Browsing Tag

Mukhtar Ansari

ମୁଖତାର ଅନସାରୀଙ୍କ କବରରେ ଫାତିହା ପଢିବାକୁ ଯିବେ ପୁଅ ଅବାସ ଅନସାରୀ, ସୁପ୍ରିମକୋର୍ଟ ଦେଲେ ଅନୁମତି

ଅବାସ ଅନସାରୀକୁ ବାପା ମୁଖତାର ଅନସାରୀଙ୍କ କବରରେ ଫାତିହା-ଖ୍ଵାନୀ ପଢିବା ପାଇବା ପାଇଁ ଜେଲରୁ ବାହାରକୁ ଆସିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଆଜି ସନ୍ଧ୍ୟା ୫ଟା ପୂର୍ବରୁ କାସଗଂଜରୁ ଗାଜିପୁର ଯିବାକୁ ଅନୁମତି ମିଳିଛି । ଆସନ୍ତାକାଲି ସକାଳ ଫାତିହା ପଢିସାରିବା ପରେ ତାଙ୍କୁ…

ମୁଖତାର ଅନସାରୀଙ୍କ ଘରେ ପହଞ୍ଚିଲେ ଅଖିଳେଶ ଯାଦବ, ଗ୍ୟାଙ୍ଗ୍‌ଷ୍ଟାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପରିବାରକୁ ଦେଲେ…

ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଆଜି ଉତ୍ତର ପ୍ରଦେଶର ଗାଜିପୁର ଯାଇଛନ୍ତି । ଅଖିଳେଶ ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀଙ୍କ ଘରକୁ ଯାଇ ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମୁଖତାରଙ୍କ ମୃତ୍ୟୁ ପରେ ସପା ସୁପ୍ରିମୋ ପ୍ରଥମ ଥର ଗାଜିପୁର ଗସ୍ତ କରିଛନ୍ତି । ଏହି ସମୟରେ…

ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀଙ୍କ ଶେଷକୃତ୍ୟରେ ଅସମ୍ଭାଳ ଭିଡ଼, ନାରା ଲଗାଇଲେ ସମର୍ଥକ

ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀଙ୍କ ଶେଷକୃତ୍ୟ ଆଜି ହେବ । ଏଥିପାଇଁ ଶଶ୍ମାନ ବାହାରେ ଲକ୍ଷାଧିକ ଲୋକଙ୍କ ଭିଡ ଜମିଛି । କଡ଼ା ସୁରକ୍ଷା ବଳୟ ଭିତରେ ଉତ୍ତର ପ୍ରଦେଶ ଗାଜିପୁରରେ ଶେଷକୃତ୍ୟ ହେବ । ଶେଷକୃତ୍ୟ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଗାଜିପୁର ଓ…

ମାଫିଆ ଡନ୍‌ ମୁଖତାର ଅନସାରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ୟୁପିରେ ୧୪୪ ଧାରା; ହତ୍ୟା ଅଭିଯୋଗ ଆଣିଲେ ପୁଅ

ଉତ୍ତର ପ୍ରଦେଶରେ ମାଫିଆ ଡନ୍‌ରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ସାରା ରାଜ୍ୟରେ ୧୪୪ ଧାରା ଜାରି । ତେବେ ଅନସାରୀଙ୍କ ପୁଅ ଅଭିଯୋଗ କରିଛନ୍ତି ଯେ ତାଙ୍କ ବାପାଙ୍କୁ ‘ସ୍ଲୋ ପଏଜନ୍’ ଦେଇ ହତ୍ୟା କରାଯାଇଛି । ଏହି ଘଟଣାରେ ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ…

ଜେଲରେ ବିଗିଡିଲା ମାଫିଆ ମୁଖତାର ଅନସାରୀଙ୍କ ସ୍ୱାସ୍ଥ୍ୟବସ୍ଥା, ଆଇସିୟୁରେ ଭର୍ତ୍ତି

ଉତ୍ତର ପ୍ରଦେଶ ସ୍ଥିତ ବାନ୍ଦା ଜେଲରେ ଥିବା କୁଖ୍ୟାତ ମାଫିଆ ମୁଖତାର ଅନସାରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି । ବାନ୍ଦା ସ୍ଥିତ ହସ୍ପିଟାଲ ICUରେ ତାଙ୍କର ଚିକିତ୍ସା ଚାଲିଛି । ଏନେଇ ହସ୍ପିଟାଲ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କିଛି ଦିନ ପୂର୍ବରୁ ମୁଖତାର ଅନସାରୀ…

