Browsing Tag

mosque

ଭାରତରେ କିଏ ଓ କେବେ ତିଆରି କରିଥିଲେ ପ୍ରଥମ ମସଜିଦ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ହିନ୍ଦୁମାନଙ୍କ ବ୍ୟତୀତ ଅନ୍ୟ ଧର୍ମର ଲୋକମାନେ ମଧ୍ୟ ଭାରତରେ ଏକାଠି ରୁହନ୍ତି, ଗତ କିଛି ଦଶନ୍ଧି ଧରି ଏହି ଧାରା କ୍ରମାଗତ ଭାବେ ଚାଲିଛି । ଏହି କାରଣରୁ ଭାରତକୁ ବିବିଧତାର ଦେଶ ମଧ୍ୟ କୁହାଯାଏ । ପ୍ରତ୍ୟେକ ସମ୍ପ୍ରଦାୟ ଏବଂ ଧର୍ମର ନିଜସ୍ୱ ପର୍ବ ଏବଂ ଧାର୍ମିକ ସ୍ଥାନ ଅଛି । ହିନ୍ଦୁମାନଙ୍କ…

ହମାସ ବିରୋଧରେ ଇସ୍ରାଏଲର ବଡ ଏୟାରଷ୍ଟ୍ରାଇକ, ମସଜିଦ ଉପରେ କଲା ବୋମାମାଡ, ୫୦ରୁ ଅଧିକ ମୃତ

ନୂଆଦିଲ୍ଲୀ : ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ହାମାସ ଉପରେ ସବୁଠାରୁ ବଡ ଏୟାର ଷ୍ଟ୍ରାଇକ୍ କରିଛି। ଆଜି ପାଲେଷ୍ଟାଇନର ୱେଷ୍ଟ ବ୍ୟାଙ୍କରେ ଥିବା ଏକ ମସଜିଦ ଉପରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ। ଆକ୍ରମଣରେ ୫୦ରୁ ଅଧିକ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛି…

ଆଫଗାନିସ୍ତାନ: ମସ୍‌ଜିଦରେ ଚାଲିଥିଲା ଅନ୍ତିମ ସଂସ୍କାରର ନମାଜ ପାଠ, ବିସ୍ଫୋରଣରେ ୧୧ ମୃତ

ଆଫଗାନିସ୍ତାନରେ ତାଲିବାନୀ ପ୍ରାଦେଶିକ ଡେପୁଟି ଗଭର୍ଣ୍ଣରଙ୍କ ଅନ୍ତିମ ସଂସ୍କାରର ନମାଜ ପାଠ ବେଳେ ଏକ ବିସ୍ଫୋରଣରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଗତ ସପ୍ତାହରେ ଏକ ଆକ୍ରମଣରେ ଡେପୁଟି ଗଭର୍ଣ୍ଣରଙ୍କ ମୃତ୍ୟୁ ହୋଇଥିଲା। ତାଲିବାନ ସରକାରଙ୍କ ଗୃହ ମନ୍ତ୍ରଣାଳୟ କହିଛି ଯେ ଆଫଗାନିସ୍ତାନର…

ପାକିସ୍ତାନ: ମସ୍‌ଜିଦରେ ନମାଜ ପରେ ଆତ୍ମଘାତୀ ବିସ୍ଫୋରଣ; ୨୫ ଜଣଙ୍କ ମୃତ୍ୟୁ, ୯୦ରୁ ଅଧିକ ଆହତ

ପାକିସ୍ତାନର ପେସାଓ୍ଵାରରେ ଥିବା ଏକ ମସ୍‌ଜିଦ ଉପରେ ଆତ୍ମଘାତୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଏ ପର୍ଯ୍ୟନ୍ତ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। କୁହାଯାଉଛି ଯେ ବିସ୍ଫୋରଣ ଏତେ ଜୋରଦାର ଥିଲା କି, ମସ୍‌ଜିଦର ଏକ ଅଂଶ ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି…

