Browsing Tag

misbehave

ହାତରେ ୫ – ୫ ଟା ମୁଦି ଆଉ କଡା ପିନ୍ଧୁଛ, ଏଥିରୁ ଜଣା ପଡୁଛି ତୁମେ କଣ : ଯୁବତୀଙ୍କୁ ପୋଲିସ ବାବୁଙ୍କ ଲଜ୍ଜାଜନକ…

ହାତରେ ୫ – ୫ଟା ମୁଦି ଆଉ କଡା ପିନ୍ଧୁଛ, ଏଥିରୁ ଜଣା ପଡୁଛି ତୁମେ କଣ । ଜଣେ ଯୁବତୀଙ୍କୁ ଏଭଳି ଏକ ଲଜ୍ଜାଜନକ ଟିପ୍ପଣୀ ଦେଇଛନ୍ତି ଜଣେ ପୋଲିସ୍ ଅଫିସର । ଘଟଣାଟି ହେଉଛି ଉତ୍ତରପ୍ରଦେଶ କାନପୁରର । ଥାନା ମଧ୍ୟରେ ହୋଇଥିବା ପୋଲିସ୍ ବାବୁଙ୍କ ଏହି କଥା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି…

ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ, ୩ ନାବାଳିକାଙ୍କୁ ଦୁଷ୍କର୍ମ ଓ ପରେ ଜଣକୁ ହତ୍ୟା

ସୁନ୍ଦରଗଡ଼ (କେନ୍ୟୁଜ୍) : ୩ ନାବାଳିକାଙ୍କୁ ଦୁଷ୍କର୍ମ ଓ ପରେ ଜଣଙ୍କୁ ହତ୍ୟା ଘଟଣାରେ ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ। ହେମଗିରି, ବୀରମିତ୍ରପୁର ଓ ରାଜଗାଙ୍ଗପୁର ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ନେଇ ଆଲୋଡ଼ନ। ଗତ ଶନିବାର ମଧ୍ୟାହ୍ନରେ ହେମଗିରି ଥାନା ଗୋପାଳପୁର କଲୋନୀପଡ଼ାର ଜଣେ ନାବାଳିକା…

ମୟୁରଭଞ୍ଜ : ସଂସ୍କୃତ ମହାବିଦ୍ୟାଳୟର ପ୍ରିନ୍ସିପାଲଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ

ମୟୁରଭଞ୍ଜ : ପ୍ରିନ୍ସିପାଲଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ। ଅଭିଯୋଗ ଆଣିଛନ୍ତି ମୟୁରଭଞ୍ଜ ଜିଲ୍ଲା ଉଦଳାରେ ଥିବା ଲାଲମୋହନ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟାପିକା। କଲେଜ ଅଧ୍ୟକ୍ଷ କମଳାକାନ୍ତ ବେହେରା କାମ ବାହାନାରେ ଡାକି ଅଧ୍ୟାପିକାଙ୍କୁ ଦୁର୍ବ୍ୟବହାର ଓ ଅସଦାଚରଣ କରିଥିଲେ। ଏନେଇ…

ଅନୁଗୁଳ : ଆଠବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ଅଳିଆ ଗଦାରେ ଫିଙ୍ଗି ଦେଲେ ଦୁର୍ବୃତ୍ତ

ଅନୁଗୁଳ (କେନ୍ୟୁଜ୍) : ଆଠବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ଅଳିଆ ଗଦାରେ ଫିଙ୍ଗି ଦେଲେ ଦୁର୍ବୃତ୍ତ । ଅନୁଗୁଳ ସହରରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା। ଏକ ଯାଯାବର ପରିବାର ଅନୁଗୁଳ ବସଷ୍ଟାଣ୍ଡରେ ରାତିରେ ଶୋଇଥିବା ବେଳେ ଘଟିଛି ଏଭଳି ଅଘଟଣ। ବିଳମ୍ବିତ ରାତିରେ ଶୋଇଥିବା ନାବାଳିକାକୁ କେହି…

ଖାକି ବର୍ଦ୍ଦି ବିରୋଧରେ ସାଂଘାତିକ ଅଭିଯୋଗ, ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଝାରସୁଗୁଡ଼ା (କେନ୍ୟୁଜ୍) : ଖାକି ବର୍ଦ୍ଦି ବିରୋଧରେ ସାଂଘାତିକ ଅଭିଯୋଗ। ପୋଲିସ ପୋଷାକରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଝାରସୁଗୁଡ଼ାରେ। ୧୫ବର୍ଷିଆ ନାବାଳିକା ଜଣଙ୍କୁ ତାଙ୍କ ପୁରୁଷ ବନ୍ଧୁ ରବି ଜାମସେଦପୁରରୁ ଝାରସୁଗୁଡ଼ା ଆସି ଏକ ହୋଟେଲରେ ରହିଥିଲେ।…

ବିଲେଇକୁ କରୁଥିଲେ ଦୁଷ୍କର୍ମ, ଧରାପଡ଼ିବାରୁ ଗଲେ ଜେଲ୍  

ୟୁଗାଣ୍ଡା : ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଛି ଏକ ଅଦ୍ଭୁଦ ପ୍ରକାରର ଘଟଣା ଯାହା ଅମାନୁଷିକତାର ସମସ୍ତ ସୀମା ପାର କରିଛି। ସ୍ଥାନୀୟ ପୋଲିସ ଜଣେ ବ୍ଯକ୍ତିକୁ ଗିରଫ କରିଛି ଯିଏ ବିଲେଇ ସହ ଦୁଷ୍କର୍ମ କରୁଥିବା ଅଭିଯୋଗ ଆସିଛି। ଅଭିଯୁକ୍ତଙ୍କର ପଡ଼ିଶା ଘରେ ରହୁଥିବା ଜଣେ ବ୍ଯକ୍ତି ତାଙ୍କର…