ପୂର୍ବତନ ବିଧାୟକ ମୁଖତାର ଅନ୍‌ସାରୀଙ୍କୁ ଆଜୀବନ କାରାଦଣ୍ଡ, ୩୬ ବର୍ଷ ପୁରୁଣା ମାମଲାରେ କୋର୍ଟଙ୍କ ଦଣ୍ଡାଦେଶ

ଉତ୍ତର ପ୍ରଦେଶର ବାନ୍ଦା ଜେଲ୍‌ରେ ଥିବା ମାଫିଆ ମୁଖତାର ଅନ୍‌ସାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ନକଲି ଆର୍ମସ୍‌ ଲାଇସେନ୍ସ ମାମଲାରେ ଏହି ଦଣ୍ଡାଦେଶ ହୋଇଛି । ବାରାଣସୀର ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟ ମଙ୍ଗଳବାର ଅନ୍‌ସାରୀଙ୍କୁ ୩୬ ବର୍ଷ ପୁରୁଣା ମାମଲାରେ ଦୋଷୀ ସାବ୍ୟସ୍ତ…

ମାଫିଆ ମୁଖତାର୍‌ ଅନ୍‌ସାରୀଙ୍କୁ ବଡ଼ ଝଟ୍‌କା; ଗ୍ୟାଙ୍ଗ୍‌ଷ୍ଟାର ମାମଲାରେ ୧୦ ବର୍ଷ ଜେଲ୍‌, ୫ ଲକ୍ଷ ଟଙ୍କା ଜରିମାନା

ମାଫିଆ ମୁଖତାର୍‌ ଅନ୍‌ସାରୀଙ୍କୁ ବଡ଼ ଝଟ୍‌କା। ଗାଜିପୁରର ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟ ଗ୍ୟାଙ୍ଗ୍‌ଷ୍ଟାର ମାମଲାରେ ଅନ୍‌ସାରୀଙ୍କୁ ୧୦ ବର୍ଷର ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ ୫ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି। ଏହି ମାମଲାରେ ସୋନୁ ଯାଦବଙ୍କୁ ୫ ବର୍ଷର ଦଣ୍ଡାଦେଶ ହୋଇଛି ଏବଂ…

ଗ୍ୟାଙ୍ଗଷ୍ଟର ମାମଲାରେ ମୁଖତାର ଅନସାରୀଙ୍କୁ ବଡ଼ ଆଶ୍ୱସ୍ତି, ଆଲାହାବାଦ ହାଇକୋର୍ଟରୁ ମିଳିଲା ଜାମିନ

ଗ୍ୟାଙ୍ଗଷ୍ଟର ମାମଲାରେ ମୁଖତାର ଅନସାରୀଙ୍କୁ ଜାମିନ ମିଳିଛି । ଟ୍ରାଏଲ କୋର୍ଟରୁ ମିଳିଥିବା ୧୦ ବର୍ଷ କାରାଦଣ୍ଡାଦେଶ ଉପରେ ନିଷ୍ପତ୍ତି ଶୁଣାଇଛନ୍ତି ଆଲାହାବାଦ ହାଇକୋର୍ଟ । ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ମଞ୍ଜୁର ଦେଇଛନ୍ତି । ଏହାସହିତ ୫ ଲକ୍ଷ ଟଙ୍କାର ଜରିମାନା ଉପରେ ମଧ୍ୟ ରହିତାଦେଶ…

ରକ୍ତରଞ୍ଜିତ ହେଲା ଲକ୍ଷ୍ନୌ କୋର୍ଟ ପରିସର, ବ୍ରହ୍ମଦତ୍ତ ଦ୍ୱିବେଦୀ ହତ୍ୟାକାଣ୍ଡର କୁଖ୍ୟାତ ଅପରାଧୀଙ୍କୁ ଗୁଳି କରି…

