ଦିଲ୍ଲୀ ମଦ ଦୁର୍ନୀତି ମାମଲା : ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ବସ୍ତି, ହଟାଇଲେ ଏହି ସର୍ତ୍ତ
ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ ଆଶ୍ବସ୍ତି । ସୁପ୍ରିମକୋର୍ଟ ଅବକାରୀ ନୀତି ମାମଲାରେ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ଜାମିନ ସର୍ତ୍ତରେ ପରିବର୍ତ୍ତନ କରି ମନୀଷ ସିସୋଦିଆଙ୍କ ଦାବିକୁ ମଞ୍ଜୁର ଦେଇଛନ୍ତି । ଜାମିନ ସର୍ତ୍ତ ମୁତାବକ, ତାଙ୍କ ସପ୍ତାହକୁ ଦୁଇ ଥର ଯାଞ୍ଚ ଏଜେନ୍ସୀ…