Browsing Tag

Mumbai rain

ପୁଣି ଅଧାରାସ୍ତାରେ ଝୁଲିଲା ମନୋରେଲ୍, ଯାତ୍ରୀ ଭୟଭୀତ

ମୁମ୍ବାଇ : ମହାରାଷ୍ଟ୍ରରେ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି । ରବିବାର ରାତିରେ ପ୍ରବଳ ବର୍ଷା ହୋଇ ମୁମ୍ବାଇର ବିଭିନ୍ନ ସ୍ଥାନରେ ପାଣି ଜମିଛି । ଏହାରି ମଧ୍ୟରେ ମୁମ୍ବାଇର ୱଡାଲା ଅଞ୍ଚଳରେ ଏକ ମନୋରେଲ ଠପ୍ ହୋଇଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମନୋରେଲ ଅଧାରାସ୍ତାରେ ଠପ୍ ହୋଇଯାଇଛି ।…

ମୁମ୍ବାଇ ବର୍ଷାରୁ ବର୍ତ୍ତି ପାରିଲାନି ଅମିତାଭଙ୍କ ପ୍ରତୀକ୍ଷା, ପାଣିରେ ବୁଡି ରହିଛି ବଙ୍ଗଳା

ପ୍ରବଳ ବର୍ଷାରେ ଉବୁଟୁବୁ ମୁମ୍ବାଇ । ଏହି ବର୍ଷା ଯୋଗୁଁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଳିଉଡ ଷ୍ଟାରଙ୍କ ପର୍ଯ୍ୟନ୍ତ ସମସ୍ତେ ଅସୁବିଧାର ସାମ୍ନା କରୁଛନ୍ତି । ତେଣୁ ଅଗଷ୍ଟ ୨୧ ପର୍ଯ୍ୟନ୍ତ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହି ସବୁ ସମସ୍ୟାରୁ ବାଦ୍ ପଡିନାହାଁନ୍ତି ବଳିଉଡର…

ବିଦ୍ୟୁତ ସରବରାହ ବନ୍ଦ ଯୋଗୁଁ ଫସିଯାଇଥିଲା ମୋନୋ ରେଲ୍, ଅଣନିଶ୍ବାସୀ ହେବାରୁ ଯାତ୍ରୀମାନେ ଡେଇଁବାକୁ କରିଥିଲେ ଉଦ୍ୟମ

ମୁମ୍ବାଇ : ପ୍ରବଳ ବର୍ଷା ଯୋଗୁଁ ଆର୍ଥିକ ସହର ଠପ୍ ହୋଇଯାଇଛି । ବର୍ଷା ଯୋଗୁଁ ରେଳ, ବସ୍, ବିମାନ ସେବା ସଂପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ବର୍ଷାର ପ୍ରଭାବ ମୋନୋରେଲ୍ ଉପରେ ମଧ୍ୟ ପଡିଛି । ପ୍ରବଳ ବର୍ଷା ମଧ୍ୟରେ ଆଜି ମୁମ୍ବାଇରେ ଏକ ମୋନୋ ରେଲ୍ ଟ୍ରେନ୍ ଫସି ଯାଇଥିଲା । ଏଥିଯୋଗୁଁ…

ମୁମ୍ବାଇରେ ବର୍ଷା ତାଣ୍ଡବ: ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ, ଯାତାୟାତ ଠପ୍

କେବେ କାହା ପାଇଁ ଅଟକୁଥିବା ସହରର ଗତିକୁ ଆଜି ରୋକି ଦେଇଛି ଜଳ । ବର୍ଷା ଯୋଗୁଁ ଆଜି ଠପ୍ ହୋଇଯାଇଛି ସ୍ୱପ୍ନର ସହର ମୁମ୍ବାଇର ଗତି । ପରିସ୍ଥିତି ଏପରି ଯେ ରାସ୍ତାଘାଟ ସବୁକିଛି ଜଳମଗ୍ନ । ଯୁଆଡେ ଚାହିଁବ ଖାଲି ପାଣି ହିଁ ପାଣି । ବୁଡ଼ିଯାଇଛି ରାସ୍ତା ଘାଟ, ବିମାନବନ୍ଦର ଓ ସହରର ଅନେକ…

