Browsing Tag

minor girl kidnapped

ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ କଟକ ସ୍ୱତନ୍ତ୍ର ପୋକସୋ ଅଦାଲତଙ୍କ ନିର୍ଦ୍ଦେଶ: ଦୋଷୀ ଅର୍ଜୁନ…

କଟକ(କେନ୍ୟୁଜ୍‌): ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଦୋଷୀ ଅର୍ଜୁନ ପୃଷ୍ଟିକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ । କଟକ ସ୍ୱତନ୍ତ୍ର ପୋକସୋ ଅଦାଲତ ଦୋଷୀକୁ ସଶ୍ରମ ଜେଲ ଦଣ୍ଡାଦେଶ ସହ ୨୫ ହଜାର ଟଙ୍କାର ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୭ ମାସ…

ସ୍କୁଲରୁ ଫେରିଲାନି ଝିଅ, ଅଧା ବାଟରୁ ହୋଇଗଲା ଅପହରଣ

ଭଦ୍ରକ (କେନ୍ୟୁଜ) : ପୂଜା ତୁ କୁଆଡେ ଗଲୁ। ମୋ ପୂଜା ମୋତେ ଦରକାର। ମୁଁ ଆଉ କିଛି ଚାହୁଁନି। ଥାନାବାବୁ ମୋତେ ମୋ ଝିଅକୁ ଫେରାଓ ନହେଲେ ମୁଁ ଆତ୍ମହତ୍ୟା କରିବି। ମୋ ଝିଅକୁ ମାତ୍ର ୧୪ ବର୍ଷ। ମୋ ଝିଅକୁ ମୋତେ ଫେରେଇଦିଅ। ସ୍କୁଲକୁ ଯାଇ ଆଉ ଫେରିଲାନି ଝିଅ। ଅଧାବାଟରୁ ଝିଅ ହୋଇଗଲା ନିଖୋଜ। ୧୪…

ବର୍ଷକ ତଳେ ଅପହରଣ ହୋଇଥିବା ନାବାଳିକା ଯାଜପୁରରୁ ଉଦ୍ଧାର, ବର୍ତ୍ତମାନ ୩ମାସର ଗର୍ଭବତୀ

ଭୁବନେଶ୍ବର: ପୁଣି ଲଜ୍ଜା । ବର୍ଷକ ତଳେ ଉତ୍ତରା ଫାଣ୍ଡି ଅଞ୍ଚଳରୁ ଅପହରଣ କରାଯାଇଥିବା ନାବାଳିକା ଯାଜପୁର ମଙ୍ଗରାଜପୁର ଥାନା ଅଧୀନ ପକଟପୁର ଗ୍ରାମକୁ ଉଦ୍ଧାର । ଗତକାଲି ପୋଲିସ୍ ଉକ୍ତ ଗ୍ରାମରେ ଚଢାଉ କରି ନାବାଳିକାଙ୍କୁ ଉଦ୍ଧାର କରିଛି। ଦୁଃଖର କଥା ନାବାଳିକା ଜଣଙ୍କ ବର୍ତ୍ତମାନ ୩ ମାସର…

କେନ୍ଦ୍ରାପଡ଼ା: ନାବାଳିକାଙ୍କୁ ଅପହରଣ କରି ପୁଣି ଗାଁ ନିକଟରେ ଛା଼ଡିଦେଲେ ଦୁର୍ବୃତ୍ତ

କେନ୍ଦ୍ରାପଡ଼ା(କେନ୍ଯୁଜ୍): ୧୪ବର୍ଷିଆ ନାବାଳିକାଙ୍କୁ ଅପହରଣ ଉଦ୍ୟମ ଅଭିଯୋଗ। ଅପହରଣର କିଛି ଘଣ୍ଟା ପରେ ପୁଣି ନାବାଳିକାଙ୍କୁ ଗାଁ ନିକଟରେ ଛାଡ଼ିଦେଲେ ଦୁର୍ବୃତ୍ତ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ଚଉଦକୁଲାଟ ଫାଣ୍ଡି ଇଲାକାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ନାବାଳିକା ଜଣକ ତାଙ୍କ ମାମୁଁ…

ଭଦ୍ରକ: ସ୍କୁଲ ଯିବାବେଳେ ନାବାଳିକାକୁ ଅପହରଣ

ଭଦ୍ରକ(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଅପହରଣ । କାଦବରାଙ୍ଗ ଠାରେ ନାବାଳିକାକୁ ସ୍କୁଲ ଯିବା ରାସ୍ତାରେ ନିଶା ଦେଇ ତାଙ୍କ ବାନ୍ଧବୀ ଅପହରଣ କରିଥିବା ଅଭିଯୋଗ ହୋଇଛି । ଅପହୃତ ନାବାଳିକାକୁ ଆଗରପଡ଼ା କଲେଜ ନିକଟ ଟିକିରା ଶାଳନ୍ଦି ନଦୀକୂଳ ଜଙ୍ଗଲରୁ…

ରାଉରକେଲା: ୨ ନାବାଳିକାଙ୍କ ଅପହରଣ ମାମଲା, ଧାରଣାରେ ବସିଲେ ବସ୍ତି ବାସିନ୍ଦାଙ୍କ ସହ ପୂର୍ବତନ ବିଧାୟକ ଜର୍ଜ ତିର୍କୀ

ରାଉରକେଲା(କେନ୍ୟୁଜ୍): ଦୁଇ ଜଣ ନାବାଳିକା ଅପହରଣ ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଉରକେଲା ପ୍ଲାଣ୍ଟ ସାଇଟ୍‌ ଥାନା ଘେରିଲେ ବସ୍ତି ବାସିନ୍ଦା। ବସ୍ତି ବାସିନ୍ଦାଙ୍କ ସହ ଥାନା ଆଗରେ ଧାରଣାରେ ବସିଥିଲେ ବୀରମିତ୍ରରପୁର ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଓ ଶତାଧିକ କଂଗ୍ରେସ କର୍ମୀ।…