Below header
Browsing Tag

malaika arora

ଅର୍ଜୁନ କପୁରଙ୍କ ସହ ମଲାଇକାଙ୍କର ହୋଇଗଲା କି ଏନଗେଜମେଣ୍ଟ, ଭାଇରାଲ ହେଉଛି ଫଟୋ

ଏବେ ସୋସିଆଲ ମିଡିଆରେ ମଲାଇକା ଆରୋରେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏଥର ତାଙ୍କର ଡ୍ୟାନ୍ସ ପାଇଁ ନୁହେଁ ବରଂ ସେ ହାତରେ ପିନ୍ଧିଥିବା ଡାଇମଣ୍ଡ ରିଙ୍ଗ୍ ଖୁବ୍ ଚର୍ଚ୍ଚା ସାଉଁଟୁଛି। ନିକଟରେ ମଲାଇକା ଏହିପରି କିଛି କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି । ସେ ତାଙ୍କର ଚମତ୍କାର ହୀରା ରିଙ୍ଗକୁ ଦେଖାଇ…

ଇଂଲଣ୍ଡର ସ୍କୁଲ ସିଲାବସରେ ସ୍ଥାନ ପାଇଲା ‘ ମୁନ୍ନୀ ବଦନାମ୍ ହୁଇ’, ମଲାଇକା ସେୟାର କଲେ ଗୁଡ ନ୍ଯୁଜ୍

ବଲିଉଡରେ ମଲାଇକା ଆରୋରାଙ୍କ ହିଟ୍ ଡ୍ଯାନ୍ସ ନମ୍ବର ସମସ୍ତଙ୍କୁ ଜଣା। ‘ଦିଲ୍ ସେ’ ହେଉ ଅବା ‘ଦବଙ୍ଗ’, ଫିଲ୍ମରେ ମଲାଇକାଙ୍କ ଛେୟାଁ ଛେୟାଁ ଏବଂ ମୁନ୍ନୀ ବଦନାମ ହୁଇ ଗୀତ ଫିଲ୍ମଠୁ ଅଧିକ ସୁପରହିଟ୍ ରହିଥିଲା। ଏବେ ମଲାଇକାଙ୍କ ଏହି ଆଇଟମ୍ ନମ୍ବର ଇଂଲଣ୍ଡର ସ୍କୁଲରେ ପଢ଼ାଯିବ। ପିଲାମାନଙ୍କୁ…

ରାସ୍ତା କଡ଼ରୁ ଫୁଲ ଚୋରି କଲେ ମଲାଇକା, ହାତରେ କଇଁଚି ଧରିଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ

ଅଭିନେତ୍ରୀ ମଲାଇକା ଅରୋଡା ଏଥର ଫୁଲ ଚୋରି କରୁଥିବାର ଧରାପଡ଼ିଛନ୍ତି। ମଜାଦାର କଥା ହେଉଛି, ମଲାଇକା ନିଜେ ହିଁ ଏ କଥା ସ୍ୱୀକାର କରିଛନ୍ତି। ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି। ସବୁବେଳେ ନିଜ ଜିମ୍‌ ଏବଂ ପାର୍ଟି ଲୁକ୍‌ ପାଇଁ ଚର୍ଚ୍ଚାରେ ରହୁଥିବା ମଲାଇକା ଏଥର…

ଅର୍ଜୁନ୍‌ କପୁରଙ୍କ ପାଇଁ ଖାଇବା ତିଆରି କଲେ ମଲାଇକା, ଭିଡିଓ ସେୟାର କଲେ ଅଭିନେତା

ଅର୍ଜୁନ୍‌ କପୁର ଓ ମଲାଇକା ଆରୋରା ଏବେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି। ଏବେ ଏହି କପଲ ଗୋଆରେ ପରସ୍ପର ସହ ସମୟ ବିତାଉଛନ୍ତି। ଗୋଆ ଯିବା ପରଠୁ ଏହି ଯୋଡ଼ି ସୋସିଆଲ ମିଡିଆରେ ସବୁ ମୁହୂର୍ତ୍ତର ଫଟୋ ସେୟାର କରୁଛନ୍ତି। ଉଭୟ ଅର୍ଜୁନ୍‌ ଓ ମଲାଇକା ଫ୍ୟାନ୍‌ଙ୍କୁ ନିଜ ଇନ୍‌ଷ୍ଟାଗ୍ରାମ୍‌…

