Below header
Browsing Tag

Mysterious Disease

ରାଜସ୍ଥାନ: ଅଜଣା ରୋଗକୁ ନେଇ ଆତଙ୍କିତ ଲୋକେ, ଗଲାଣି ୭ ଶିଶୁଙ୍କ ଜୀବନ; ଅନେକ ଅସୁସ୍ଥ

ନୂଆଦିଲ୍ଲୀ : ରାଜସ୍ଥାନର ସିରୋହି ଜିଲ୍ଲାରେ ଅଜ୍ଞାତ ରୋଗ ହେତୁ ୭ ପିଲାଙ୍କ ମୃତ୍ୟୁକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ପିଲାମାନଙ୍କ ମଧ୍ୟରୁ ତିନିଜଣ ଗୋଟିଏ ପରିବାରର ଥିଲେ ବୋଲି ଜଣାପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ପିଲା ଅସୁସ୍ଥ ଥିବାର କୁହାଯାଉଛି । ଯଦିଓ ଚିକିତ୍ସା ବିଭାଗ…

ଓମିକ୍ରନର ଭୟାବହତା ଭିତରେ ଆଉ ଏକ ରହସ୍ୟମୟ ରୋଗ! ଏ ପର୍ଯ୍ୟନ୍ତ ୮୯ ଲୋକଙ୍କର ଜୀବନ ନେଲାଣି; ନମୁନା ସଂଗ୍ରହ ପାଇଁ…

କରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ ବିପଦ ଭିତରେ ଆଫ୍ରିକାରେ ଏକ ରହସ୍ୟମୟ ରୋଗ ବ୍ୟାପିବା କଥା ସାମ୍ନାକୁ ଆସିଛି। ଏହି ରୋଗ ଯୋଗୁ ଦକ୍ଷିଣ ସୁଡାନର ଜୋଙ୍ଗଲେଇ ରାଜ୍ୟର ଉତ୍ତର ସହର ଫାଙ୍ଗକରେ ଏ ପର୍ଯ୍ୟନ୍ତ ଅନେକ ଲୋକଙ୍କର ମୃତ୍ୟୁ ଘଟି ସାରିଲାଣି। ଏହି ଖବର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର…

ଆନ୍ଧ୍ରରେ ଅଜଣା ରୋଗ ଆତଙ୍କ, ଜଣେ ମୃତ ୩୪୦ ଆକ୍ରାନ୍ତ

ସାରା ବିଶ୍ୱ ଏବେ କରୋନାରୁ ନିସ୍ତାର ପାଇନଥିବା ବେଳେ ଆନ୍ଧ୍ରପ୍ରଦେଶର ଏଲୁରରେ ଏକ ଅଜଣା ରୋଗ କାୟା ବିସ୍ତାର କରିଛି। ସୂଚନାଯୋଗ୍ୟ, ଏଲୁରରେ ଏହି ଅଜଣା ରୋଗରେ ୩୪୦ ଲୋକ ପୀଡ଼ିତ ହୋଇଛନ୍ତି। ଏନେଇ ପଶ୍ଚିମ ଗୋଦାବରୀ ଜିଲ୍ଲାର ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି, ୧୬୮ ରୁ ଅଧିକ ଲୋକ…