Below header
Browsing Tag

minister pratap sarangi

କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର (କେନ୍ୟୁଜ) : ମୋଦି କ୍ୟାବିନେଟ ସଂପ୍ରସାରଣ ପୂର୍ବରୁ କିଛି ମନ୍ତ୍ରୀ ଇସ୍ତଫା ଦେଇଥିବା ଓ ଅନ୍ୟ କିଛି ମନ୍ତ୍ରୀଙ୍କୁ ଦାୟିତ୍ୱରୁ ହଟାଯାଇଥିବା ଜଣାପଡ଼ିଛି। କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ। କେନ୍ଦ୍ରରେ ପଶୁସଂପଦ ଓ ଏମଏସଏମଇ…

କେନ୍ୟୁଜର ପ୍ରଭାବ, ଖବର ପ୍ରସାରଣ ପରେ ମାମୁନି ଖାତୁନଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ପ୍ରତାପ ନନା

ଜଳେଶ୍ୱର (କେନ୍ୟୁଜ) : ସାହାଯ୍ୟର ହାତ ବଢ଼ାଇଲେ ନନା। କେନ୍ୟୁଜଓଡିଶାରେ ଖବର ପ୍ରସାରଣ ପରେ ଗରୀବ ମୁସଲିମ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ସୂନାରୁଇ ଗ୍ରାମର ଏକ ଗରୀବ ମୁସଲିମ ପରିବାରର ଝିଅ ହେଉଛନ୍ତି…

ମହଙ୍ଗା ପଡ଼ିଲା କେନ୍ଦ୍ରମନ୍ତ୍ରୀଙ୍କ ଏସକର୍ଟ ଗାଡ଼ି ଓଭରଟେକ୍‌ କରିବା: ଦୀର୍ଘ ୫ ଘଣ୍ଟା ଧରି ଥାନାରେ ଦୁଇ ପରିବାର ଅଟକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ବସ୍ତା ଠାରେ କେନ୍ଦ୍ର ମନ୍ତ୍ରୀଙ୍କ ଗାଡ଼ି ଓଭରଟେକ କରିବା ମହଙ୍ଗା ପଡିଲା । ଦୀର୍ଘ ୫ ଘଣ୍ଟା ଧରି ଥାନାରେ ଅଟକ ରହିଲେ ଦୁଇ ପରିବାର । କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବସ୍ତା ବ୍ଲକ୍‌ ସମୀକ୍ଷା ବୈଠକରେ ଯୋଗଦେବାକୁ ଯିବା…

ଗାଲୁଆଙ୍କ ଭଳି କଥା କହିଲେ ଚାପୁଡା ମାରି ପକେଇବି, ଜାଣନ୍ତୁ କାହା ଉପର ଏମିତି ଚିହିଁକି ଗଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ…

କେନ୍ୟୁଜ୍(ବ୍ୟୁରୋ):  ଚାଷୀ ଙ୍କ ତୁମେ ଚାକର  । ଚାଷୀଙ୍କ ପଇସାରେ ତୁମ ପରିବାର ପୋଷି ହେଉଛନ୍ତି । ଚୁପ୍ .... ଗାଲୁଆ ଙ୍କ ଭଳି କଥା କହିଲେ ଲୋକେ ତୁମକୁ କ୍ଷମା ଦେବେ ନାହିଁ । ତୁମେ କାହାର ସ୍ବାର୍ଥ ଜଗିବା ପାଇଁ ଏଠି ରହିଛ । ମିଲରଙ୍କ ନା ଚାଷୀଙ୍କ । ମେସିନ ରେ ଟେଷ୍ଟ କରି ଧାନ…

ଫକୀର ମୋହନ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବ, ଜାଣନ୍ତୁ କେଉଁ କଥାକୁ ନେଇ ଅସନ୍ତୋଷ ପ୍ରକାଶ କଲେ କେନ୍ଦ୍ର ମନ୍ତ୍ରୀ…

ବାଲେଶ୍ୱର (କେ ନ୍ୟୁଜ୍‌) : ଆଜି ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଥିଲା ହୀରକ ଜୟନ୍ତୀ ଉତ୍ସବ । ଉତ୍ସବରେ ମୁଖ୍ୟ ଅତିଥି ଥିଲେ କେନ୍ଦ୍ର ଅଣୁ, କ୍ଷୁଦ୍ର,ମଧ୍ୟମ ତଥା ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ମନ୍ତ୍ରୀ ଆଜି ହୀରକ ଜୟନ୍ତୀ ଉତ୍ସବରେ କଥା…