ଲାଲ ରଙ୍ଗର ଲେହେଙ୍ଗା ପିନ୍ଧି ଡ୍ଯାନ୍ସ କଲେ ମଲାଇକା, ଫ୍ଯାନଙ୍କୁ ଏମିତିଦେଲେ ଦୀପାବଳିର ଶୁଭକାମନା

ମଲାଇକା ଅରୋରା ସୋସିଆଲ୍ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ପ୍ରଶଂସକଙ୍କ ସହ ନିଜ ଭିଡିଓ ସେୟାର କରନ୍ତି। ଏବେ ମଲାଇକା ନିଜର ଏକ ନୂଆ ଭିଡିଓ ପୋଷ୍ଟ୍ କରିଛନ୍ତି ଯାହା ଏବେ ଭାଇରଲ ହେବାରେ ଲାଗିଛି। ଏଥିରେ ସେ ନାଲି ରଙ୍ଗର ଲେହେଙ୍ଗା ପିନ୍ଧି ଡ୍ଯାନ୍ସ କରୁଥିବା ନଜର ଆସିଛନ୍ତି।…

କରୋନାକୁ ମାତ୍‌ ଦେଲେ ମଲାଇକା ଅରୋରା, ୨ ସପ୍ତାହ ପରେ ସୁସ୍ଥ ହୋଇ ସେୟାର କଲେ ଫଟୋ

କରୋନାକୁ ହରାଇଲେ ମଲାଇକା ଅରୋରା। କିଛି ଦିନ ତଳେ କରୋନା ଆକ୍ରାନ୍ତ ହୋଇଥିବା ଅଭିନେତ୍ରୀ ମଲାଇକା ଏବେ ସୁସ୍ଥ ହୋଇଛନ୍ତି। ସୁସ୍ଥ ହେବା ପରେ ମଲାଇକା ନିଜର ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ସେ ବେଶ୍‌ ଫ୍ରେସ୍‌ ଲାଗୁଛନ୍ତି। View this post on…

ମଲାଇକାଙ୍କ ସ୍ଥାନ ନେଲେ ନୋରା, ହେଲେ ‘ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସର’ ଶୋ’ର ଜଜ

ନିଜର କିଲର ମୁଭ ଏବଂ ଜବରଦସ୍ତ ଡ୍ୟାନ୍ସ ପାଇଁ ବେଶ ପରିଚିତ ଅଭିନେତ୍ରୀ ନୋରା ଫତେହୀ। ନୋରା ଫିଲ୍ମ ‘ ରୋର୍‌: ଟାଇଗର ଅଫ୍‌ ଦ ସୁନ୍ଦରବନସ’ରେ ଡେବ୍ୟୁ କରିଥିଲେ। ତା’ ଛଡା ନୋରା ବେଲି୍‌ ଡ୍ୟାନ୍ସିଂ ପାଇଁ ମଧ୍ୟ ବେଶ୍‌ ପରିଚିତ। ଏବେ ନୋରା ଅଭିନେତ୍ରୀରୁ ଜଜ୍‌ ହେବାକୁ ଯାଉଛନ୍ତି। କଥାଟି…

ଅର୍ଜୁନ କପୁରଙ୍କ ପରେ ଅଭିନେତ୍ରୀ ମଲାଇକା ଆରୋରାଙ୍କର ବି କରୋନା ଟେଷ୍ଟ ପଜିଟିଭ, ଭଉଣୀ ଦେଲେ ସୂଚନା

ବଲିଉଡ ଆକ୍ଟର ଅର୍ଜୁନ କପୁରଙ୍କ ପରେ ରବିବାର ହିଁ ଅଭିନେତ୍ରୀ ମଲାଇକା ଆରୋରାଙ୍କର ବି କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ବିଶେଷ ସୂତ୍ରରୁ ଜଣାପଡ଼ିଛି, ମଲାଇକା ସଂକ୍ରମିତ ହେବା ନେଇ ଭଉଣୀ ଅମୃତା ଆରୋରା ସୂଚନା ଦେଇଛନ୍ତି। କହି ରଖୁଛୁ, ମଲାଇକାଙ୍କ ଶୋ' 'ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସର୍ସ'…

