Browsing Tag

mahanadi river

ମହାନଦୀରେ ବନ୍ୟାଜଳ ବୃଦ୍ଧି: ବିଲିପଡ଼ା ତାଳବସ୍ତ ରାସ୍ତାରେ ୩ ଫୁଟ୍‌ରେ ପାଣି

ବାଙ୍କୀ : ମହାନଦୀରେ ବନ୍ୟାଜଳ ବୃଦ୍ଧି। ଶାଖା ନଦୀର ବନ୍ୟା ଜଳ ରାସ୍ତା ଉପରେ ଚାଲୁଛି । ପାଖାପାଖି ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। କଟକ ଜିଲ୍ଲାର ବାଙ୍କୀଠାରେ ମହାନଦୀର ବନ୍ୟାଜଳ ଶାଖାନଦୀ ଋଣ ନଦୀରେ ଆସିବା ଦ୍ୱାରା ଡମପଡ଼ା ବ୍ଲକର ବିଲିପଡ଼ା ତାଳବସ୍ତ ରାସ୍ତାରେ ୩ ଫୁଟ୍‌ରେ ପାଣି…

କଟକ: ମୁଣ୍ଡଳୀ ନିକଟରେ ମହାନଦୀ ପୋଲରୁ ଡେଇଁଥିବା ଯୁବକକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

କଟକ(କେନ୍ୟୁଜ୍): କଟକ ମୁଣ୍ଡଳୀ ନିକଟରେ ମହାନଦୀ ପୋଲରୁ ଡେଇଁଥିବା ଯୁବକ ଉଦ୍ଧାର । ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରିଛି । ଘରୋଇ କଳହରୁ ନଦୀକୁ ଡେଇଁଥିଲେ  ଆଠଗଡ଼ ବ୍ଲକ ନୂଆବନ୍ଧ ଗାଁର ରତି ରଂଜନ ମୁଦୁଲି । ସେ ଆଜି ନିଜ ଶାଳକଙ୍କ ସହ ତ୍ରିଶୂଳିଆ ଅଞ୍ଚଳକୁ ଯାଇଥିବା ବେଳେ ଦୁହିଁଙ୍କ…

ଜଗତସିଂହପୁର ତାରପୁର ଠାରେ ମହାନଦୀ ବ୍ରିଜ ଉପରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ଅଗ୍ନିଶମ ବିଭାଗର ଉଦ୍ଧାର ଅଭିଯାନ ଜାରି

ଜଗତସିଂହପୁର: ପୁଣି ମହାନଦୀକୁ ଡେଇଁଲେ ଯୁବକ । ଜଗତସିଂହପୁର ତାରପୁର ଠାରେ ମହାନଦୀ ବ୍ରିଜ ଉପରୁ ଜଣେ ଯୁବକ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ଯୁବକଙ୍କ ପରିଚୟ ମିଳିପାରିନାହିଁ। ଖବର ପାଇ ରଘୁନାଥପୁର ଓ ତିର୍ତ୍ତୋଲର ଅଗ୍ନିଶମ କର୍ମଚାରୀ ନିଖୋଜ ଯୁବକଙ୍କୁ ଖୋଜିବା କାର୍ଯ୍ୟ…

କଟକ: ମହାନଦୀରେ ଫସି ରହିଛନ୍ତି ପ୍ରାୟ ୧୧ଟି ହାତୀ ପଲ

କଟକ(କେନ୍ୟୁଜ୍): ଫସିଗଲେ ହାତୀ। ମହାନଦୀରେ ଫଶିଛନ୍ତି ପ୍ରାୟ ୧୧ଟି ହାତୀ ପଲ। ଏମାନେ ଗତକାଲି ରାତିରେ ଆଠଗଡ଼ ସୁକାଶନ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟ ଅଭିମୁଖେ ଯାଉଥିବାବେଳେ ନଦୀ ଭିତରେ ଫସିଯାଇଥିଲେ। ଖବର ପାଇ ବନବିଭାଗ କର୍ମଚାରୀ ସେମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରଖିଛନ୍ତି। ତେବେ…

ମହାନଦୀ ଜଳ ବିବାଦ ମାମଲାରେ ଆଜି ଶୁଣାଣି କରିବେ ଟ୍ରିବ୍ୟୁନାଲ

ଭୁବନେଶ୍ବର (କେନ୍ୟୁଜ୍) : ମହାନଦୀ ଜଳ ବିବାଦ ମାମଲାରେ ଆଜି ଟ୍ରିବ୍ୟୁନାଲରେ ଶୁଣାଣି ହେବ । ଜଷ୍ଟିସ ଏ. ଏମ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଟ୍ରିବ୍ୟୁନାଲ ଶୁଣାଣି କରିବେ । ଓଡ଼ିଶା ସରକାରଙ୍କ ଦ୍ୱାରା ଦାଖଲ ମୂଳ ମାମଲା ତଥା ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଶୁଣାଣି କରିବେ । ପୂର୍ବ…