୍ଥିତ ବୁଦ୍ଧି ଖଟାଇ ବଞ୍ଚାଇଦେଲେ ଡ୍ରାଇଭର, ନଚେତ ଚାଲି ଯାଇଥାନ୍ତା ଅନେକ ଅମୂଲ୍ୟ ଜୀବନ

ବଡ ଧରଣ ଅଘଟଣରୁ ବର୍ତ୍ତିଲେ କୋରାପୁଟ ସହରବାସୀ । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଗଲା ଶହ ଶହ ଲୋକଙ୍କ ଜୀବନ । ବ୍ରେକ ଫେଲ ହୋଇ ସହର ମଧ୍ୟରେ ଗଡି ଚାଲିଥିଲା ବସ । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ସେ ଠିକ ସମୟରେ ବସଟିକୁ ପାଠାଗାର ଭିତରକୁ ପଶେଇ ଦେଇଥିଲେ । ଫଳରେ ଡ୍ରାଇଭର…

ଯାଜପୁର ଧର୍ମଶାଳାରେ ନିର୍ମିତ ହୋଇଛି ଅତ୍ୟାଧୁନିକ ପାଠାଗାର, ଜାଣନ୍ତୁ କ’ଣ ରହିଛି ସୁବିଧା

ଗ୍ରାମାଞ୍ଚଳମାନଙ୍କରେ ସମସ୍ତ ସୁବିଧା ଉପଲବ୍ଧ କରିବା ପାଇଁ ସବୁବେଳେ ଉଦ୍ୟମ ଜାରି ରଖିଛନ୍ତି ରାଜ୍ୟ ସରକାର । ଏବେ ପାଠାଗାର ସାଜିଛି ଏକ ଅଞ୍ଚଳର ପରିଚୟ । ଏହି ଲକ୍ଷ ନେଇ ଗ୍ରାମାଞ୍ଚଳରେ ପ୍ରତିଷ୍ଠା ହୋଇଛି ଆତ୍ୟଧୁନିକ ପାଠାଗାର । ଯାଜପୁର ଜିଲ୍ଲା ଧର୍ମଶାଳା ଭଳି ସଂସ୍କୃତି ସମ୍ପନ୍ନ…

ଜାଣନ୍ତୁ କେଉଁଠାରେ ଅଛି ଦୁନିଆର ସବୁଠୁ ବଡ ଲାଇବ୍ରେରୀ ଏବଂ ରହିଛି କେତେ ପୁସ୍ତକ?

ପୁସ୍ତକଗୁଡ଼ିକ ହେଉଛି ମଣିଷର ସର୍ବୋତ୍ତମ ବନ୍ଧୁ । ତଥାପି, ଡିଜିଟାଲ ଦୁନିଆରେ ଲୋକମାନେ ବର୍ତ୍ତମାନ ପୁସ୍ତକକୁ କମ୍ ଗୁରୁତ୍ୱ ଦେଉଛନ୍ତି ଏବଂ କମ୍ପ୍ୟୁଟର ଏବଂ ମୋବାଇଲ୍ ମାଧ୍ୟମରେ ଇ-ବୁକ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହା ସତ୍ୱେ ମଧ୍ୟ ସାରା ବିଶ୍ୱରେ ପୁସ୍ତକପ୍ରେମୀଙ୍କ ଅଭାବ ନାହିଁ ।…

ବାଦାମବାଡ଼ିରେ ହେବ ଅତ୍ୟାଧୁନିକ ଲାଇବ୍ରେରୀ, ଖର୍ଚ୍ଚ ହେବ ୩୦ କୋଟି ୫୮ଲକ୍ଷ ୩୧ ହଜାର ୧୦୦ ଟଙ୍କା

କଟକ(କେନ୍ୟୁଜ୍): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ନେତା ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ କଟକର ପୁରୀ -ଅନୁଗୁଳ ବସଷ୍ଟାଣ୍ଡ ବାଦାମବାଡିଠାରେ ଏକ ଅତ୍ୟାଧୁନିକ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୩୦ କୋଟି…

ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରର ହେବ ନବୀକରଣ, ୱାଇଫାଇ ସହିତ ଫୁଡ୍‌କୋଟ ମିଳିବ ସୁବିଧା

କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଭୁବନେଶ୍ବରର ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ପରିଦର୍ଶନରେ ଯାଇଥିଲେ । ସେଠାରେ ସେ ଛାତ୍ରଛାତ୍ରୀ ମାନଙ୍କ ସହିତ ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ…

ଉତ୍କଳ ବିଶ୍ୱବିଦ୍ୟାଳୟର ଲାଇବ୍ରେରୀକୁ ୮ ଘଣ୍ଟା ପରିବର୍ତ୍ତେ ୧୪ ଘଣ୍ଟା ଖୋଲାଯାଉ, ଦାବି କଲେ ବିଜୁ ଛାତ୍ର ଜନତା ଦଳର…

ଭୁବନେଶ୍ୱର (କେନ୍ୟୁଜ): ଉତ୍କଳ ବିଶ୍ୱବିଦ୍ୟାଳୟ ହେଉଛି ଓଡ଼ିଶାର ସର୍ବ ପୁରାତନ ବିଶ୍ୱବିଦ୍ୟାଳୟ । ଏହି ବିଶ୍ୱବିଦ୍ୟାଳୟରେ ନିଜସ୍ୱ ଶିକ୍ଷା ବ୍ୟବସ୍ଥା ଥିବା ସାଙ୍ଗରେ ଅନ୍ୟ ବହୁ ମହାବିଦ୍ୟାଳୟ ଅନୁବନ୍ଧିତ ଭାବେ ରହିଛନ୍ତି। ୧୯୪୩ ମସିହା ନଭେମ୍ବର ୨୭ତାରିଖ ଦିନ ‘ଉତ୍କଳ ବିଶ୍ୱବିଦ୍ୟାଳୟ’ର…

ମାଲକାନଗିରି : ଖୋଲା ଆକାଶ ତଳେ ବହି ପଢିବାର ମଜା ନେଉଛନ୍ତି ପାଠକ

ମାଲକାନଗିରି : ଖୋଲା ଆକାଶ ତଳେ ବହି ପଢିବାର ମଜା ନେଉଛନ୍ତି ପାଠକ । ମାଲକାନଗିରି ଜିଲ୍ଲାର କିଛି ଯୁବତୀ ମିଶି ଖୋଲିଛନ୍ତି ଏକ ଖୋଲା ଲାଇବ୍ରେରୀ । ମାଲକାନଗିରି ଆର୍ଟସ କଲେଜ ନିକଟରେ ଏକ ରାସ୍ତା କଡ଼ରେ ଏହି ଲାଇବ୍ରେରୀ ଖୋଲିଛନ୍ତି । ଦୀପାବଳି ଦିନ ଏହି ଲାଇବ୍ରେରୀକୁ ଖୋଲାଯାଇଥିଲା ।…