Browsing Tag

miscreants loot

ଔଷଧ ଦୋକାନରୁ ମେଡିସିନ କିଣିବା ବାହାନାରେ ଲୁଟିନେଲେ ୪୯ ହଜାର ଟଙ୍କା, ସିସିଟିଭିରେ କଏଦ ହେଲା ଦୃଶ୍ଯ

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ଅଭିନବ ଉପାୟରେ ଲୁଟ୍‌ । ଔଷଧ ଦୋକାନରୁ ମେଡିସିନ କିଣିବା ବାହାନାରେ ଲୁଟିନେଲେ ୪୯ ହଜାର ଟଙ୍କା ।ଏଭଳି ଲୁଟ୍‌ ହୋଇଛି ନୟାପଲ୍ଲୀ IRC ଭିଲେଜ ଅଞ୍ଚଳରେ । ଗତକାଲି ଦିନ ବେଳା ଦୋକାନୀ ଆଖିରେ ଧୂଳି ଦେଇ ୩ ଜଣ ଲୁଟେରା ଲୁଟିନେଲେ ଟଙ୍କା । ଏନେଇ…

ଗୁଳିମାଡ କରି ବ୍ୟବସାୟୀଙ୍କଠାରୁ ୭୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବେଗୁନିଆ(କେନ୍ଯୁଜ୍): ଗୁଳିମାଡ କଲେ , ଲୁଟିଲେ। ବ୍ୟବସାୟୀଙ୍କଠାରୁ ୭୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ବେଗୁନିଆ ବାଘମାରୀ ଥାନା ନିକଟସ୍ଥ ବଜାରରେ ଲୁଗା ଦୋକାନ କରିଛନ୍ତି ମନୋରଞ୍ଜନ ସାମନ୍ତରାୟ। ଗତକାଲି ରାତିରେ ମନୋରଞ୍ଜନ ଦୋକାନ ବନ୍ଦ କରି ଘରକୁ ଫେରୁଥିବାବୋଳେ ପୁମୁଲୁ ରାସ୍ତାରେ ୪…

ରାଜଧାନୀରେ ପୁଣି ମାତିଲେ ଲୁଟେରା, ଦିନ ଦ୍ୱିପହରେ ମାଡ ମାରିବା ସହିତ ରକ୍ତାକ୍ତ କରି ଲୁଟିନେଲେ ମୋବାଇଲ୍

ଭୁବନେଶ୍ବର: ରାଜଧାନୀରେ ପୁଣି ମାତିଲେ ଲୁଟେରା । ଦିନ ଦ୍ୱିପହରେ ଲୁଟିନେଲେ ମୋବାଇଲ୍‌ । ଏପରିକି ମାଡ ମାରି ରକ୍ତାକ୍ତ କରିଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି । ଘରକୁ ଫେରୁଥିବା ବେଳେ ଦିନ ପ୍ରାୟ ଗୋଟାଏ ବେଳେ କଲେଜରୁ ଫେରୁଥିବା ବେଳେ ଲୁଟର ଶିକାର ହୋଇଛନ୍ତି ହରପ୍ରିୟା ମହାନ୍ତି…

ଦିନ ଦ୍ୱିପ୍ରହରରେ ଦମ୍ପତିଙ୍କ ଠାରୁ ଲୁଟ୍‌, ମହିଳାଙ୍କ ଠାରୁ ଭ୍ୟାନିଟି ବ୍ୟାଗ ଝାମ୍ପି ନେଲେ ୩ ଦୁର୍ବୃତ୍ତ

ଖୋର୍ଦ୍ଧା(କେନ୍ୟୁଜ୍‌): ମହିଳାଙ୍କ ଠାରୁ ଝାମ୍ପିନେଲେ ଭ୍ୟାନିଟି ବ୍ୟାଗ୍‌। ଦିନ ଦ୍ୱିପ୍ରହରରେ ଯାଆଁଳା ଫାଣ୍ଡି ଅଧିନ ଜଟଣୀ ତଳଖେତ ଛକ ଠାରେ ଉକ୍ତ ଘଟଣାଟି ଘଟିଯାଇଛି। ସୂଚନା ମୁତାବକ ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ଦମ୍ପତି ଆସୁଥିଲେ। ଏହି ସମୟରେ ଏକ ନମ୍ବର ବିହୀନ କଳା ପଲସରରେ ୩ଜଣ…

ମାହାଙ୍ଗା: ନୂର୍ତ୍ତାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ୬ଟି ଦୋକାନରୁ ଲକ୍ଷାଧିକ ଟଙ୍କାର ଚୋରି

