Browsing Tag

mayurbhanj news

ଲଗାଣ ବର୍ଷାରେ ଫୁଲିଲା ଶିମିଳିପାଳ ନିକଟସ୍ଥ କ୍ଷଇରୀଭଣ୍ଡନ ନଦୀ, ଅଳ୍ପକେ ବର୍ତ୍ତିଲେ ୩ଜଣଙ୍କ ସହିତ ଅନେକ ଗୃହ ପାଳିତ…

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲାର ଶୁକୃଳି ବ୍ଳକର ଖଣ୍ଡିଆଦର ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଅଳ୍ପକେ ବର୍ତ୍ତିଲେ  ତିନି ଜଣଙ୍କ ସହ ଅନେକ ଗୃହ ପାଳିତ ପଶୁ । ସୂଚନା ଅନୁଯାୟୀ ଖଣ୍ଡିଆଦର ଗାଁଟି ଖିଚିଂ ନିକଟରେ ଅବସ୍ଥିତ। ଗୃହ ପାଳିତ ପଶୁ ଗୁଡିକୁ ପ୍ରତେକ ଦିନ କ୍ଷଇରୀଭଣ୍ଡନ ନଦୀ ପାର କରି…

ମୟୁରଭଞ୍ଜ ବାଙ୍ଗିରିପୋଷି ଘାଟିରେ ଟ୍ରଲର-ଅଟୋ ରିକ୍ସା ମୁହାଁମୁହିଁ ଧକ୍କା: ୨ ମୃତ, ୧୦ ଗୁରୁତର

ମୟୁରଭଞ୍ଜ : ଟ୍ରଲର-ଅଟୋ ରିକ୍ସା ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ୨ ମୃତ, ୧୦ ଗୁରୁତର । ମୟୁରଭଞ୍ଜ ବାଙ୍ଗିରିପୋଷି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଆହତଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ…

ବାରିପଦା ମଧୁବନ ଅଞ୍ଚଳରେ ବନ୍ୟା ପାଣିରେ ଭୁଶୁଡ଼ିଲା ଘର, କ୍ୟାମେରାରେ କଏଦ୍ ହେଲା ଭିଜୁଆଲ

ମୟୁରଭଞ୍ଜ: ବନ୍ୟା ପାଣିରେ ଭୁଶୁଡ଼ିଲା ଘର । ଏହି ଘର ଭୁଶୁଡ଼ିବାର ଲାଇଭ୍‌ ଭିଜୁଆଲ କ୍ୟାମେରାରେ ହେଲା କଏଦ୍‌ । ବନ୍ୟା ପାଣି ଘେରରେ ଥିବା ବାରିପଦା ମଧୁବନ ଅଞ୍ଚଳରେ ଏକ ଘର ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ସୌଭାଗ୍ୟ ବଶତଃ ବନ୍ୟା ପାଣି ମାଡ଼ି ଆସିବାରୁ ଘରୁ ସେକ୍‌ ରମଜାନ ଓ…

କରୋନା ମହାମାରୀକୁ ରୋକିବା ପାଇଁ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ, କାନ୍ଥ ବାଡରେ ଚିତ୍ର ଆଙ୍କି କରାଯାଉଛି…

ମୟୂରଭଞ୍ଜ: କରୋନା ମହାମାରୀକୁ ରୋକିବା ପାଇଁ ଚାଲିଛି ଯୋରଦାର ପ୍ରୟାସ । ଏହାକୁ ନଜର ରଖିରେ ବିଭିନ୍ନ ସ୍ତରରେ ଚାଲିଛି ଲୋକଙ୍କୁ ସଚେତନା କରିବାର ନୂଆ ନୂଆ ଯୋଜନା। ଏହାରି ଭିତରେ ଚିତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ସହ ଲୋକଙ୍କୁ ରୋଜଗାରକ୍ଷମ କରିବା ପାଇଁ ମୟୁରଭଞ୍ଜ ଜିଲ୍ଲା…

ଅଭିଶପ୍ତ ଗାଁ କାକଡାଘୁଟୁ, ସ୍ୱାଧୀନତାର ୭୩ ବର୍ଷ ପରେ ବି ଏଠାରେ ପଡିନି ବିକାଶର ପାଦଚିହ୍ନ

ରାଇରଙ୍ଗପୁର(କେନ୍ୟୁଜ୍) : ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ବଣପାହାଡ଼ ତଳେ ବିତୁଛି ଅଭିଶପ୍ତ ଜୀବନ। ମୌଳିକ ସୁବିଧା ପାଇଁ ଅନାଇ ବସିଛନ୍ତି ଏଠାକାର ଗ୍ରାମବାସୀ । ପିଇବା ପାଣି ,ବିଜୁଳି ଓ ରାସ୍ତା ପାଲଟିଛି ସାତସପନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ…

କ୍ୱାରେଣ୍ଟାଇନ ସେଣ୍ଟରରେ ଯୁବତୀଙ୍କୁ ଅଶ୍ଳୀଳ ଆଚରଣ, ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ୍

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଭୁଟୁକାବାଦୀ କ୍ୱାରେଣ୍ଟାଇନ ସେଣ୍ଟରରେ ଯୁବତୀଙ୍କୁ ଅଶ୍ଳୀଳ ଆଚରଣ ଅଭିଯୋଗ। ଏହି ଅଭିଯୋଗ ଆଧାରରେ ଘୁଙ୍ଗୁପାହାଡି ଗ୍ରାମର ସଞ୍ଜୀବ କୁମାର ପାତ୍ରଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଥିବା ସୂଚନାମିଳିଛି ।…

ଘରୋଇ କଳହକୁ ନେଇ ଅଭାବନୀୟ ଘଟଣା, ବୋହୂକୁ ତୀର ମାରିଲା ଶ୍ୱଶୁର

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ତୁଳସିବଣି ଗାଁରେ ଅଭାବନୀୟ ଘଟଣା। ଘରୋଇ କଳିରୁ ଉତ୍‌କ୍ଷିପ୍ତ ହୋଇ ବୋହୂକୁ ତୀର ମାରିଲା ଶ୍ୱଶୁର। ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ କୌଣସି କାରଣକୁ ନେଇ ଶାଶୁ ଓ ବୋହୂଙ୍କ ମଧ୍ଯରେ କଥା କଟାକଟି ହୋଇଥିଲା। ଏଥିଲେ ଉତ୍‌କ୍ଷିପ୍ତ ହୋଇ ଶ୍ୱଶୁର…

ମୟୂରଭଞ୍ଜ ଜିଲ୍ଲାରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରୁ ଆଉ ଜଣେ କରୋନା ଆକ୍ରାନ୍ତ । ମୟୂରଭଞ୍ଜରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ଆଜି ସକାଳେ ମୟୁରଭଞ୍ଜର ୩ଜଣ ସଂକ୍ରମିତ…