Below header
Browsing Tag

lokayukta

କୋଟିପତି ଷ୍ଟୋର୍‌ କିପର୍‌: ଅବସର ପରେ ଘରୁ ମିଳିଲା ୧୦ କୋଟିର ସମ୍ପତ୍ତି, ନୋଟ୍‌ ଗଣିବା ପାଇଁ ଅଣାଗଲା ମେସିନ୍‌

କୋଟିପତି ଷ୍ଟୋର୍‌ କିପର୍‌। ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଜଣେ ଅବସରପ୍ରାପ୍ତ ଷ୍ଟୋର୍‌ କିପର୍‌ଙ୍କ ଘରୁ ମିଳିଛି କୋଟିଏ କି ୨ କୋଟି ନୁହେଁ, ପୂରା ୧୦ କୋଟି ଟଙ୍କା। ଟଙ୍କା ଏତେ ଥିଲା ଯେ ଶେଷରେ ଏହାକୁ ଗଣିବା ପାଇଁ ମେସିନ୍‌ ଆଣିବାକୁ ପଡ଼ିଥିଲା। ଯେତେବେଳେ ଷ୍ଟୋର୍‌ କିପରଙ୍କ ଘରେ…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କଲେ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ

କେନ୍ୟୁଜ୍(ବ୍ୟୁରୋ):  ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲୋକାୟୁକ୍ତ ମାମଲାରେ ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କଲେ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ । ହାଇକୋର୍ଟ ଦେଇଥିବା ରାୟର ପୁନର୍ବିଚାର କରିବାକୁ ରିଭ୍ୟୁ ପିଟିସନ ଦାଖଲ ହୋଇଛି । ଭିଜିଲାନ୍ସ ନୁହେଁ ଲୋକାୟୁକ୍ତଙ୍କ ତଦନ୍ତକାରୀ ଶାଖା…

୬୯ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ନାମରେ କାହିଁକି ହେଉନି ପୌଜଦାରୀ ମାମଲା?,କୈଫିୟତ ମାଗିଲେ ଲୋକାୟୁକ୍ତ ଅଧ୍ୟକ୍ଷ

କେନ୍ୟୁଜ୍(ବ୍ୟୁରୋ):  ୬୯ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ନାମରେ କାହିଁକି ହେଉନି ଫୌଜଦାରୀ ମାମଲା କୈଫିୟତ ମାଗିଲେ ଲୋକାୟୁକ୍ତ ଅଧ୍ୟକ୍ଷ । ବିଭିନ୍ନ ଦୁର୍ନୀତି ରେ ଲିପ୍ତ ଥିବା ୬୯ ଅଧିକାରୀଙ୍କ ବିରୋଧରେ କାହିଁକି  ଫୌଜଦାରୀ ମାମାଲା ହୋଇନାହିଁ ଏହାକୁ ନେଇ ଲୋକାୟୁକ୍ତ ପ୍ରଶ୍ନ ଉଠାଇଛିନ୍ତି…

ମାସ୍କ ଓ ପିପିଇ କିଟ୍‌ କିଣା ଘଟଣାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ, ଦୁଇମାସ ମଧ୍ୟରେ ହେବ ରିପୋର୍ଟ…

କେନ୍ୟୁଜ ବ୍ୟୁରୋ : ମାସ୍କ ଓ ପିପିଇ କିଟ୍‌ କିଣା ଘଟଣାରେ ଲୋକାୟୁକ୍ତ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଭିଜିଲାନ୍ସ ଏସପି ବା ଅତିରିକ୍ତ ଏସପି ପାହ୍ୟାର ଜଣେ ଅଧିକାରୀ ଏହାର ତଦନ୍ତ କରି ରିପୋର୍ଟ ଦାଖଲ କରିବା ଲାଗି ଲୋକାୟୁକ୍ତ କହିଛନ୍ତି । ଲୋକାୟୁକ୍ତଙ୍କ ଦୁଇ ଜଣିଆ ସ୍ୱତନ୍ତ୍ର…

ରଥାଯାତ୍ରା ପରେ ପୋଲିସ ବିଭାଗରେ ହୋଇପାରେ ବଡଧରଣର ଅଦଳ ବଦଳ, ଜାଣନ୍ତୁ କାହାକୁ କେଉଁ ପଦ ମିଳିବ

ରଥଯାତ୍ରା ପରେ ରାଜ୍ୟ ପୋଲିସ ବିଭାଗରେ ବଡ଼ ଧରଣର ପରିବର୍ତ୍ତନ ହେବାର ସୂଚନା ମିଳିଛି। କାରଣ ଲୋକାୟୁକ୍ତ ସଦସ୍ୟ ଭାବେ ପୋଲିସ ଡିଜି ଆର.ପି. ଶର୍ମା ନାମକୁ ସୁପାରିଶ ପରେ ଏବେ କିଏ ହେବ ଆଗାମୀ ପୋଲିସ ଡିଜି ତାହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ଲୋକାୟୁକ୍ତ ସଦସ୍ୟ ହେବେ କି…

ରାଜ୍ୟରେ ତୁରନ୍ତ ଲୋକାୟୁକ୍ତ ନିଯୁକ୍ତି କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ରାଜ୍ୟ ସରକାର ତୁରନ୍ତ ଲୋକାୟୁକ୍ତ ଗଠନ କରିବା ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଲୋକାୟୁକ୍ତ ନିଯୁକ୍ତି କେବେ ହେବ, ମୁଖ୍ୟ ଶାସନ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ଜଣାଇବାକୁ କୁହିଛନ୍ତି ସୁପ୍ରିମକୋର୍ଟ। ରାଜ୍ୟ ସରକାର ଲୋକାୟୁକ୍ତ ଗଠନ କରିବା ନେଇ ପୂର୍ବରୁ…

ରାଜ୍ୟରେ ୨୦୧୯ ପୂର୍ବରୁ ଗଠନ ହୋଇ ପାରିବ କି ଲୋକାୟୁକ୍ତ ?

ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ପ୍ରକ୍ରିୟା ଜୋର ଧରିଛି। ଲକ୍ଷ୍ୟ ରହିଛି ୨୦୧୯ ପୂର୍ବରୁ ଲୋକାୟୁକ୍ତ ଗଠନ। ଲୋକାୟୁକ୍ତ ନିୟମ ଅନୁଯାୟୀ, ଲୋକପାଳ ସିଲେକ୍ସନ କମିଟି ଏକ ସର୍ଚ୍ଚ କମିଟି ଗଠନ କରିବେ। ସର୍ଚ୍ଚ କମିଟି, ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟଙ୍କ ଚୟନ ନେଇ ଏକ ବିଭିନ୍ନ…