Below header
Browsing Tag

lord jagannath

ଶ୍ରୀଜିଉଙ୍କ ପାଇଁ ସୁବର୍ଣ୍ଣର ଚନ୍ଦ୍ର-ସୂର୍ଯ୍ୟ ଦାନ କଲେ ଭକ୍ତ ପଦ୍ମଚରଣ ପାତ୍ର, ଯାହା ଅତ୍ୟନ୍ତ ସୁନ୍ଦର ଓ…

ପୁରୀ : ଶ୍ରୀଜିଉଙ୍କ ପାଇଁ ସୁବର୍ଣ୍ଣର ଚନ୍ଦ୍ର-ସୂର୍ଯ୍ୟ ଦାନ କରିଛନ୍ତି ଜଣେ ଭକ୍ତ।  ଭୁବନେଶ୍ବର ଭକ୍ତ ଶ୍ରୀ ପଦ୍ମଚରଣ ପାତ୍ର ଗତକାଲି ରବିବାର ଦିନ ନିଜ ପରିବାର ସହ ଆସି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହା ଦାନ କରିଛନ୍ତି। ଶ୍ରୀ…

କୋହଳ ହେଲା କାଳିଆ ଦର୍ଶନରେ କଟକଣା, ଜାନୁଆରୀ ୨୧ରୁ ହେବ ଜଗାର ସାଧାରଣ ଦର୍ଶନ

ପୁରୀ(କେନ୍ୟୁଜ୍): କୋହଳ ହେଲା କାଳିଆ ଦର୍ଶନରେ କଟକଣା । ଜାନୁଆରୀ ୨୧ରୁ ଉଠିବ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବ୍ୟବସ୍ଥା । ଏଥିପାଇଁ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକରେ   ଜିଲ୍ଲାପାଳ, ଏସ୍‌ପି ଓ ଶ୍ରୀମନ୍ଦିର…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନରେ ପ୍ରାୟ ୪ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରଶାସନରେ…

ଦୀର୍ଘ ୯ ମାସ ପରେ ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର, ଭକ୍ତ ନେଗେଟିଭ୍‌ ରିପୋର୍ଟ ଦେଖାଇବା…

ପୁରୀ(କେନ୍ୟୁଜ୍):  ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ୯ ମାସ ପରେ ଶ୍ରୀଜିଉଙ୍କ ଦର୍ଶନ କରିବେ ଭକ୍ତ । ରାଜ୍ୟ ଓ ବାହାର ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ । ଚାରିଦିନ ପୂର୍ବର କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଜରୁରୀ ।…

ପୁରୀ ସହରବାସୀଙ୍କ ପାଇଁ ଜଗା ଦର୍ଶନର ଆଜି ଦ୍ବିତୀୟ ଦିନ, ହାତ ସାନିଟାଇଜ୍‌ କରି ଶ୍ରୀମନ୍ଦିର ଭିତରକୁ ଯାଉଛନ୍ତି ଭକ୍ତ

ପୁରୀ(କେନ୍ୟୁଜ୍):  ଶ୍ରୀକ୍ଷେତ୍ରବାସୀ କରୁଛନ୍ତି ବଡ଼ ଠାକୁରଙ୍କ ଦର୍ଶନ । ପୁରୀ ସହରବାସୀଙ୍କ ପାଇଁ ୩୧ ତାରିଖ ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା ହୋଇଥିବା ବେଳେ ଆଜି ହେଉଛି ଏହାର ଦ୍ୱିତୀୟ ଦିନ । ଗହଳିକୁ ଦୃଷ୍ଟିରେ ରଖି ୬ଟି ୱାର୍ଡର ଲୋକ କରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି…

ଜଗା ମନ୍ଦିରରେ ଜଳିବନି ଭକ୍ତର ଦୀପ, ପ୍ରଶାସନ ଜାରି କଲା ଏସଓପି

କେନ୍ୟୁଜ୍(ବ୍ୟୁରୋ):  ଭକ୍ତଙ୍କ ପାଇଁ ଏସଓପି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଜାରି କଲା ଏସଓପି । ସମସ୍ତ ଭକ୍ତ ମନ୍ଦିର ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ହାତ ସାନିଟାଇଜ କରି ପ୍ରବେଶ କରିବେ । ମନ୍ଦିର ଭିତରେ ସାମାଜିକ ଦୂରତା ରଖିବେ ଶ୍ରଦ୍ଧାଳୁ । କୌଣସି ମୂର୍ତ୍ତିକୁ…

