Browsing Tag

meghalaya

ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ସୋନମ୍ ଏବଂ ରାଜାଙ୍କ ବିବାହ ଭିଡିଓ, ଯାହା କରିଛି ସମସ୍ତଙ୍କୁ ସ୍ତବ୍ଧ

ଥମୁନି ରାଜା ରଘୁବଂଶୀ ହତ୍ୟା ମାମଲାକୁ ନେଇ ଚର୍ଚ୍ଚା । ଦିନକୁ ଦିନ ନୂଆ ନୂଆ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ହନିମୁନ୍ ପାଇଁ ମେଘାଳୟ ଯାଇଥିଲେ ନବଦମ୍ପତି, ହେଲେ ସ୍ୱାମୀଙ୍କୁ ଜୀବନରୁ ମାରି ଦେଲା ନରହନ୍ତା ପତ୍ନୀ । ଏଭଳି ଏକ ଘଟଣା ଯାହା ଏବେ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।…

କ୍ରାଇମ୍‌ ରିକ୍ରିଏସନରେ ଅନେକ ପ୍ରଶ୍ନର ଜବାବ ପାଇଛି ଶିଲଂ ପୋଲିସ୍, ପ୍ରେମିକ ରାଜ ସହ ପୂରା ଷଡ଼ଯନ୍ତ୍ର ରଚିଥିଲା…

ମଧ୍ୟପ୍ରଦେଶ ଇନ୍ଦୋର ରାଜା ରଘୁବଂଶୀ ହତ୍ୟା ମାମଲାର ଖୋଳତାଡ଼ କରୁଛି ପୋଲିସ୍ । ମୁଖ୍ୟ ଅଭିଯୁକ୍ତ ସୋନମ୍ ରଘୁବଂଶୀ ସମେତ ୩ ଜଣଙ୍କୁ ନେଇ କ୍ରାଇମସ୍ପଟରେ ସିନ୍ ରିକ୍ରିଏସନ୍ କରିଛି ମେଘାଳୟ ଶିଲଂ ପୋଲିସ୍ । କେମିତି ରଚିଥିଲା ହତ୍ୟା ଷଡ଼ଯନ୍ତ୍ର? କେମିତି କରିଥିଲେ ହତ୍ୟା ସେନେଇ ଡେମୋ…

ହନିମୁନ୍ ମର୍ଡର କେସ୍, ରାଜାଙ୍କ ନିକଟତର ହେବା ପାଇଁ ସୋନମ ରଖିଥିଲେ ଏଭଳି ସର୍ତ୍ତ

ବିବାହର ମାତ୍ର ୧୦ ଦିନ ପରେ ସ୍ବାମୀଙ୍କୁ ହତ୍ୟା କରିଥିଲେ ସୋନମ ରଘୁବଂଶୀ । ବର୍ତ୍ତମାନ ସାମ୍ନାକୁ ଆସିଛି ଆଉ ଏକ ବଡ଼ ତଥ୍ୟ । ଯାହାକୁ ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ । ତେବେ ଆସନ୍ତୁ ଜାଣିବା । ସ୍ବାମୀଙ୍କୁ ହତ୍ୟା କରି ସୋନମ ରଘୁବଂଶୀ ଗିରଫ ହୋଇଛନ୍ତି । ମେଘାଳୟ ପୋଲିସ୍ କହିଛି ଯେ…

ସବୁ ମାନି ଗଲେ ସୋନମ ଓ ଅଭିଯୁକ୍ତମାନେ, ଆଗରୁ ଷଡ଼ଯନ୍ତ୍ର କରିଥିଲେ ରାଜାଙ୍କୁ ମାରିବା ପାଇଁ

ଠିକ୍ କୌଣସି କ୍ରାଇମ୍ ଥ୍ରିଲର ଭଳି କାହାଣୀ । ଅନେକ ରହସ୍ୟ ଓ ଟୁଇଷ୍ଟ ରହିଛି ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ । ଦିନକୁ ଦିନ ନୂଆ ଓ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । କେତେବେଳେ ବିଧବା ହୋଇ ନିଜ ପ୍ରେମିକକୁ ବିବାହ କରିବା କଥା ତା ଆଉ କେତେବେଳେ ଚାରିଜଣ ଅଭିଯୁକ୍ତ ମିଶି ରାଜାଙ୍କୁ ନିର୍ମମ…