ପିଇଟି ସାରଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଲେ ଛାତ୍ରୀ

ବନମାଳିପୁର(କେନ୍ଯୁଜ୍) : ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ପିଇଟି ସାରଙ୍କ ନାଁରେ ଅଭିଯୋଗ ଆଣିଲେ ଛାତ୍ରୀ । ଏହାକୁ କେନ୍ଦ୍ର କରି ଖୋର୍ଦ୍ଧା ଜିଲ୍ଲା ବନମାଳିପୁର ସରକାରୀ ହାଇସ୍କୁଲରେ ଉତ୍ତେଜନା ଦେଖାଦେଇଛି । ସଂପୃକ୍ତ ଶିକ୍ଷକଙ୍କୁ ନିର୍ଧୁମ ପିଟିଛନ୍ତି ଉତ୍ୟକ୍ତ ଲୋକେ । ସ୍କୁଲ ପରିସରରେ…

ଗଞ୍ଜାମ : ସବ୍ ଟ୍ରେଜେରୀ କାର୍ଯ୍ଯାଳୟରେ ଅନୈତିକ କାର୍ଯ୍ଯ

ଗଞ୍ଜାମ (କେନ୍ଯୁଜ୍) : ସବ୍ ଟ୍ରେଜେରୀ କାର୍ଯ୍ଯାଳୟରେ ଅନୈତିକ କାର୍ଯ୍ଯ । ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଳା ବୁଗୁଡା ଅଞ୍ଚଳରେ । ସ୍ଥାନୀୟ ବଜାର ଉପରେ ଗୁରୁତର ଅବସ୍ଥାରେ ପଡିଥିବା ଯୁବତୀଙ୍କୁ ଉଦ୍ଧାର ପରେ ଘଟଣା ପଦାକୁ ଆସିଥିଲା ।…

ଗଜପତି ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତ ଗିରଫ

ଗଜପତି : ଅଡ଼ବା ଥାନା ଡେକାପଙ୍କା ଗାଁରେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗିରଫ। ଅଡ଼ବା ପୋଲିସ ଅଭିଯୁକ୍ତ ଏନ୍ତେରୀୟ ପରିଛାକୁ ଡେକାପଙ୍କା ଗାଁରୁ ଗିରଫ କରିଛି । ଗତକାଲି ଗଜପତି ଜିଲ୍ଲା ଅଡବା ଥାନା ଡେକାପଙ୍କା ଗାଁର ଜଣେ ନାବାଳିକା ହାଟକୁ ଯାଇଥିବାବେଳେ ଏନ୍ତେରୀୟ ପରିଛା…

ରାଉରକେଲାରେ ଦୁଇ ଦୁଷ୍କର୍ମକାରୀ ଗିରଫ

ରାଉରକେଲା : ରାଜ୍ୟରେ ଦୁଷ୍କର୍ମ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି। ଅଭିଯୁକ୍ତ ଙ୍କ ଉପଯୁକ୍ତ ଦଣ୍ଡ ନମିଳି ଖସି ଯାଉଥିବା ଫଳରେ ଅପରାଧୀ ମାନଙ୍କୁ ଦୁଷ୍କର୍ମ କରିବା ପାଇଁ ସାହସ ଯୋଗାଉଛି। ଗାଁ ହେଉ କି ସହର ବଢି ବଢି ଚାଲିଛି ଦୁଷ୍କର୍ମ ରାଉରକେଲାରେ ବି ଏମିତି ଚାଞ୍ଚଲ୍ୟକର…

ମାଲକାନଗିରି ଜିଲ୍ଲାରେ ପୁଣି ଲଜ୍ଜା,୧୦ ବର୍ଷ ନାବାଳିକାକୁ ଦୁଷ୍କର୍ମ

ମାଲକାନଗିରି : ପୁଣି ଲଜ୍ଜା । ୧୦ ବର୍ଷ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଏମଭି -୧୦ ଗାଁରେ ଏହି ଘଟଣା ଘଟିଛି । ଗାଁର ଜଣେ ନବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡିତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୀଡିତାଙ୍କ ବାପା ଥାନାରେ ଏତଲା ଦେଇଛନ୍ତି ।…

୧୨ ବର୍ଷରୁ କମ୍ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ କଲେ ମିଳିବ ମୃତ୍ୟୁଦଣ୍ଡ : ବିଲ୍ ପାସ ହୋଇଛି ରାଜ୍ୟସଭାରେ

ଭୁବନେଶ୍ବର : ୧୨ ବର୍ଷରୁ କମ୍ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ କଲେ ମିଳିବ ମୃତ୍ୟୁଦଣ୍ଡ । ଫାଶୀ ଖୁଣ୍ଟରେ ଝୁଲିବ ଅଭିଯୁକ୍ତ । ସଂଶୋଧିତ ଅପରାଧିକ ବିଧେୟକ ୨୦୧୮ ସଂସଦରେ ପାରିତ ହୋଇଛି । ପୂର୍ବରୁ ଲୋକସଭାରେ ଓ ଗତକାଲି ରାଜ୍ୟସଭାରେ ଏହି ବିଲ୍ ପାସ ହୋଇଛି । ପାର୍ଲାମେଣ୍ଟର ଉଭୟ ଗୃହରେ ଏହି…