Browsing Tag

murder in bhubaneswar

ରାଜଧାନୀରେ ପୁଣି ବୀଭତ୍ସ ହତ୍ଯା ! ସ୍ତ୍ରୀକୁ ପିଟି ପିଟି ମାରିଦେଲା ମଦ୍ୟପ ସ୍ୱାମୀ

ଭୁବନେଶ୍ବର: ରାଜଧାନୀରେ ପୁଣି ବୀଭତ୍ସ ହତ୍ୟା। ସ୍ତ୍ରୀକୁ ପିଟି ପିଟି ମାରିଦେଲା ମଦ୍ୟପ ସ୍ୱାମୀ। ମୈତ୍ରିବିହାର ଲକ୍ଷ୍ମୀପୁର ସାନ୍ତାଳ ବସ୍ତିରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ମହିଳା ମାମିନା ପୂର୍ତ୍ତି। ପୋଲିସ ଅଭିଯୁକ୍ତ ସ୍ୱାମୀ ରଙ୍ଗଲାଲ୍‌ ପୂର୍ତ୍ତିକୁ ଅଟକ ରଖିଛି। ପାରିବାରିକ…

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ ମାମଲାର ତନାଘନା ଜାରି, ଏଯାଏ ମିଳୁନି ମୃତ ମହିଳାଙ୍କ ପରିଚୟ

ଭୁବନେଶ୍ବର: ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ ମାମଲାର ତନାଘନା ଜାରି । ଅଭିଯୁକ୍ତକୁ ଧରିବାକୁ କମିଶନରେଟ ପୋଲିସ ଓ ସାଇଣ୍ଟିଫିକ ଟିମ୍‌ ତନାଘନା ଚଳାଇଛି । ମୃତ ମହିଳାଙ୍କ ପରିଚୟ ମିଳିନି । ସନ୍ଧାନୀ କୁକୁର ପ୍ରାୟ ଏକ ଘଣ୍ଟା ଧରି ଖୋଜାଖୋଜି କରିଥିଲେ ମଧ୍ୟ କଟାମୁଣ୍ଡର କୌଣସି ସନ୍ଧାନ…

ରାଜଧାନୀରେ ଛାତିଥରା ହତ୍ୟାକାଣ୍ଡ: ଭୁନେଶ୍ୱର ଉପକଣ୍ଠ ଅନ୍ଧାରୁଆ ରାସ୍ତାକଡରେ ପଡିଛି ମହିଳାଙ୍କ ମୁଣ୍ଡବିହୀନ ମୃତଦେହ

ଭୁବନେଶ୍ବର: ରାଜଧାନୀରେ ଛାତିଥରା ହତ୍ୟାକାଣ୍ଡ । ମହିଳାଙ୍କୁ କେହି ନୃଶଂସ ଭାବେ ହତ୍ୟା କରିଛି । ରାସ୍ତା କଡରେ ପଡିଛି ମହିଳାଙ୍କ ମୁଣ୍ଡବିହୀନ ମୃତଦେହ। ଭୁନେଶ୍ୱର ଉପକଣ୍ଠ ଅନ୍ଧାରୁଆ ରାସ୍ତା କଡରେ ମୃତଦେହ ପଡିଛି । ଦୁର୍ବୃତ୍ତ ହତ୍ୟା କରିବା ପରେ ମୁଣ୍ଡ କାଟି ଫିଙ୍ଗି ଦେଇଥିବା…

ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଛୁରୀ ଭୁସି ଶ୍ରମିକଙ୍କୁ ହତ୍ୟା, ମୃତକ ଉଦଳା ଅଞ୍ଚଳର ଗୁଜୁରାମ ସିଂ

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଜଣେ ଶ୍ରମିକଙ୍କୁ ହତ୍ୟା । ଗତକାଲି ରାତି ପ୍ରାୟ ୧୦ଟା ବେଳେ ଛୁରୀ ଭୁସି ହତ୍ୟା କରାଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ସହିଦ ନଗର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ମୃତକ ହେଲେ ମୟୂରଭଞ୍ଜ ଉଦଳା ଅଞ୍ଚଳର ଗୁଜୁରାମ ସିଂ । ଅଭିଯୁକ୍ତଙ୍କୁ…

ଭୁବନେଶ୍ୱରରେ ହତ୍ୟାକାଣ୍ଡ , ଚନ୍ଦକା ଥାନା କୃଷ୍ଣପୁରରେ ଯୁବତୀଙ୍କୁ ବୀଭତ୍ସ ହତ୍ୟା

ଭୁବନେଶ୍ୱର(କେନ୍ଯୁଜ୍) : ଭୁବନେଶ୍ୱରରେ ହତ୍ୟାକାଣ୍ଡ । ଚନ୍ଦକା ଥାନା କୃଷ୍ଣପୁରରେ ଯୁବତୀଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି । ୩ ଦିନ ତଳେ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି । ଯୁବତୀଙ୍କ ଘର ସତ୍ୟବାଦୀ ଥାନା ଅଞ୍ଚଳରେ । ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ କରିଛି ।…