ଭୀମଭୋଇଙ୍କ ସମାଧି ପୀଠରେ ଆରମ୍ଭ ହୋଇଛି ମାଘ ମେଳା, ପାଦୁକା ଦର୍ଶନ କରି ଭକ୍ତ ହେଉଛନ୍ତି ଆନନ୍ଦିତ
ସବୁ ବର୍ଷ ଭଳି ଚଳିତ ବର୍ଷ ପାଞ୍ଚ ଦିନ ଧରି ଭୀମଭୋଇଙ୍କ ସିଦ୍ଧି, ସାଧନା ଏବଂ ସମାଧି ପୀଠରେ ବଡ ଧୂମଧାମରେ ପାଳନ କରାଯାଉଛି ମାଘ ମେଳା । ସାଧୁ ସନ୍ଥଙ୍କ ସମାଗମ, ଭଜନ ସଂକୀର୍ତ୍ତନ ସାଙ୍ଗକୁ ଖଞ୍ଜଣି ବାଦ୍ୟରେ ଦୁଲୁକି ଉଠୁଛି ପରିବେଶ । ଏହି ଅବସରରେ ଭକ୍ତମାନେ ଧାଡିରେ ପାଦୁକା ଦର୍ଶନ କରିବା…