ଆଫଗାନିସ୍ତାନ ମସଜିଦରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଉର୍ଦ୍ଧ୍ୱ ମୃତ, ୨୦ ଗୁରୁତର

ନୂଆଦିଲ୍ଲୀ : ଆଫଗାନିସ୍ତାନର ମସଜିଦ ଉପରେ ଆକ୍ରମଣ ବନ୍ଦ ହେବାର ନା ନେଉନାହିଁ। ଶୁକ୍ରବାର ସନ୍ଧ୍ୟାରେ ରାଜଧାନୀ କାବୁଲର ମସଜିଦରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ସୂତ୍ର ଅନୁଯାୟୀ ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ୫୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ଆକ୍ରମଣ ସମ୍ପର୍କରେ ତାଲିବାନ…

ଲକଡାଉନ ନିୟମ ଭାଙ୍ଗି ମସଜିଦରେ ୨୫ ଜଣ ଲୋକ ନମାଜ ପଢିବାକୁ ହୋଥିଲେ ରୁଣ୍ଡ, ପୋଲିସ ଦ୍ୱାରା ୭ ଗିରଫ

ଗ୍ରେଟର ନୋଏଡାରେ କାରୋନା ଭାଇରସ କାରଣରୁ ଲାଗୁ ହୋଇଥିବା ୧୪୪ ଧାରାକୁ ଉଲଂଘନ କରି ନାମଜ ପଢିବାକୁ ଜମା ହୋଇଥିବା ୭ ଜଣ ଲୋକଙ୍କୁ ପୋଲିସ ଗିରଫ କରିଛି। ପୋଲିସ କହିବାନୁଯାୟୀ ଗ୍ରେଟର ନୋଏଡାର ଜାରଡା ଅଂଚଳରେ ଥିବା କାଲୋଣ୍ଡା ଗାଁରେ ୨୦ ରୁ ୨୫ ଜଣ ଲୋକ ମସଜିଦକୁ ନମାଜ ପଢିବା ପାଇଁ ରୁଣ୍ଡ…

ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମସଜିଦ ଗୁଡିକରେ ସମୁହ ନମାଜ ପାଠ ବନ୍ଦ ନିଷ୍ପତ୍ତି

ଯାଜପୁର ଟାଉନ: କରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଜାରି ରଖିଛି ଉଦ୍ୟମ। ଗତକାଲି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦୀରରେ ସର୍ବସାଧାରଣ ଦର୍ଶନକୁ ବନ୍ଦ ପାଇଁ ପ୍ରଶାସନ ନିଷ୍ପତ୍ତି ନେବା ପରେ ଆଜି ମସଜିଦ ଗୁଡିକରେ ହେଉଥିବା ସମୁହ ନମାଜ ପାଠ ବନ୍ଦ ପାଇଁ…

ବିହାରର ଏପରି ଏକ ଗାଁ ଯେଉଁଠି ନାହାଁନ୍ତି ଜଣେ ହେଲେ ମୁସଲମାନ ପରିବାର, କିନ୍ତୁ ପ୍ରତ୍ୟେକ ଦିନ ମସଜିଦ୍‌ ରେ…

ଦେଶର ଅନେକ ସ୍ଥାନରେ ହିନ୍ଦୁ-ମୁସଲିମଙ୍କ ମଦ୍ୟରେ ସାଂପ୍ରଦାୟିକ ଭେଦଭାବ ସ୍ଥିତି ଏବଂ ଶୁଣିବାକୁ ମିଳିଥାଏ। ସେହିପରି ବିହାରର ନାଳନ୍ଦା ଜିଲ୍ଲାର ଏକ ଗାଁରେ ହିନ୍ଦୁ-ମୁସଲମାନମାନଙ୍କର ଏକତା ଦେଖିବାକୁ ମିଳିଥାଏ। ଏହି ଗାଁରେ ଗୋଟିଏ ହେଲେ ମୁସଲମାନ ପରିବାର ନଥିଲେ ମଧ୍ୟ ଏଠାରେ ଅବସ୍ଥିତ…