Below header
Browsing Tag

Maoist encounter

ବଲାଙ୍ଗିର: ଖପ୍ରାଖୋଲ ଅନ୍ତର୍ଗତ ଜୁନାନିବାହାଲରେ ପୋଲିସର ଏନକାଉଣ୍ଟର, ଜଣେ ମାଓବାଦୀ ନିହତ

ବଲାଙ୍ଗିର (କେନ୍ଯୁଜ୍): ବଲାଙ୍ଗିର ଜିଲ୍ଲାରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ଖପ୍ରାଖୋଲ ଅନ୍ତର୍ଗତ ଜୁନାନିବାହାଲରେ ମୁହାଁମୁହିଁ ହୋଇଥିଲେ । ପୋଲିସ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଛି । ମୃତ ମାଓବାଦୀର ପରିଚୟ ମିଳିନି । ଏନକାଉଣ୍ଟରସ୍ଥଳରୁ ଜବତ ହୋଇଛି ଏସଏଲଆର୍‌ ରାଇଫଲ୍‌ ।…

ମାଲକାନାଗିରି: ପୋଲିସ ଏନକାଉଣ୍ଟରରେ ଜଣେ ହାର୍ଡକୋର ମହିଳା ମାଓବାଦୀ ମୃତ

ମାଲକାନାଗିରି : ମାଲକାନାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେଓ୍ଵାଡା ଜିଲ୍ଲାରେ ପୋଲିସକୁ ବଡ଼ ସଫଳତା। ପୋଲିସ ଏନକାଉଣ୍ଟରରେ ଜଣେ ହାର୍ଡକୋର ମହିଳା ମାଓବାଦୀ ମୃତ। ଗୁମଲନାର ଜଙ୍ଗଲରେ ପୋଲିସ ମାଓବାଦୀ ଗୁଳିବିନିମୟ ବେଳେ ହାର୍ଡକୋର ମହିଳା ମାଓବାଦୀ ପୟୋକେ ବେକ୍‌ର ମୃତ୍ୟୁ ହୋଇଛି। ତା’…

ମାଲକାନଗିରି: ପୋଲିସ- ନକ୍ସଲ ମୁହାଁମୁହିଁ, ଜଣେ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି(କେନ୍ୟୁଜ୍):  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ପୋଲିକୁ ବଡ଼ ସଫଳତା। ପୋଲିସର ଏନକାଉଣ୍ଟରରେ ହାର୍ଡ କୋର ମାଓବାଦୀ ମୃତ। ମୃତ ମାଓବାଦୀ ନାଁରେ ଏକ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା। ଘଟଣା ସ୍ଥଳରୁ ଗୋଟିଏ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ…

ମାଲକାନଗିରି ସୀମାନ୍ତ ଛତିଶଗଡ ରାଜନନ୍ଦଗାଓଁରେ ପୋଲିସ-ନକ୍ସଲ୍ ଗୁଳିବିନିମୟ, ୪ ମାଓବାଦୀ ମୃତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ ରାଜନନ୍ଦଗାଓଁରେ ପୋଲିସ-ମାଓବାଦୀ ଗୁଳିବିନିମୟ । ଏଥିରେ ଜଣେ ସବଇନସ୍ପେକ୍ଟର ସହିଦ ହୋଇଛନ୍ତି । ପୋଲିସର ପାଲଟା ଜବାବରେ ୪ ମାଓବାଦୀଙ୍କର ମୃତ୍ୟୁ ହୋଇଛି । ସହିଦ ଯବାନ ହେଲେ ସବଇନସ୍ପେକ୍ଟର ଶ୍ୟାମ କିଶୋର ଶର୍ମା । କିଛି ଯବାନ ନିଖୋଜ ଥିବା…

ଛତିଶଗଡ଼ ପୋଲିସକୁ ବଡ଼ ସଫଳତା, ଏନକାଉଣ୍ଟରରେ ଗଡାଇଲା ୭ ମାଓବାଦୀଙ୍କ ମୁଣ୍ଡ

ମାଓବାଦୀଙ୍କ ସହିଦ ସପ୍ତାହ ପୂର୍ବର ଛତିଶଗଡ଼ ପୋଲିସକୁ ବଡ଼ ସଫଳତା। ଏନକାଉଣ୍ଟରରେ ଗଡ଼ିଲା ୭ ମାଓବାଦୀଙ୍କ ମୁଣ୍ଡ। ୩ ଜଣଙ୍କୁ ଗିରଫ କରାଯାଇଛ।ମାଲକାନଗିରି ସୀମାନ୍ତ ଛତିଶଗଡ଼ ବସ୍ତର ଜିଲ୍ଲାର ତିରିୟାମାଚକଟ ଜଙ୍ଗଲରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଜଙ୍ଗଲରେ ମାଓ କ୍ୟାମ୍ପ…