Below header
Browsing Tag

missing

କଟକରୁ ନିଖୋଜ ଯୁବକଙ୍କ ମୃତଦେହ ଭୁବନେଶ୍ୱରରୁ ଉଦ୍ଧାର

ଭୁବନେଶ୍ୱର: କଟକରୁ ନିଖୋଜ ଯୁବକଙ୍କ ମୃତଦେହ ଭୁବନେଶ୍ୱରରୁ ଉଦ୍ଧାର। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଏକ ହୋଟେଲରୁ ମିଳିଲା ଯୁବକଙ୍କ ମୃତଦେହ । ମୃତକ କଟକର ଅଭିଷେକ ନାୟକ । ଗତ ୨ଦିନ ତଳେ ଅଭିଷେକ କଟକରୁ ନିଖୋଜ ହୋଇଯାଇଥିଲେ । ଗତକାଲି ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁର…

ଚୌଦ୍ୱାର କୟଳପଡା ପଞ୍ଚାୟତ ହାଟବାଡିଆ ପୋଖରୀରୁ ପାରାଦୀପ ନୂଆବଜାର ଅଞ୍ଚଳର ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ: ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । କଟକ ଜିଲ୍ଲା ଚୌଦ୍ୱାର ଥାନା କୟଳପଡା ପଞ୍ଚାୟତ ହାଟବାଡିଆ ପୋଖରୀ କୂଳ ପଙ୍କରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ହେଲେ ପାରାଦୀପ ନୂଆବଜାର ଅଞ୍ଚଳର ଶରତ ଜେନା । ଶରତଙ୍କ ମୁଣ୍ଡ ମଝିରେ ଓ ବାମପଟ କାନ ତଳେ ଗଭୀର କ୍ଷତ ଚିହ୍ନ ରହିଛି । ପାରାଦୀପ…

କୁଆଡ଼େ ଗଲେ ଢେଙ୍କାନାଳର ନିଖୋଜ ୨ ଛାତ୍ର? ୨୪ ଘଣ୍ଟା ପରେବି ମିଳୁନାହିଁ ଖୋଜଖବର

ଢେଙ୍କାନାଳ: କୁଆଡ଼େ ଗଲେ ଢେଙ୍କାନାଳର ନିଖୋଜ ୨ ଛାତ୍ର । ୨୪ ଘଣ୍ଟା ବିତିଲାଣି, ତଥାପି ସେମାନଙ୍କର ଖୋଜଖବର ମିଳୁ ନାହିଁ । ଢେଙ୍କାନାଳ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ଦୁଇ ଜଣ ଅଷ୍ଟମ ଶ୍ରେଣୀ ଛାତ୍ର ଗତକାଲିଠାରୁ ନିଖୋଜ ଅଛନ୍ତି । ସେମାନେ ହେଲେ କୁଞ୍ଜକାନ୍ତ ଅଞ୍ଚଳର ଆୟୁଷ୍ମାନ ନାୟକ ଓ…

ଜୟପୁର ବୋରିଗୁମ୍ମା RWSS କନିଷ୍ଠ ଯନ୍ତ୍ରୀ ଏମ୍‌.ଭେଙ୍କଟ ରାଓଙ୍କ ମିଳୁନି ପତ୍ତା, ଗତକାଲିଠୁ ଅଫିସ ଯାଇ ନିଖୋଜ

ଜୟପୁର: ଅଫିସ ଯାଇ ଯନ୍ତ୍ରୀ ନିଖୋଜ। ୨୪ଘଣ୍ଟା ହେଲାଣି ଜୟପୁର ବୋରିଗୁମ୍ମା RWSS କନିଷ୍ଠ ଯନ୍ତ୍ରୀ ଏମ୍‌.ଭେଙ୍କଟ ରାଓଙ୍କ ମିଳୁନି ପତ୍ତା। ଗତକାଲି ଡ୍ୟୁଟିରେ ହରଡ଼ାପୁଟ ଯାଇଥିଲେ ଏମ୍‌.ଭେଙ୍କଟ। ଅନ୍ୟମାନେ ଘରକୁ ଫେରିଥିଲା ବେଳେ ଜେଇଙ୍କ ପତ୍ତା ମିଳୁନି। ଯନ୍ତ୍ରୀଙ୍କ ନିଖୋଜ ନେଇ…

ରାୟଗଡ଼ା: ୫ ଦିନ ହେଲା CRPF ଯବାନ ନିଖୋଜ, ଚଇତି ପର୍ବରେ ଡ୍ୟୁଟି କରିବା ପାଇଁ ଯାଇ ଆଉ ଫେରିନଥିବା ଅଭିଯୋଗ

ରାୟଗଡ଼ା: ୫ ଦିନ ହେଲା CRPF ଯବାନ ନିଖୋଜ। ରାୟଗଡ଼ା ଜିଲ୍ଲା CRPF ଚତୁର୍ଥ ବାଟାଲିଆନର ଜଣେ ହାବିଲଦାର ଗତ ୫ ଦିନ ଧରି ନିଖୋଜ ଅଛନ୍ତି। ତାଙ୍କ ନାଁ ଧରମ ଦେବ ଓ ଘର ଉତ୍ତରପ୍ରଦେଶରେ। ସେ ବାଭ୍ରୋ କମ୍ପାନୀରେ କାର୍ଯ୍ୟରତ ଥିଲେ। ଗତ ୨୯ ତାରିଖରୁ ରାୟଗଡ଼ା ଜିଲ୍ଲା ମହୋତ୍ସବ ଚଇତି ପର୍ବରେ ଡ୍ୟୁଟି…