ମାହାଙ୍ଗା(କେନ୍ୟୁଜ୍‌): କଟକ ଜିଲ୍ଲା ମାହାଙ୍ଗା ଥାନା ଅଧୀନ ନୂର୍ତ୍ତାଙ୍ଗ ବଜାର ନିକଟରେ ସିରିଜ୍‌ ଚୋରି ହୋଇଛି। ରିପୋର୍ଟ ଅନୁଯାୟୀ ନୂର୍ତ୍ତାଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ନିକଟସ୍ଥ ୬ଟି ଦୋକାନରୁ ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ଚୋରି ହୋଇଛି। ଏକ ବର୍ଷ ଭିତରେ…

ବଲାଙ୍ଗିର କଲେଜ ଛକ ନିକଟରୁ ୫ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ

ବଲାଙ୍ଗିର: ମାତିଛନ୍ତି ଲୁଟେରା। ପୋଲିସକୁ ବାରମ୍ବାର ଦେଉଛନ୍ତି ଚାଲେଞ୍ଜ। ଏଭଳି ଏକ ଘଟଣା ପୁଣି ସମ୍ନାକୁ ଆସିଛି । ବଲାଙ୍ଗିରରୁ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିଲାବେଳେ ଏହି ଲୁଟ୍‌ ହୋଇଛି। କଲେଜ ଛକ ADB ବ୍ୟାଙ୍କରୁ ଟଙ୍କା ଉଠାଇ…

କେନ୍ଦୁଝର: ଠାକୁରଡିହ ଛକ ନିକଟରେ ଭୁଜାଲିରେ ହାଣି, ଗୁଳି ଫୁଟାଇ ଲୁଟି ନେଲେ ୮ଲକ୍ଷ

କେନ୍ଦୁଝର : କେନ୍ଦୁଝର ସଦର ଥାନା ଠାକୁରଡିହ ଛକ ନିକଟରେ ବଡ ଧରଣର ଲୁଟ୍‌ । ୮ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ଦୁଇ ଦୁର୍ବୃତ୍ତ । ପରିବହନ ସଂସ୍ଥା କର୍ମଚାରୀଙ୍କଠାରୁ ଏହି ଲୁଟ୍ ହୋଇଥିବା ଜଣାପଡିଛି । ଭୁଜାଲିରେ ହାଣି ଗୁଳି ଫୁଟାଇ ୮ଲକ୍ଷ ଟଙ୍କା ଲୁଟ୍ କରି ଚମ୍ପଟ ମାରିଛନ୍ତି…

ଭଦ୍ରକରେ ଗ୍ୟାସ ଏଜେନ୍ସି କର୍ମଚାରୀଙ୍କ ଠାରୁ ଲୁଟ୍: ଭୂଜାଲିରେ ହାଣି ୧୦ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ

ଚାନ୍ଦବାଲି: ଭୂଜାଲିରେ ହାଣି ଲୁଟିନେଲେ ୧୦ ଲକ୍ଷ । ଭଦ୍ରକ ଜିଲ୍ଲା ତିହିଡିରୁ ଏଭଳି ଅଭିଯୋଗ ଆସିଛି । ପାଳିଆବିନ୍ଧାରେ ଥିବା ରାଉତ ଭାରତ ଗ୍ୟାସ ଏଜେନ୍ସିର କର୍ମଚାରୀଙ୍କ ଠାରୁ ଲୁଟ୍‌ ହୋଇଛି । କର୍ମଚାରୀ ଜଣକ ବ୍ୟାଙ୍କରେ ଟଙ୍କା ଡିପୋଜିଟ କରିବାକୁ ବାଇକରେ ଯାଉଥିଲେ । ଜିଝାରପୁର…

ବୌଦ୍ଧ କଣ୍ଟାମାଳ ଥାନା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଦୁର୍ବୁତ୍ତଙ୍କ ଉନ୍ମତ୍ତକାଣ୍ଡ, ଲୁଟ୍…

ବୌଦ୍ଧ: ଶିକ୍ଷାକେନ୍ଦ୍ରରୁ ଲୁଟ୍‌। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଲୁଟ୍‌ ହୋଇଛି । କିଛି ଦୁର୍ବୁତ୍ତ ସ୍କୁଲ ଭିତରେ ନିଆଁ ଲଗାଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ସ୍କୁଲରେ ଥିବା ୫ଶହ ଖଣ୍ଡ…