ମୁଁ ବିଧବା ହୋଇଗଲେ ତୁମକୁ ବିବାହ କରିବି, ରାଜକୁ କଥା ଦେଇଥିଲେ ସୋନମ

ମଧ୍ୟପ୍ରଦେଶ : ରାଜା ରଘୁବଂଶୀ ହତ୍ୟା ମାମଲାରେ ପତ୍ନୀ ସୋନମଙ୍କ ଗିରଫଦାରୀ ପରେ ଅନେକ ଖୁଲାସା ସାମ୍ନାକୁ ଆସିଛି । ବିବାହ ପୂର୍ବରୁ ମଧ୍ୟ ସୋନମ ବିଧବା ହେବାକୁ ଯୋଜନା କରିଥିଲା । ପ୍ରେମିକ ସହିତ ମିଶି ସ୍ବାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ପାଇଁ ବାହାଘରର ମାତ୍ର ୫ ଦିନରେ ଷଡଯନ୍ତ୍ର…

ରିମାଣ୍ଡରେ ସ୍ୱାମୀ ହତ୍ୟା ଷଡ଼ଯନ୍ତ୍ରରୁ ପରଦା ଉଠାଉଛନ୍ତି ସୋନମ ଓ ଅନ୍ୟ ଅଭିଯୁକ୍ତ

ଖୋଲିବ ହନିମୁନ ହତ୍ୟା ରହସ୍ୟ । କେମିତି ରଚିଥିଲା ନିଜ ସ୍ୱାମୀର ମର୍ଡର ପ୍ଲାନ ଗୋଟି ଗୋଟି କହିବ ପତ୍ନୀ ସୋନମ । ମୁଖ୍ୟ ଅଭିଯୁକ୍ତ ସୋନମ ଏବେ ପୋଲିସର ଟ୍ରାନଜିଟ ରିମାଣ୍ଡରେ । ଆଜ୍ଞା ହଁ, ଆମେ ସେହି ଘଟଣା ବିଷୟରେ କହୁଛୁ, ଯେଉଁ ଘଟଣାରେ ସ୍ତ୍ରୀ ଜଣକ ନିଜ ପ୍ରେମିକ ସହିତ ମିଶି ସ୍ୱାମୀର…

ହରର ହନିମୁନର ହେବ ବଡ଼ ଖୁଲାସା, ୩ କଣ୍ଟ୍ରାକ୍ଟ କିଲରଙ୍କ ଦ୍ବାରା ହୋଇଥିଲା ହତ୍ୟାକାଣ୍ଡ

ନରହନ୍ତା ସ୍ତ୍ରୀ ନେଲା ସ୍ବାମୀର ଜୀବନ । ହନିମୁନ ଯିବା ପରେ ପ୍ରେମିକ ସହ ମିଶି ରଚିଥିଲା ଷଡଯନ୍ତ୍ର । ଏତେ କିଛି କାଣ୍ଡ କରି ଫେରାର୍ ହୋଇଗଲା ସ୍ତ୍ରୀ । ରହସ୍ୟର ଖୋଲୁଛି ଗୁମର । ହନିମୁନ ହତ୍ୟାର ଖୋଲିବ ରହସ୍ୟ । ଟ୍ରାନଜିଟ ରିମାଣ୍ଡରେ ଅଭିଯୁକ୍ତ । ୭ ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ…

ରାଜା ରଘୁବଂଶୀଙ୍କୁ ନିଜ ହାତରେ ମାରିଛନ୍ତି କି ପତ୍ନୀ ସୋନମ, ହତ୍ୟା ପଛରେ କି ଷଡଯନ୍ତ୍ର?