ଲଗାଣ ବର୍ଷା ଯୋଗୁଁ ମୁମ୍ବାଇରେ ହାଇଆଲର୍ଟ, ସ୍କୁଲ ଓ କଲେଜ ବନ୍ଦ, ଜାରି ହେଲା ଆଡଭାଇଜରି

ମୁମ୍ବାଇ : ଲଗାଣ ବର୍ଷାରେ ବୁଡ଼ିଲା ମାୟାନଗରୀ । ଲଗାତାର ତୃତୀୟ ଦିନରେ ମୁମ୍ବାଇରେ ମୁଷଳଧାରା ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଫଳରେ ଦେଶର ଆର୍ଥିକ ସହରର ବହୁ ଅଞ୍ଚଳ ଜଳମଗ୍ନ ହୋଇଛି । IMD ପକ୍ଷରୁ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳ, ପାଇଁ ରେଡ୍ ଆଲର୍ଟ ଜାରି କରିଛି । ତଳିଆ ଅଞ୍ଚଳରେ…

ପ୍ରବଳ ପବନ ବହିବା ସାଙ୍ଗକୁ ମୁମ୍ବାଇରେ ବର୍ଷା ଜାରି, ରାସ୍ତା ଉପରେ ଜମିଛି ୬ ଫୁଟ ଉଚ୍ଚତାର ପାଣି

ମୁମ୍ବାଇ: ପ୍ରବଳ ବର୍ଷାରେ ଉବୁଟୁବୁ ମାୟାନଗରୀ । ମୁମ୍ବାଇରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଦାଉ ସାଧିଛି । ଲଗାଣ ବର୍ଷା ଯୋଗୁ ମୁମ୍ବାଇ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଚଳିତ ବର୍ଷ ରାଜ୍ୟକୁ ମୌସୁମୀ ଶୀଘ୍ର ଆସିଛି ଫଳରେ ବର୍ଷା ଲାଗି ରହିଛି । ଗତ ୨୪ ଘଣ୍ଟାରେ ୧୦୦ ମିଲିମିଟରୁ ଅଧିକ…

ବର୍ଷାରେ ବେହାଲ୍ ମୁମ୍ବାଇ, ୭୫ ବର୍ଷ ପରେ ମୁମ୍ବାଇକୁ ସବୁଠୁ ଶୀଘ୍ର ପ୍ରବେଶ କରିଛି ମୌସୁମୀ

ମୌସୁମୀ ବର୍ଷାରେ ବେହାଲ୍ ହୋଇପଡିଛି ମାୟାନଗରୀ ମୁମ୍ବାଇ । ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏଥିସହିତ ବିଗତ ୭୫ ବର୍ଷ ପରେ ମୁମ୍ବାଇକୁ ସବୁଠୁ ଶୀଘ୍ର ପ୍ରବେଶ କରିଛି ମୌସୁମୀ । ଭାରତୀୟ ପାଣିପାଗ ବିଭାଗ ଅନୁସାରେ, ସାଧାରଣତଃ ଜୁନ୍ ୧୧ ତାରିଖ ବେଳକୁ…

ପ୍ରବଳ ବର୍ଷାରେ ବେହାଲ୍ ମୁମ୍ବାଇ, ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି କଲା ଏୟାର ଇଣ୍ଡିଆ

ମୁମ୍ବାଇରେ ପ୍ରବଳ ବର୍ଷା ଓ ଝଡ଼ ତୋଫାନ ଲାଗି ରହିଛି । ପ୍ରବଳ ବର୍ଷା ଯୋଗୁଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ଓ ଝଡ ତୋଫାନ କାରଣରୁ ଭିଜିବିଲିଟ କମ୍ ଦେଖିବାକୁ ମିଳିଛି । ତେଣୁ ବର୍ଷାର ପ୍ରଭାବ ଯାତାୟତ ଉପରେ ପଡିଛି । ବିମାନ ପରିଚାଳନା ପ୍ରଭାବିତ ହେବା ସହିତ ଏୟାର…

