ଚା’ ଅଭ୍ୟାସ ଥିବା ଲୋକେ ସତର୍କ ରୁହନ୍ତୁ! ଆବଶ୍ୟକଠାରୁ ଅଧିକ ଚା’ ପିଇଲେ ସ୍ୱାସ୍ଥ୍ୟକୁ ହୋଇଥାଏ ଏହି ୫ଟି କ୍ଷତି
ଯଦି ଆପଣଙ୍କର ଚା’ ପିଇବାର ଅଭ୍ୟାସ ଅଛି ଏବଂ ଚା’ ପିଇବା ପାଇଁ କୌଣସି ନା କୌଣସି ବାହାନା ଖୋଜୁଛନ୍ତି, ତା’ ହେଲେ ତୁରନ୍ତ ଏହି ଅଭ୍ୟାସକୁ ବଦଳାଇ ଦିଅନ୍ତୁ। କାହିଁକି ନା, ଆବଶ୍ୟକଠାରୁ ଅଧିକ ଚା’ ପିଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚି ପାରେ। ଦିନକୁ ଅତି କମ୍ରେ ଗୋଟିଏ…