ଶେଷ ହେଲା ମା ବିରଜାଙ୍କ ଲାଖବିନ୍ଧା ପର୍ଵ, ପୀଠରେ ଆଜି ପାଳିତ ହେଉଛି ବିଜୟା ଦଶମୀ
ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆଜି ପାଳିତ ହେଉଛି ବିଜୟା ଦଶମୀ । ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ଏହାପୂର୍ବରୁ ଗତକାଲି ନିଶାର୍ଦ୍ଧ ରାତ୍ରରେ ଲାଖବିନ୍ଧା ପର୍ଵ ଅନୁଷ୍ଠିତ ହୋଇଯାଇଛି । ନବଦିନାତ୍ମକ ରଥଯାତ୍ରାର ପରିସମାପ୍ତ ପରେ ରାତିରେ ରଥ ଉପରେ ରୀତିନୀତି…