ଦିନକ ପରେ ଶ୍ରୀମନ୍ଦିରରେ ମିଳିବ କାଳିଆ ସାଆନ୍ତଙ୍କ ଦର୍ଶନ, ପ୍ରସ୍ତୁତ ହେଲା SOP

ପୁରୀ(କେନ୍ୟୁଜ୍):  ଦୀର୍ଘ ୯ ମାସ ଅପେକ୍ଷାର ହେବ ଅନ୍ତ । ଦିନକ ପରେ ଶ୍ରୀମନ୍ଦିରରେ ମିଳିବ କାଳିଆ ସାଆନ୍ତଙ୍କ ଦର୍ଶନ । ଦର୍ଶନ ବ୍ୟବସ୍ଥା ନେଇ SOP ପ୍ରସ୍ତୁତ ହୋଇଛି। ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୈଠକରେ ଆଲୋଚନା ହୋଇଛି। ପ୍ରଥମ ତିନିଦିନ…

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଓଢଣୀଷଷ୍ଠୀ ନୀତି, ଶ୍ରୀଜିଉମାନଙ୍କୁ କରାଯିବ ଘୋଡଲାଗି

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଓଢଣୀଷଷ୍ଠୀ ନୀତି। ଏହି ଅବସରରେ ଶ୍ରୀଜିଉମାନଙ୍କୁ ଘୋଡଲାଗି କରାଯିବ। ସକାଳ ଧୂପ ପରେ ମଇଲମ କରାଯାଇ ଘୋଡମାନଙ୍କୁ ଘଣ୍ଟ, ଛତା ଓ କହାଳୀ ସହ ପଟୁଆରରେ ବଡଦେଉଳକୁ ୩ ଘେରା ପ୍ରଦିକ୍ଷମ କରାଇ ରତ୍ନସିଂହାସନକୁ ବିଜେ କରାଯିବ। ସିଂହାସନରେ…

ଶ୍ରୀମନ୍ଦିରରେ ଆଜି ଡାଳିକିଆ ବେଶରେ ସଜେଇ ହେବେ ମହାପ୍ରଭୁ

ପୁରୀ (କେ ନ୍ୟୁଜ): ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଡାଳିକିଆ ବେଶ। କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ଅବସରରେ ଏହି ବେଶ ଅନୁଷ୍ଠିତ ହୋଇଥାଏ । ଅବକାଶ ନୀତି ପରେ ସିଂହାରୀ ସେବାୟତମାନେ ମହାପ୍ରଭୁଙ୍କୁ ଏହି ବେଶରେ ସଜ୍ଜିତ କରିଥାନ୍ତି । ବାଳଭୋଗ ପର୍ଯ୍ୟନ୍ତ ଏହି ବେଶ ମହାପ୍ରଭୁଙ୍କ ଦେହରେ…

ପୁରୀରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶରେ ବ୍ୟବହୃତ ହୋଇଥିବା ସୂର୍ଯ୍ୟ, ଚନ୍ଦ୍ର ଗାଏବ ଅଭିଯୋଗ

ପୁରୀ: ପୁରୀରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶରେ ବ୍ୟବହୃତ ହୋଇଥିବା ସୂର୍ଯ୍ୟ, ଚନ୍ଦ୍ର ଗାଏବ ଅଭିଯୋଗ । ଶ୍ରୀମନ୍ଦିରର ଜଣେ କର୍ମଚାରୀ ଏହାକୁ ନେଇ ଯାଇଥିବା ନେଇ, ବେଶ ଯୋଗାଇଥିବା ଚକ୍ରକୋଟ ବଳରାମ ଖୁଣ୍ଟିଆ ଅଭିଯୋଗ କରିଛନ୍ତି । ଏହାକୁ ନେଇ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

ଆରମ୍ଭ ହୋଇଛି ଦୁର୍ଲଭ ନାଗାର୍ଜୁନ ବେଶ, ୧୬ ପ୍ରକାରର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହେଉଛନ୍ତି ମହାପ୍ରଭୁ

ପୁରୀ: ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ଦୁର୍ଲଭ ବେଶ ପାଇଁ ରାତି ୨ଟାରୁ ବେଶ ନିର୍ମାଣ ହୋଇଥିବା ହରଚଣ୍ଡୀ ସାହି ଚକ୍ର କୋଟରେ ହୋଇଥିଲା ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା ଓ ସଂସ୍କାର ବିଧି । ରାତି ୨ଟା ୪୫ରେ ଶ୍ରୀମନ୍ଦିର ଦ୍ୱାର ଖୋଲିବା ପରେ ଏକ ଶୋଭାଯାତ୍ରାରେ ବେଶ…

ଆଜି ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ, ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର କରିଛନ୍ତି ପରିଧାନ

କେନ୍ୟୁଜ ବ୍ୟୁରୋ : ଆଜି ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ ହୋଇଛି। ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯାଇଥିଲା। ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବାବେଳେ, ଏହି ବେଶରେ ହରି ଓ ହରଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ। ଏହି ବେଶରେ…