Browsing Tag

mount everest

ଜାଣଛନ୍ତି କି ଏଭରେଷ୍ଟ ଚଢିବାକୁ କେତେ ଖର୍ଚ୍ଚ ହୁଏ ?

ଦର୍ଶକବନ୍ଧୁ ଦୁନିଆରେ ଏମିତି କେହି ନାହାନ୍ତି ଯିଏ ବୁଲିବାକୁ ପସନ୍ଦ କରନ୍ତିନି । ଆଉ ଯଦି ପାହାଡ ପର୍ବତ ଝରଣା ନଦୀ କଥା କହିବେ ତେବେତ ଇଚ୍ଛା ନତିଲେ ବି ଇଚ୍ଛା ଆପେ ଆପେ ହୋଇଯାଏ । ପ୍ରାୟ କେତେକଙ୍କର ଡ୍ରିମ ଡେଷ୍ଟିନେସନ ପାହାଡିଆ ଅଞ୍ଚଳ ଥାଏ । କିଏ ବୁଲିବାକୁ ଆସନ୍ତି ତ କିଏ ଚଢିବାକୁ ।…

ମାଉଣ୍ଟ ଏଭେରେଷ୍ଟକୁ ଛୁଇଁଲା କରୋନା ଭାଇରସ, ୧୦୦ରୁ ଅଧିକ ପର୍ବତାରୋହୀ ମିଳିଲେ ସଂକ୍ରମିତ !

କରୋନା ଭାଇରସ ଦୁନିଆର ସବୁଠାରୁ ଉଚ୍ଚ ପର୍ବତ ମାଉଣ୍ଟ ଏଭେରେଷ୍ଟ ପର୍ଯ୍ୟନ୍ତ ବି ପହଞ୍ଚି ଯାଇଛି। ପର୍ବତାରୋହଣ ସହ ଜଡ଼ିତ ଜଣେ ଏକ୍ସପର୍ଟଙ୍କ ମୁତାବକ, ଅତି କମରେ ୧୦୦ ଜଣ ପର୍ବତାରୋହୀ ଏବଂ ସହଯୋଗୀକର୍ମୀ କୋଭିଡ ସଂକ୍ରମିତ ମିଳିଛନ୍ତି। ଯଦିଓ ନେପାଳର ଅଧିକାରୀମାନେ ଏହାକୁ ଅସ୍ୱୀକାର…

ଦୁନିଆର ସବୁଠାରୁ ଉଚ୍ଚ ପର୍ବତ ଏଭରେଷ୍ଟରେ ପହଞ୍ଚିଲା କରୋନା, ମାଉଣ୍ଟ ଏଭରେଷ୍ଟରେ ମିଳିଲା ପ୍ରଥମ ପଜିଟିଭ ରିପୋର୍ଟ

କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। କରୋନା ଏବେ ଦୁନିଆର ସବୁଠାରୁ ଉଚ୍ଚ ସ୍ଥାନ ଏଭରେଷ୍ଟରେ ପହଞ୍ଚିସାରିଛି। ସୂଚନା ମୁତାବକ, ମାଉଣ୍ଟ ଏଭରେଷ୍ଟର ବେସ୍‌ କ୍ୟାମ୍ପରେ ରହିଥିବା ଜଣେ ପର୍ବତାରୋହୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହା ପରେ ତାଙ୍କ ହେଲିକ୍ଟେପର ଜରିଆରେ…

ବଢୁଛି ମାଉଣ୍ଟ ଏଭରେଷ୍ଟ, ପୂର୍ବ ଅପେକ୍ଷା ଉଚ୍ଚତା ୮୬ ସେଣ୍ଟିମିଟର ବୃଦ୍ଧି ପାଇଛି

କେନ୍ୟୁଜ୍(ବ୍ୟୁରୋ):  ଆସିଲା ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗର ନୂଆ ଉଚ୍ଚତା । ଏଭରେଷ୍ଚର ନୂଆ ଉଚ୍ଚତା ୮ ହଜାର ୮୪୮ ମିଟର ୮୬ ସେଣ୍ଟିମିଟର । ଏନେଇ ନେପାଳ ବୈଦେଶୀକ ବ୍ୟାପାର ମନ୍ତ୍ରୀ ଘୋଷଣା କରିଛନ୍ତି । ନେପାଳ ଓ ଚାନ ପକ୍ଷରୁ ମିଳିତ ସର୍ଭେ ପରେ ବିଶ୍ୱର ସବୁଠାରୁ ଉଚ୍ଚ ପର୍ବତ ମାଉଣ୍ଟ…

ଏଭରେଷ୍ଟକୁ ରାସ୍ତା ଦେଖାଉଛି ୯୮ ବର୍ଷ ଧରି ପଡ଼ି ରହିଥିବା ସତେଜ ଶବ

ଆଜି ହେଉଛି ଅନ୍ତର୍ଜାତୀୟ ପର୍ବତ ଦିବସ। ପ୍ରତିବର୍ଷ ଡିସେମ୍ବର ୧୧ ତାରିଖକୁ ଅନ୍ତର୍ଜାତୀୟ ପର୍ବତ ଦିବସ ଭାବେ ପାଳନ କରାଯାଉଛି। ଆଜିର ଦିନକୁ ପାଳନ କରିବା ଅବସରରେ ପର୍ବତ ଆରୋହଣ କରୁଥିବା ସାହସୀ ଆରୋହଣକାରୀଙ୍କୁ ଉତ୍ସାହିତ କରାଯିବା ସହ ପର୍ବତକୁ ନଷ୍ଟ ନ କରିବା ପାଇଁ ପରାମର୍ଶ ଦିଆଯାଏ।…