Browsing Tag

mi vs rcb

ଛକା ମାରି କାରର କାଚ ଭାଙ୍ଗିଲେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟର, ମିଳିବ ୫ ଲକ୍ଷର ଫାଇଦା

ଛକା ମାରି କାରର କାଚ ଭାଙ୍ଗିଲେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟର । ଛକା ମାରିବା ପରେ କମ୍ପାନୀର କ୍ଷତି ହୋଇଥିବା ବେଳେ ଖେଳାଳିଙ୍କୁ ଫାଇଦା ମିଳିବ । ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ୫୪ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ଓ୍ଵିକେଟରେ ହରାଇଛି । ଏହି ମ୍ୟାଚ ଜିତିବା ପରେ ମୁମ୍ବାଇ ୮…

ଆଇପିଏଲ ୨୦୨୩ : ତୃତୀୟ ଦିନରେ ରହିଛି ଦୁଇଟି ମ୍ୟାଚ୍‌, ରାଜସ୍ଥାନ ବନାମ ହାଇଦ୍ରାବାଦ ଏବଂ ମୁମ୍ବାଇ ବନାମ ବାଙ୍ଗାଲୋର

ରବିବାର ଆଇପିଏଲରେ ଡବଲ ଧମାକା । ଦ୍ୱିତୀୟଥର ଟ୍ରଫି ଆଶାରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ- ସନରାଇଜର୍ସ ହାଇଦ୍ରାବାଦ । ଆଜି ସନରାଇଜର୍ସ ହାଇଦ୍ରାବାଦ ସହିତ ମୁହାଁମୁହିଁ ହେବ ରାଜସ୍ଥାନ ରୟାଲ୍ସ । ସଞ୍ଜୁ ସାମସନଙ୍କ ନେତୃତ୍ୱରେ ଖେଳିବ ରାଜସ୍ଥାନ ରୟାଲର୍ସ । ସନରାଇଜର୍ସ ହାଇଦ୍ରାବାଦର…

ସୂର୍ଯ୍ୟକୁମାରଙ୍କ ଲୟକୁ ଏମିତି ବିଗାଡିବାକୁ ଚେଷ୍ଟା କରୁଥିଲେ କୋହଲି, ଭିଡିଓ ଭାଇରଲ ହେବା ପରେ ଏବେ ଟ୍ଵିଟରରେ ଝଡ

ପଡ଼ିଆ ମଧ୍ୟରେ ନିଜର ଆକ୍ରମଣାତ୍ମକ ଆଚରଣ ଲାଗି ବିରାଟ କୋହଲି ଜଣାଶୁଣା। ବୁଧବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ବେଳେ କୋହଲି ଏଭଳି ଆଚରଣ ଦେଖାଇଥିଲେ। ଏହି ମ୍ୟାଚର ହିରୋ ସୂର୍ଯ୍ୟକୁମାର ଯାଦବଙ୍କ ଲୟକୁ ବିଗାଡ଼ିବା ଲାଗି ସେ ଚେଷ୍ଟା କରିଥିଲେ। ଏହି ଘଟଣାର ଫଟୋ ସାମାଜିକ…

ଆଜି ମଇଦାନରେ ପରସ୍ପରକୁ ଟକ୍କର ଦେବେ ମୁମ୍ବାଇ ଏବଂ ବାଙ୍ଗାଲୋର, ୨ ପଏଣ୍ଟ ପାଇଁ ହେବ ଲଢେଇ

ଆଇପିଏଲ୍‌ ସିଜିନ ୧୩ର ୪୮ତମ ମ୍ୟାଚରେ ମୁହାଁମୁହିଁ ହେବ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଦୁହିଁଙ୍କ ନଜର ମ୍ୟାଚ ଜିତିବାରେ ରହିବ। ଏହି ମ୍ୟାଚ ଜିତି ପ୍ଲେ ଅଫରେ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ଉଭୟ ଦଳ। ଆହତ ହେବା ଯୋଗୁଁ ରୋହିତ ଶର୍ମା ଲଗାତାର ତୃତୀୟ…

ଆଇପିଏଲ୍‌ ୨୦୨୦: ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍‌ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର; ଏମିତି ହୋଇପାରେ…

ଆଇପିଏଲ୍‌ରେ ଆଜି ମୁମ୍ବାଇ ଇଣ୍ଡିଆନ୍‌କୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଉଭୟ ଟିମ୍‌ ଚଳିତ ସିଜନ୍‌ରେ ଦ୍ୱିତୀୟ ମ୍ୟାଚ୍‌ ଜିତିବା ପାଇଁ ମଇଦାନ୍‌କୁ ଓହ୍ଲାଇବେ। ରୋହିତଙ୍କ ପ୍ରତିନିଧିତ୍ୱରେ ମୁମ୍ବାଇ ପଡ଼ିଆକୁ ଓହ୍ଲାଇବ। ସେହିପରି ବିରାଟଙ୍କ ଅଧିନାୟକତ୍ୱରେ ବାଙ୍ଗାଲୋର ବିଜୟ ହାସଲ…