Browsing Tag

mahabatya

ଆଜିବି ମନେ ପଡେ କେମିତି ତାଣ୍ଡବ ରଚିଥିଲା ମହାବାତ୍ୟା: ଛାରଖାର ହୋଇଯାଇଥିଲା ଜଗତସିଂହପୁର ଜିଲ୍ଲା ଏରସମା ଓ ବାଲିକୁଦା

ଜଗତସିଂହପୁର(କେନ୍ୟୁଜ୍): ୧୯୯୯ ମସିହା ଅକ୍ଟୋବର ୨୯। ସକାଳୁ ସକାଳୁ ପବନର ଗତି ବଢ଼ିଲା। ଘୁ ଘୁ ଗର୍ଜନରେ ଆରମ୍ଭ ହେଲା ମହାବାତ୍ୟାର ତାଣ୍ଡବ। କଚ୍ଚା ଘର ସବୁ ମାଟିରେ ମିଶିଗଲା। ସମୁଦ୍ର ପାଣି ଗୋଟେ ପରେ ଗୋଟେ ଗାଁକୁ ଭସାଇ ନେଲା। ଲୋକଙ୍କୁ ରେଡିଓରେ ମିଳିଥିଲା ବାତ୍ୟା ସୂଚନା। କିନ୍ତୁ…

ମହାବାତ୍ୟାକୁ ପୂରିଲା ୨୩ ବର୍ଷ, ଯାହାର ତାଣ୍ଡବରେ ଓଡ଼ିଶା ଭିତ୍ତିଭୂମି ସମ୍ପୂର୍ଣ୍ଣ ହୋଇଯାଇଥିଲା ଛାରଖାର

ଜଗତସିଂହପୁର(କେନ୍ୟୁଜ୍): ମହାବାତ୍ୟାକୁ ପୂରିଲା ୨୩ ବର୍ଷ । ଆଜି ବି ସମସ୍ତଙ୍କ ମନରେ ତାଜା ହୋଇ ରହିଛି ବାତ୍ୟା ତାଣ୍ଡବର ମହାବିପର୍ଯ୍ୟ। ହଜାର ହଜାର ଲୋକଙ୍କ ଜୀବନହାନି, ଧନସମ୍ପତ୍ତି ନଷ୍ଟ । ଓଡ଼ିଶା ଭିତ୍ତିଭୂମି ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଥିଲା । ମହାବାତ୍ୟାରେ ଅଧିକ କ୍ଷତିଗ୍ରସ୍ତ…

୧୯୯୯ ଅକ୍ଟୋବର ୨୯ ତାରିଖ: ଓଡ଼ିଶାବାସୀଙ୍କ ପାଇଁ ଅବିସ୍ମରଣୀୟ ଦିନ, ଆଜି ‘ମହାବାତ୍ୟା’କୁ ପୂରିଲା ୨୨…

ଭୁବନେଶ୍ବର(କେନ୍ଯୁଜ୍): ୧୯୯୯ ଅକ୍ଟୋବର ୨୯ ତାରିଖ । ରାଜ୍ୟବାସୀଙ୍କ ପାଇଁ ଏକ ଅବିସ୍ମରଣୀୟ ଦିନ । ଆଜି ମହାବାତ୍ୟାକୁ ପୂରିଛି ୨୨ ବର୍ଷ । ହେଲେ ଏବେ ବି ସେଦିନର ଦୃଶ୍ୟ ଆଖି ସାମ୍ନାକୁ ଆସିଲେ ଭୟରେ ଶିହରି ଉଠୁଛନ୍ତି କେନ୍ଦ୍ରପଡାବାସୀ । ବାସହୀନ ହୋଇଥିଲେ ଲକ୍ଷାଧିକ ଲୋକ । ପ୍ରାଣ…

୯୯ ମହାବାତ୍ୟାକୁ ପୂରିଲା ୨୦ ବର୍ଷ, ସେଦିନର କାଳ ରାତିକୁ ଏବେବି ଭୁଲିନାହାନ୍ତି ବିପନ୍ନ

କେନ୍ୟୁଜ୍: ୧୯୯୯ ମହାବାତ୍ୟାକୁ ଆଜି ୨୦ବର୍ଷ ପୁରିଛି । ସେଦିନର ଘଟଣା ମନେ ପଡିଲେ ଆଜି ବି ଲୋମ ଟାଙ୍କୁରି ଉଠେ। ବାତ୍ୟା ଉଜାଡି ଦେଇଥିଲା ଅନେକ ପରିବାରକୁ। ପ୍ରାଣ ହାରିଥିଲେ ୧୦ ହଜାରରୁ ଅଧିକ ଜୀବନ । କେତେ ଯେ ଗୋରୁ ଗାଈ ମଲେ ତାର ହିସାବ ନାହିଁ । ଆଣ୍ଡାମାନରେ ଅକ୍ଟୋବର ୨୫ରେ ସୃଷ୍ଟି…