ମଧୁଚନ୍ଦ୍ରିକା ପାଇଁ ମେଘାଳୟ ଯାଇଥିଲେ, ହେଲେ ସ୍ୱାମୀଙ୍କୁ ଜୀବନରୁ ମାରିଦେଲେ ନରହନ୍ତା ପତ୍ନୀ । ଆମେ କହୁଛୁ ନିକଟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଇନ୍ଦୋରର ନବଦମ୍ପତ୍ତି ରାଜ୍ ରଘୁବଂସୀ ଓ ସୋନମଙ୍କ କଥା । ବାହାଘର ପରେ ହନିମୁନ ପାଇଁ ଇନ୍ଦୋରରୁ ମେଘାଳୟ ଯାଇଥିଲେ ଦୁହେଁ, କିନ୍ତୁ…

ମିଆଁମାର ପରେ ମେଘାଳୟ, ମଣିପୁରରେ ଭୂକମ୍ପ ଝଟକା, ତୀବ୍ରତା ୪.୦

ମିଆଁମାରରେ ଶକ୍ତିଶାଳୀ ଭୂକମ୍ପ ପରେ ଭାରତର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭାରତର ଦିଲ୍ଲୀ ଏନସିଆର, ମଣିପୁର, ମେଘାଳୟରେ ୪.୦ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଖବର ମୁତାବକ, ଅପରାହ୍ନ ୧.୦୩ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । Earthquake of…

ଭୂମିକମ୍ପରେ ଥରିଲା ମେଘାଳୟ, ରିକ୍ଟର ସ୍କେଲରେ ତୀବ୍ରତା ୪.୧

ଥରିଲା ମେଘାଳୟ । ଆଜି ପୁଣିଥରେ ମେଘାଳୟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଦିନ ୧୨ଟା ୩୪ ମିନିଟରେ ଏଠାରେ ୪.୧ ତୀବ୍ରତାର ଭୂମିକମ୍ପ ଆସିଥିଲା, ଯାହା ୧୦ କିଲୋମିଟର ଗଭୀରତାରେ ଥିଲା । ମେଘାଳୟର ଦକ୍ଷିଣ ପଶ୍ଚିମ ଖାସି ହିଲ୍ସ ଅଞ୍ଚଳରେ ଏହି ଝଟକା ଅନୁଭବ କରାଯାଇଛି । ରିକ୍ଟର ସ୍କେଲରେ…

ମେଘାଳୟ ପୋଲିସରେ ୨୯୬୮ ପଦବୀ ପାଇଁ ଭର୍ତ୍ତି, ୯ମ ପାସ୍‌ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ

ପୋଲିସ ବିଭାଗରେ ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ବଢିଆ ସୁଯୋଗ । ମେଘାଳୟ ପୋଲିସ ବିଭାଗ ପକ୍ଷରୁ ଖାଲିପଡିଥିବା ପଦବୀ ପାଇଁ ଭର୍ତ୍ତି ହେଉଛି । ଏହା ଅଧିନରେ ସବ ଇନ୍ସପେକ୍ଟର, ଡ୍ରାଇଭର କନଷ୍ଟେବଳ ଫାୟରମ୍ୟାନ, ସିଗ୍ନାଲ ଅପରେଟର ସମତେ ଅନେକ ପଦବୀରେ ଭର୍ତ୍ତି ହେବ । ଇଚ୍ଛୁକ…

ମେଘାଳୟର ଉତ୍ତର ଗାରୋ ପର୍ବତରେ ଭୂମିକମ୍ପ, ତୀବ୍ରତା ୫.୨; ଆସାମ, ତ୍ରିପୁରା ଓ ପଶ୍ଚିମବଙ୍ଗରେ ମଧ୍ୟ ଝଟ୍‌କା ଅନୁଭୂତ

ମେଘାଳୟର ଉତ୍ତର ଗାରୋ ପର୍ବତରେ ସୋମବାର ସନ୍ଧ୍ୟା ୬ଟା ୧୫ରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ରହିଥିଲା ୫.୨। ଏହି ଝଟ୍‌କା ଆସାମ ସମେତ ଆଖପାଖ ରାଜ୍ୟରେ ମଧ୍ୟ ଅନୁଭୂତ ହୋଇଛି। ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଏହି ଭୂକମ୍ପ ବିଷୟରେ…