ୟୁପିର ରାଜଧାନୀ ଲକ୍ଷ୍ନୌରୁ ଏକ ବଡ଼ ଖବର ଆସିଛି। ଲକ୍ଷ୍ନୌ କୋର୍ଟରେ ସଞ୍ଜୀବ ଜୀଭା ନାମକ ଅପରାଧୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସଞ୍ଜୀବ ଜୀଭା ମାଫିଆ ମୁଖତାର୍‌ ଅନସାରୀଙ୍କ ଘନିଷ୍ଠ ଥିଲେ। ସେ ୟୁପିର ପୂର୍ବତନ ଶକ୍ତି ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବ୍ରହ୍ମଦତ୍ତ ଦ୍ୱିବେଦୀଙ୍କ…

ବହୁ ଚର୍ଚ୍ଚିତ ଅବଧେଶ ରାୟ ହତ୍ୟା ମାମଲାରେ ମୁଖତାର୍‌ ଅନସାରୀଙ୍କୁ ଆଜୀବନ କାରାଦଣ୍ଡ, ୧ ଲକ୍ଷ ଟଙ୍କା ଜରିମାନା

ବାରାଣସୀର ଏମ୍‌ପି ଏମ୍‌ଏଲ୍‌ଏ କୋର୍ଟ ଅବଧେଶ ରାୟ ହତ୍ୟା ମାମଲାରେ ବାନ୍ଦା ଜେଲରେ ଥିବା ମାଫିଆ ମୁଖତାର ଅନସାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ଅନସାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଯାଇଛି। କହି ରଖୁଛୁ ଯେ ଏହି ହତ୍ୟା ମାମଲାରେ ନ୍ୟାୟ ପାଇବାକୁ…

୩୨ ବର୍ଷ ପରେ ଆସିଲା କୋର୍ଟଙ୍କ ରାୟ; ଅବଧେଶ ରାୟ ହତ୍ୟା ମାମଲାରେ ମୁଖତାର ଅନ୍‌ସାରୀ ଦୋଷୀ ସାବ୍ୟସ୍ତ

ମୁଖତାର ଅନସାରୀଙ୍କ ସହ ଜଡ଼ିତ ୩୨ ବର୍ଷ ପୁରୁଣା ଏକ ହତ୍ୟା ମାମଲାରେ ସୋମବାର ବାରାଣସୀର ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ରାୟ ଦେଇଛନ୍ତି। ବାରାଣସୀ କୋର୍ଟ ନିଜର ନିଷ୍ପତ୍ତି ଶୁଣାଇ ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅବଧେଶ ରାୟ ହତ୍ୟାକାଣ୍ଡରେ କୋର୍ଟ ମୁଖତାର ଅନସାରୀଙ୍କୁ ଦୋଷୀ…

ସାଂସଦ ମୁଖତାର ଅସାଂରୀକୁ ୧୦ ବର୍ଷ ଜେଲ୍‌ ଓ ୫ ଲକ୍ଷ ଜରିମାନା, ତା’ର ଭାଇ ଅଫଜଲକୁ ୪ ବର୍ଷ ଜେଲ୍‌

ଲକ୍ଷ୍ନୌ : ବାହୁବଳୀ ନେତା ମୁଖତାର୍‌ ଅନସାରୀ ଓ ତା’ର ଭାଇ ଅଫଜଲ ଅନସାରୀକୁ ଅପହରଣ ଓ ହତ୍ୟା ମାମଲାରେ ଗାଜିପୁର ଏମପି-ଏମଏଲଏ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି । ଗତ ଶନିବବାର କୋର୍ଟ ମୁଖତାରକୁ ୧୦ ବର୍ଷ ଜେଲ୍‌ ଦଣ୍ଡ ସହ ୫ ଲକ୍ଷ ଜରିମାନା ଓ ତା’ର ଭାଇ ଅଫଜଲକୁ ୪ ବର୍ଷ ଜେଲ ଦଣ୍ଡ ରାୟ…