ଆପଣ ଘରେ ଏକା ଅଛନ୍ତି ଆଉ ହଠାତ ଆପଣଙ୍କୁ ହୃଦଘାତ ହେଲା ତେବେ ଏପରି ପରିସ୍ଥିତିରେ ଆପଣ କଣ କରିବେ?
ଆଜିକାଲି ହୃଦଘାତ କେବଳ ବୟସ୍କ ବ୍ୟକ୍ତିଙ୍କୁ ହେଉନାହିଁ ଯୁବପିଢ଼ିଙ୍କ ମଧ୍ୟରେ ହୃଦଘାତ ମାମଲା ଦିନକୁ ଦିନ ମାତ୍ରାଧିକ ଭାବରେ ବୃଦ୍ଧି ପାଉଛି । ଆପଣ ଦେଖିଥିବେ କେତେବେଳେ ଜିମ୍ରେ ହୃଦଘାତ ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହେଲାଣି ତ ଆଉ କେତେବେଳେ ପିଲାଟିଏ ନାଚିବା ସମୟରେ ମଧ୍ୟ ଏହାର ଶିକାର…