Browsing Tag

Maggi

ମାତ୍ର ୧୦ ମିନିଟରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ଚଟପଟା ରେସିପି, ବନାନ୍ତୁ ମ୍ୟାଗି ଚାଟ

ସନ୍ଧ୍ୟାରେ ଚା ସହିତ କିମ୍ବା ଟିଫିନରେ ଯଦି ଆପଣ ଚଟପଟା ଖାଇବାକୁ ପସନ୍ଦ କରନ୍ତି, ତାହେଲେ ଏହି ରେସିପିକୁ ଟ୍ରାଏ କରିପାରିବେ। ୧୦ ମିନିଟରେ ପ୍ରସ୍ତୁତ ହେଉଥିବା ଏହି ଟେଷ୍ଟି ରେସିପି ଯାହାର ନାଁ ହେଉଛି ମ୍ୟାଗି ଭେଲ। ଏହାର ଚଟପଟା ସ୍ୱାଦ କାରଣରୁ ଆପଣ ଚାହିଁବେ ତ ଏହି ରେସିପିରେ ମ୍ୟାଗି…

ତିନି ଓଳା ଯାକ ମ୍ୟାଗି ବନାଇ ଖାଇବାକୁ ଦେଉଥିଲେ ସ୍ତ୍ରୀ, ବିରକ୍ତ ହୋଇ ଛାଡ଼ପତ୍ର ନେଇଗଲେ ସ୍ୱାମୀ

ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ସମସ୍ତେ ନିଜ ନିଜ କାମରେ ଏତେ ମଜ୍ଜି ଯାଉଛନ୍ତି ଯେ ସାଧାରଣ ଭାବେ ବଞ୍ଚିବାକୁ ସମୟ ହିଁ ପାଉ ନାହାନ୍ତି। ଆଉ ଯେଉଁ ଦମ୍ପତିଙ୍କର ସ୍ୱାମୀ ସ୍ତ୍ରୀ ଉଭୟ ଚାକିରିଆ, ସେମାନେ ତ ଯାହା ଯେମିତି ରୋଷେଇ କରି ଦେଇ କାମକୁ ଚାଲି ଯାଆନ୍ତି। କିଛି ସ୍ୱାମୀ-ସ୍ତ୍ରୀ…

ମ୍ୟାଗି ଦାମ୍‌ ବଢ଼ିଲା! ଜାଣନ୍ତୁ କେତେ ହେଲା ଆପଣଙ୍କ ପସନ୍ଦର ନୁଡୁଲ୍ସ ଦାମ୍‌…

ମ୍ୟାଗି ପ୍ରିୟ ଲୋକଙ୍କ ପାଇଁ ଏକ ନିରାଶଜନକ ଖବର। ମହଙ୍ଗା ମାଡ଼ ଏବେ ମ୍ୟାଗି ଉପରେ ବି ପଡ଼ିଛି। ଏଣିକି ମ୍ୟାଗି କିଣିବା ପାଇଁ ଲୋକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। କାହିଁକି ନା, ଏହାର ଦାମ୍‌ ବଢ଼ି ଯାଇଛି। ନେସ୍‌ଲେ ଇଣ୍ଡିଆ ମ୍ୟାଗିର ଛୋଟ ପ୍ୟାକେଟ୍‌ ଦାମ୍‌ ୨ ଟଙ୍କା ବୃଦ୍ଧି କରିବାକୁ…

ଅଜବ ପ୍ରକାର ଫୁଡ୍‌ କମ୍ବିନେଶନ: ମିଲ୍କଶେକ ଉପରେ ପକାଇ ଦେଲେ ମ୍ୟାଗି, ରାଗିକି ପାଚି ଲାଲ୍‌ ହୋଇଗଲେ ୟୁଜର, କହିଲେ,…

ଅଧିକାଂଶ ଫୁଡ୍‌ ଲଭର ଖାଦ୍ୟ ସହିତ ଏକ୍ସପେରିମେଣ୍ଟ କରିବାକୁ ପସନ୍ଦ କରିଥାଆନ୍ତି। କିନ୍ତୁ ଅନେକ ସମୟରେ ସେମାନେ ଏମିତି କିଛି କରି ବସନ୍ତି, ଯାହାକୁ ଦେଖିଲା ପରେ ଲୋକଙ୍କ ମନରେ ରାଗ ଆସିଯାଇଥାଏ। ସାଧାରଣତଃ ମ୍ୟାଗି ଖାଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି। ଭୋକ ଲାଗୁଥିଲେ ଲୋକେ ଫଟାଫଟ…