ମୁମ୍ବାଇରେ ପ୍ରବଳବର୍ଷା, ୩୧୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ନିର୍ଦ୍ଦେଶ

ମୌସୁମୀ କେରଳ ଛୁଇଁବା ପରେ ଭାରତର ବିଭିନ୍ନ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ରାଜଧାନୀ ଦିଲ୍ଲୀ ବ୍ୟତୀତ ମୁମ୍ବାଇରେ ଗତକାଲି ଅଧରାତିରୁ ବର୍ଷା ଲାଗି ରହିଛି । ଫଳରେ ମେଟ୍ରୋ, ବିମାନ ଉଡ଼ାଣ ପ୍ରଭାବିତ ହୋଇଛି । ମେଟ୍ରୋ…

ପାଣିରେ ଉବୁଟୁବୁ ମାୟାନଗରୀ: ସ୍କୁଲ କଲେଜ ବନ୍ଦ, ରେଳ ଓ ବିମାନ ସେବା ପ୍ରଭାବିତ

ମହାରାଷ୍ଟ୍ରରେ କାଚୁଛି ପ୍ରବଳ ବର୍ଷା । ପ୍ରବଳ ବର୍ଷାରେ ବେହାଲ ମାୟାନଗରୀ । ଲଗାତାର ବର୍ଷା ଯୋଗୁ ଜଳବନ୍ଦୀ ହୋଇଛି ଆର୍ଥିକ ରାଜଧାନୀ ମୁମ୍ବାଇ । ଗତ ୨୪ ଘଣ୍ଟା ଧରି ଲଗାତାର ବର୍ଷୁଛି । ଯାତାୟତ ଠପ, ଅସ୍ତବ୍ୟସ୍ତ ଜନଜୀବନ ହୋଇପଡିଛି । ରାସ୍ତା ପାଲଟିଛି ସମୁଦ୍ର । ପାଣିପାଗ ବିଭାଗ…

ମୁମ୍ବାଇ: ପ୍ରବଳ ବର୍ଷା ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ, ଯାତ୍ରୀଙ୍କୁ ଆଲର୍ଟ କରୁଛି ଏୟାରଲାଇନ୍ସ

ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହେବା ଯୋଗୁଁ ମୁମ୍ବାଇ ଓ ପୁଣେ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଯାହାର ପ୍ରଭାବ ବିମାନ ଚଳାଚଳ ଉପରେ ମଧ୍ୟ ପଡିଛି । ଏୟାରଲାଇନ୍ସ କମ୍ପାନୀ ନିଜ ଯାତ୍ରୀଙ୍କ ବିମାନ ଉଡାଣ ଓ ଅବତରଣକୁ ନେଇ ଆଲର୍ଟ ଜାରି କରିଛି । ଇଣ୍ଡିଗୋ ଏୟାରଲାଇନ୍ସ ମୁମ୍ବାଇରେ…

ମୁମ୍ବାଇ ଓ ପୁଣେରେ ବର୍ଷା ତାଣ୍ଡବ : କରେଣ୍ଟ ଲାଗି ୩ ମୃତ, ସ୍କୁଲ ଓ କଲେଜ ବନ୍ଦ

ମହାରାଷ୍ଟ୍ରରେ ପ୍ରବଳ ବର୍ଷା । ପାଣି ଘେରରେ ମୁମ୍ବାଇ ଏବଂ ପୁଣେ ସହର । ତଳିଆ ଅଞ୍ଚଳରେ ରାସ୍ତାଘାଟ, ଘରଦ୍ୱାର ବୁଡ଼ିଛି । ରାସ୍ତାରେ ଲହଡି ଭାଙ୍ଗୁଛି ବନ୍ୟା ପାଣି । ରାତିସାରା ପ୍ରବଳ ବର୍ଷା ହେବା ଯୋଗୁଁ ଅନେକ ଅଞ୍ଚଳ ବୁଡି ରହିଛି । ଲୋକମାନେ ଘରେ ଫଶିଛନ୍ତି । ପ୍ରବଳ ବର୍ଷା ଯୋଗୁ ଏଠାକାର…