ରାଜ୍ୟରେ ପୁଣି ଥରେ ୩୭୦ ନ ଫେରିବା ଯାଏ ମୁଁ ନିର୍ବାଚନ ଲଢ଼ିବି ନାହିଁ – ମେହେବୁବ ମୁଫତି
ଶ୍ରୀନଗର : ରାଜ୍ୟରେ ପୁଣି ଥରେ ୩୭୦ ଧାରା ଲାଗୁ ନହେବା ଯାଏ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ‘ସ ଡେମୋକ୍ରାଟିକ ପାର୍ଟିର ନେତା ମେହେବୁବ ମୁଫତି ବୁଧବାର କହିଛନ୍ତି । ମୁଫତି ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହି କଥା କହିଛନ୍ତି ।…