ମୁଖିଗୁଡ଼ା OHPC ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେର ନିଖୋଜ

ଜୟପାଟଣା : OHPC ଜେନେରାଲ ମ୍ୟାନେଜର ନିଖୋଜ। ମୁଖିଗୁଡ଼ା OHPC ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେର ନିଖୋଜ ହୋଇଯାଇଛନ୍ତି। ନାରାୟମ ପ୍ରସାଦ ମଙ୍ଗଳବାର ଅଫିସ୍‌ ଆସି ଆଉ ଘରକୁ ଫେରିନଥିଲେ। ଏହାପରେ ନିଖୋଜ ନେଇ ଜୟପାଟଣା ଥାନାରେ ଅଭିଯୋଗ କରିଥିଲେ। ଜୟପାଟଣା ଥାନାରେ ପରିବାର ଲୋକ…

ପୁରୀ: ଦୁଇ ଦଶନ୍ଧି ପରେ ଘରକୁ ଫେରିଲେ ହଜିଯାଇଥିବା ବ୍ୟକ୍ତି, ୧୯୯୯ ମହାବାତ୍ୟା ପରଠୁ ଥିଲେ ନିଖୋଜ

ଦୁଇ ଦଶନ୍ଧି ପରେ ଘରକୁ ଫେରିଲେ ନିଖୋଜ ବ୍ୟକ୍ତି । ୧୯୯୯ ମହାବାତ୍ୟାରେ ନିଜ ଘରଠୁ ଦୂରକୁ ଚାଲିଯାଇଥିଲେ ପୁରୀ ଆଡକିଆ ଶବରସାହିର ପୁନିଆ ବେହେରା । ଏଣେତେଣେ ବୁଲି ଶେଷରେ ଅନୁଗୁଳରେ ପହଞ୍ଚିଥିଲେ । ପାଗଳ ଭଳି ବୁଲୁଥିବା ଦେଖି ପୁନିଆଙ୍କୁ ଲିଙ୍ଗରାଜୋଡି ଅଞ୍ଚଳରୁ ଉଦ୍ଧାର କରିଥିଲେ ଅନୁଗୁଳ…

ନାବାଳିକା ନିଖୋଜକୁ ବିତିଗଲାଣି ୨୭ ଦିନ, ଥାନାରେ ଅଭିଯୋଗ ପରେ ହେଉନି କାର୍ଯ୍ୟାନୁଷ୍ଠାନ

ଗଜପତି : ନାବାଳିକା ନିଖୋଜକୁ ବିତିଗଲାଣି ୨୭ ଦିନ । ଥାନାରେ ଅଭିଯୋଗ ପରେ ବି ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ୍‌ । ଗଜପତି ଜିଲ୍ଲା ମୋହନା ବ୍ଲକ ବି.ରାଇସିଂ ଗାଁରୁ ଆସିଛି ଏଭଳି ଅଭିଯୋଗ । ଗାଁର ବିଶ୍ୱନାଥ ମଲ୍ଲିକଙ୍କ ଝିଅ ଗତ ମେ ୨୧ ତାରିଖରେ ଶୌଚ ହେବାକୁ ଯାଇ ଆଉ ଫେରିନଥିଲେ । ଏନେଇ…

ଦୀର୍ଘ ୪୫ଦିନ ପରେ ଭୀମକୁଣ୍ଡରେ ନିଖୋଜ ଛାତ୍ରଙ୍କ ଗଳିତ ଶବ ଉଦ୍ଧାର

ଘଟଗାଁ (କେନ୍ୟୁଜ୍) : କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ପର‌୍ୟ୍ୟଟନ ସ୍ଥଳୀ ଭୀମକୁଣ୍ଡର ଗଣ୍ଡରେ ନିଖୋଜ ହୋଇଥିବା ଛାତ୍ରର ଗଳିତ ଶବ ଦୀର୍ଘ ୪୫ଦିନ ପରେ ଉଦ୍ଧାର ହୋଇଛି । ଗତ ଡିସେମ୍ବର ୨୮ତାରିଖରେ କଟକ ମଧୁପାଟଣା ବିଦ୍ୟାର୍ଥୀ କ୍ଲାସେସ କୋଚିଂ ସେଣ୍ଟରରେ ଅଧ୍ୟୟନ କରୁଥିବା ୪୫ଜଣ ଛାତ୍ରୀଛାତ୍ର ଓ…

ପୁଅକୁ ଖୋଜି ଖୋଜି ମାଆ ଆଖିରୁ ଶୁଖୁନି ଲୁହ, ୮ ବର୍ଷ ହେବ ପୁଅ ନିଖୋଜ

କଟକ (କେନ୍ୟୁଜ୍) : ପୁଅକୁ ଖୋଜି ଖୋଜି ମାଆ ଆଖିରୁ ଲୁହ ଶୁଖୁନି। ୮ ବର୍ଷ ହେବ ପୁଅ ନିଖୋଜ । କଟକ ଜିଲ୍ଲା ମାହାଙ୍ଗା ଲଳିତଗିରି ଗାଁର ଲକ୍ଷ୍ମୀଧର ସାହୁଙ୍କ ୩୦ ବର୍ଷର ପୁଅ ସରୋଜ ସାହୁ। ଲକ୍ଷ୍ମୀଧର ପାରାଦୀପରେ ରହି ବ୍ୟବସାୟ କରନ୍ତି। ତେବେ ୨୦୦୯ ଡିସେମ୍ବର ୧୮ ତାରିଖରେ ସରୋଜ ବାପାଙ୍କ…