Browsing Tag

Mining mafia

ଖଣି ମାଫିଆଙ୍କ ଉତ୍ପାତ : ଚଢ଼ାଉ ବେଳେ ତହସିଲ ଏନଫୋର୍ସମେଣ୍ଟ ଟିମକୁ ଆକ୍ରମଣ

ନୟାଗଡ଼ (କେନ୍ୟୁଜ): ରଣପୁର ତହସିଲ ଏନଫୋର୍ସମେଣ୍ଟ ଟିମ୍‌କୁ ଆକ୍ରମଣ । ୨୦ରୁ ଅଧିକ ପଥର ମାଫିଆ ଆକ୍ରମଣ କରିଛନ୍ତି । ଜୋର ଜବରଦସ୍ତ ଗାଡି ନେଇଯିବା ସହ ଗାଡି ଚଢାଇ ମାରି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଏନଫୋର୍ସମେଣ୍ଟ ଟିମ ସଦସ୍ୟ ସୁଦାମ ଚରଣ…

ବେଆଇନ୍ ପଥର ଖଣି ଉପରେ ଚଢାଉ ବେଳେ ଟାଙ୍ଗୀ ତହସିଲଦାରଙ୍କ ଉପରେ ମରଣାନ୍ତକ ଆକ୍ରମଣ

ଟାଙ୍ଗୀ: ବେଆଇନ ପଥର ଖଣି ଉପରେ ଟାଙ୍ଗୀ ତହସିଲଦାରଙ୍କ ଚଢାଉ ବେଳେ ତହସିଲଦାରଙ୍କ ଉପରେ ମରଣାନ୍ତକ ଆକ୍ରମଣ । ଆକ୍ରମଣ ହୋଇଛି ନୟାଗଡ ଜିଲା ଚାନ୍ଦପୁର ଥାନା ବେଣ୍ଟ ଗ୍ରାମରେ । ଟାଙ୍ଗୀ ଅଂଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମାଙ୍କଡା ପଥର ମାଫିଆଙ୍କ ରାଜ । ବେଆଇନ ପଥର ଖଣି ରୁ ପଥର…

ଜଟଣୀ ତହସିଲ ଅଚଂଳରେ ଖଣି ମାଫିଆଙ୍କ ଆତଙ୍କରାଜ, ଲୁଟିନେଉଛନ୍ତି ଟ୍ରକ ଟ୍ରକ ମୋରମ ଓ ପଥର

କେନ୍ଯୁଜ୍: ଲକଡାଉନରେ ସବୁଥିରେ ତାଲା ପଡିଥବା ବେଳେ, ମାଫିଆଙ୍କ ଚୋରାଚାଲାଣରେ ପଡିନଥିଲା ତାଲା ବନ୍ଦର ପ୍ରଭାବ । ଜଟଣୀ ତହସିଲ ଅଚଂଳରେ ରାତି ଦିନ ଏକ କରି ଶହ ଶହ ସଂଖ୍ୟାରେ ଟ୍ରକ ଟ୍ରକ ମୋରମ ଓ ପଥର ଚୋରା ଚାଳାଣ କରୁଛନ୍ତି ମାଫିଆ। ଗ୍ରାମରେ ପାଟି ଫିଟେଇଲେ ମିଳୁଥିଲା ଧମକ ଚମକ। ପୋଲିସ ଓ…