Browsing Tag

milk price hike

ଦୀପାବଳି ପୂର୍ବରୁ ମହଙ୍ଗା ମାଡ଼, ଅମୁଲ କମ୍ପାନି ବଢ଼ାଇଲା କ୍ଷୀର ଦର

ଅମୁଲ ପୁଣି କ୍ଷୀର ଦର ବୃଦ୍ଧି କରିଛି। ଦିଲ୍ଲୀରେ ଏହାର ଦର ଲିଟର ପିଛା ୨ ଟଙ୍କା ବଢ଼େଇଛି। ଫୁଲ କ୍ରିମ ମିଲ୍‌କ ୬୧ ଟଙ୍କା ଜାଗାରେ ୬୩ ଟଙ୍କା ହୋଇଯାଇଛି। ନୂଆ ଦର ୧୫ ଅକ୍ଟୋବର ମାନେ ଆଜି ଶନିବାର ଠାରୁ ଲାଗୁ ହେବାକୁ ଯାଉଛି। ଏହା ପୂର୍ବରୁ ଦର ୧୭ ଅଗଷ୍ଟରେ ୨ ଟଙ୍କା ପ୍ରତି ଲିଟର ବୃଦ୍ଧି…

ପୁଣି ବଢ଼ିଲା କ୍ଷୀର ଦର, କାଲିଠୁ ଅମୁଲ ଓ ମଦର ଡାଏରୀର ପ୍ରଡକ୍ଟ କିଣିଲେ ଦେବେ ଆଉ ଅଧିକ ୨ ଟଙ୍କା

ବଢ଼ିଲା ପ୍ୟାକେଟ୍‌ କ୍ଷୀର ମୂଲ୍ୟ। ଅମୁଲ ଓ ମଦର ଡାଏରୀରେ କ୍ଷୀର ଲିଟର ପ୍ରତି ୨ଟା ଲେଖାଏଁ ବଢ଼ିଛି। ବୁଧବାର ଠାରୁ ଏହି ଦର ଲାଗୁ ହେବ ବୋଲି ଜଣାପଡ଼ିଛି। ଉଭୟ କମ୍ପାନୀ କିଣା ମୂଲ୍ୟ ଓ ଅନ୍ୟ ଦର ବୃଦ୍ଧି ଯୋଗୁ କ୍ଷୀର ମୂଲ୍ୟ ବଢ଼ାଇଥିବା କହିଛି। ତେବେ ଏହି ବର୍ଦ୍ଧିତ ମୂଲ୍ୟ ଦିଲ୍ଲୀ-ଏନ୍‌ସିଆରେ…

ବଢ଼ିଲା ଅମୁଲ କ୍ଷୀର ଦର, ଆଜିଠୁ ଲିଟର ପିଛା ଦେବାକୁ ହେବ ଆଉ ଅଧିକ ୨ ଟଙ୍କା

ବଢ଼ିଲା ଅମୁଲ କ୍ଷୀର ଦର। ଆଜି ଅର୍ଥାତ୍‌ ମଙ୍ଗଳବାର ଠାରୁ ଏହି ନୂଆ ଦର ଲାଗୁ କରିଛି କମ୍ପାନୀ। ଅମୁଲ କ୍ଷୀର ଏବେ ଲିଟର ପିଛା ୨ ଟଙ୍କା ବଢ଼ିଛି। ଦାମ୍‌ ବଢ଼ିବା ପରେ ଅମୁଲର ୫୦୦ ମିଲି ଲିଟର ଗୋଲ୍ଡ କ୍ଷୀରର ଦାମ୍‌ ୩୦ ଟଙ୍କା ହୋଇଯିବ। ସେହିପରି ଅଧ ଲିଟର ଅମୁଲ ତାଜା ୨୪ ଟଙ୍କା ଓ ଅମୁଲ ଶକ୍ତି…

ଅମୁଲ୍‌ ପରେ ମଦର ଡାଏରୀ ବଢାଇଲା ଦୁଗ୍ଧ ଦାମ୍‌, ଆସନ୍ତାକାଲିରୁ ନୂଆ ଦର ଲାଗୁ

ଦେଶରେ ଦିନକୁ ଦିନ ପେଟ୍ରୋଲ ଓ ଡିଜେଲର ଦରଦାମ ବୃଦ୍ଧି ଭିତରେ ଏବେ ଦୁଗ୍ଧ ଦାମ ମଧ୍ୟ ଲଗାତାର ଭାବରେ ବଢିବାରେ ଲାଗିଛି । ପ୍ରଥମେ ଅମୁଲ୍ ଦୁଗ୍ଧ ଦର ବୃଦ୍ଧି କରିଥିଲା । ଏବେ ଦୁଗ୍ଧ କମ୍ପାନୀ ମଦର ଡାଏରୀ ମଧ୍ୟ ଦୁଗ୍ଧ ଦାମ ବୃଦ୍ଧି କରିଛି । ନୂଆ ଦର ଆସନ୍ତାକାଲି ଅର୍ଥାତ୍‌ ୧୧ ଜୁଲାଇ ଠାରୁ…

ଅପ୍ରେଲ ୧ରୁ ମହଙ୍ଗା ହେବ ଏହି ସବୁ ଆବଶ୍ୟକୀୟ ସାମଗ୍ରୀ, ଯାହା ଆପଣଙ୍କ ପର୍ସକୁ କରିଦେବ ଖାଲି

ଅପ୍ରେଲ ୧ରୁ ଆପଣଙ୍କ ଜୀବନରେ ମହଙ୍ଗା ଛୁଙ୍କ ଲାଗିବାକୁ ଯାଉଛି। କ୍ଷୀର, ବିଜୁଳି ଓ ଯାନବାହନ ସବୁକିଛି ମହଙ୍ଗା ହେବାକୁ ଯାଉଛି। ଯାହା ସିଧାସଳଖ ଭାବେ ମଧ୍ୟବିତ୍ତ ଲୋକଙ୍କ ଉପରେ ପ୍ରଭାବ ପକାଇବ। କରୋନା କାଳ ସବୁ ବ୍ୟବସ୍ଥାକୁ ଗ୍ରାସ କରିଥିବା ବେଳେ ଏବେ କମ୍ପାନୀମାନେ ମଧ୍ୟ ନିଜ ହାତ ଉପରକୁ…

ସାଧାରଣ ଜନତାଙ୍କୁ ବଡ ଝଟକା! ମହଙ୍ଗା ହେଲା କ୍ଷୀର, ଚିନି ଏବଂ ଚା’ପତି, ଜାଣନ୍ତୁ କେତେ ରହିଛି ଦର

ସାଧାରଣ ଲୋକଙ୍କ ରୋଷେଇ ଘରେ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ପନିପରିବା ଏବଂ ଡାଲି ଦର ବୃଦ୍ଧି ପରେ ଏବେ ଚିନି, କ୍ଷୀର ଏବଂ ଚା’ପତିରେ ମୂଲ୍ୟ ବୃଦ୍ଧି ଘଟିଛି। ସୂଚନା ମୁତାବକ ମନ୍ତ୍ରାଳୟର େଓ୍ଵବସାଇଟ୍‌ ରେ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ନଭେମ୍ବର ୩୦ ରେ ଦେଶର ଖୁଚୁରା…