କରୋନା ପାଇଁ କିଛି ଏମିତି ହେଉଛି ସୁଟିଂ ସେଟରେ ମେକଅପ୍‌, ଦେଖନ୍ତୁ ମଲାଇକା ଆରୋରାଙ୍କ ଏହି ଭାଇରାଲ ଭିଡିଓ

ଭାରତରେ କରୋନାଭାଇରସର କେସ୍‌ ଲଗାତର ବଢ଼ିବାରେ ଲାଗିଛି। ସେହିପରି ମୁମ୍ବାଇରେ ସରକାରଙ୍କ ଆଦେଶ ସହିତ ସୁଟିଙ୍ଗ୍‌ ପୁଣିଥରେ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆକ୍ଟ୍ରେସ ମଲାଇକା ଆରୋରା ମଧ୍ୟ ଡ୍ୟାନ୍ସ ରିୟଲିଟୀ ଶୋ ‘ଇଣ୍ଡିଆନ ବେଷ୍ଟ ଡ୍ୟାନ୍ସର’ର ସୁଟିଂ ପୁଣି ଥରେ ଆରମ୍ଭ…

ନିଜଠାରୁ ବଡ଼ ବୟସର ପ୍ରେମିକାଙ୍କୁ ଧୋକା ଦେଉଛନ୍ତି କି ଅର୍ଜୁନ୍‌ କପୁର! ସାମ୍ନାକୁ ଆସିଲା ବଡ଼ କାରଣ

ଅର୍ଜୁନ କପୁର ଓ ମଲାଇକା ଅରୋରା ଦୀର୍ଘ ଦିନ ହେବ ରିଲେସନ୍‌ସିପ୍‌ରେ ଅଛନ୍ତି। ଏମାନଙ୍କ ସମ୍ପର୍କକୁ ନେଇ ମଧ୍ୟ ବହୁ ଚର୍ଚ୍ଚା ହୋଇଥାଏ। ତେବେ ଲକ୍‌ଡାଉନ୍‌ ମଧ୍ୟରେ ଉଭୟେ ବିବାହ କରିନେଇଥିବା ନେଇ ମଧ୍ୟ ଖବର ସାମ୍ନାକୁ ଅସିଛି। ଅନ୍ୟପଟେ କିଛି ଦିନ ପୂର୍ବରୁ ଅର୍ଜୁନ୍‌ କପୁର ଏକ ଏଭଳି କାମ…

ସ୍କିନ୍‌ କଲର୍‌ର ଚିପା ବଡି ସୁଟ୍‌ ପିନ୍ଧି ଟ୍ରୋଲ ହେଲେ ମଲାଇକା ଅରୋରା, ସୋସିଆଲ ମିଡିଆରେ ବର୍ଷିଲା କମେଣ୍ଟ

ଆକ୍ଟ୍ରେସ୍‌ ମଲାଇକା ଅରୋରା ନିଜ ଜିମ୍‌ ଆଉଟିଂ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ନିକଟରେ ତାଙ୍କୁ ଜିମ୍‌ ବାହାରେ ଦେଖିବାକୁ ମିଳିଥିଲା। ସେ ସ୍କିନ୍‌ କଲର୍‌ର ଏକ ବଡି ସୁଟ୍‌ ପିନ୍ଧିଥିଲେ, ଯାହାକି Reebok X David Beckham Seriesର ଥିଲା। ଏହି ବଡି ସୁଟ୍‌ରେ ମଲାଇକାଙ୍କ ଫଟୋ ଏବଂ…

ମଲାଇକା ଅରୋରାଙ୍କ ସହିତ ବିବାହକୁ ନେଇ ଫ୍ୟାମିଲି ପ୍ରେସରରେ ଅର୍ଜୁନ କପୁର କହିଲେ ଏପରି କଥା

ବଲିଉଡ ଅଭିନେତା ଅର୍ଜୁନ କପୁର ଅଭିନେତ୍ରୀ ମଲାଇକା ଅରୋରାଙ୍କ ସହିତ ନିଜର ରିଲେସନସିପକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତେବେ ନିକଟରେ ଏକ ଇଣ୍ଟରଭିୟୁରେ ଅର୍ଜୁନ କପୁର ମଲାଇକାଙ୍କ ସହିତ ନିଜର ସମ୍ପର୍କକୁ ନେଇ ନିଜ ମନକଥା ଖୋଲି କହିଛନ୍ତି । ଏହି ସମୟରେ ଅଭିନେତା ନିଜର ବିବାହ ପାଇଁ…