Browsing Tag

mythology

ଦୂରେଇ ଦିଅନ୍ତୁ ଭୁଲଧାରଣା, ଗର୍ଭାବସ୍ଥାରେ ବି କରିପାରିବେ ଏହି ସବୁ ବାରଣ କାର୍ଯ୍ୟ

ମହିଳାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅବସ୍ଥା ହେଉଛି ଗର୍ଭାବସ୍ଥା। ଏହି ସମୟ ସବୁ ନାରୀଙ୍କ ପାଇଁ ବେଶ୍‌ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ନାରୀଟିଏ ଏହି ସମୟରେ ନିଜର ଅଧିକ ଯତ୍ନ ନେଇଥାଏ। ଖାସ୍‌ କରି ଜୀବନଶୈଳୀ ଉପରେ ପୂରା ଧ୍ୟାନ ରଖିଥାଏ। କେବଳ ଗର୍ଭବତୀ ନୁହେଁ, ପରିଜନମାନେ ମଧ୍ୟ ଏହି ସମୟରେ…

ମହାଭାରତରେ ତିନି ଜଣ କୃଷ୍ଣ ଥିଲେ, ଯାହାଙ୍କ ବିଷୟରେ ଆପଣ କେବେ ଜାଣି ନଥିବେ

ଆପଣମାନେ ମହାଭାରତର କାହାଣୀ ପଢିଥିବେ କିମ୍ବା ଟିଭିରେ ଦେଖିଥିବେ । ଏହି ମହାଭାରତର ପୌରାଣିକ କାହାଣୀରେ ଏମିତି କିଛି ରହସ୍ୟମୟ ଚରିତ୍ରମାନ ଥିଲେ ଯାହାଙ୍କ ବିଷୟରେ ଅନେକ ଲୋକ ଜାଣିଛନ୍ତି । କିନ୍ତୁ ଆଉ ଏମିତି କିଛି ରହସ୍ୟ ରହିଛି ଯାହା ବିଷୟରେ କେହି ଜାଣି ନାହାନ୍ତି । ତେବେ ଆସନ୍ତୁ…

ଚାନ୍ଦବାଲି : ହଜିବାକୁ ବସିଲାଣି ଚନ୍ଦନ ଯାତ୍ରାର ମହକ

ଭଦ୍ରକ ଜିଲ୍ଲା ଆରଡିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠ । ଏଠାରେ ଚନ୍ଦନ ଯାତ୍ରା ବେଶ୍ ଯାକଯମକରେ ପାଳନ କରାଯାଏ । ପୂର୍ବରୁ ଏହି ପର୍ବକୁ ଉପଭୋଗ କରିବାକୁ ଭକ୍ତଙ୍କ ଭିଡ଼ ଲାଗୁଥିଲା । ହେଲେ ଏବେ ଚନ୍ଦନ ଯାତ୍ରା ତାର ଆକର୍ଷଣ ହରାଇଛି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ ସେବାୟତମାନେ ।…

ଜାଣିଛନ୍ତି କି, କାହିଁକି ପୂଜା କାର୍ଯ୍ୟରେ ବ୍ୟବହାର କରାଯାଇଥାଏ ତମ୍ବା ପାତ୍ର

ହିନ୍ଦୁ ଧର୍ମର ପୂଜା-ପାଠରେ ପ୍ରାୟତଃ ତମ୍ବା ପାତ୍ର ବ୍ୟବହାର କରାଯାଇଥାଏ। ପୂଜା ସମୟରେ ଯେଉଁ ଜିନିଷ ଆମେ ବ୍ୟବହାର କରିଥାଉ ତାହା ତମ୍ବା, ଅଷ୍ଟଧାତୁ ବା କଂସାରେ ହୋଇଥାଏ। ଧାର୍ମିକ ଦୃଷ୍ଟିକୋଣରୁ ମାନ୍ୟତା ରହିଛି ପୂଜା ସମୟରେ ତମ୍ବା ପାତ୍ର ବ୍ୟବହାର କରିବା ଶୁଭ ହୋଇଥାଏ। କିନ୍ତୁ ଆପଣ…

ଦୈନିକ କରନ୍ତୁ ମହାକଳାଙ୍କର ଏହି ମନ୍ତ୍ର ଜାପ, ଦୂର ହେବ ସମସ୍ୟା ଏବଂ ମିଳିବ ଶିବଙ୍କର ବରଦାନ

ଭଗବାନ ଶିବଙ୍କୁ ତାଙ୍କ ଭକ୍ତ ବିଭିନ୍ନ ନାମରେ ଡାକିଥାନ୍ତି। କିଏ ତାଙ୍କୁ ଭୋଲାନାଥ କହିଥାନ୍ତି ତ କିଏ ମାହାଦେବ କୁହନ୍ତି। ଭଗବାନ ଶିବଙ୍କୁ ତାଙ୍କ ଭକ୍ତମାନେ ବିଭିନ୍ନ ରୁପରେ ପୂଜନ୍ତି। ତାଙ୍କର ପୂଜା ପାଇଁ ଅନେକ ମନ୍ତ୍ରର ଜାପ କରାଯାଇଥାଏ। କିନ୍ତୁ ମହାଦେବଙ୍କର ଏପରି କିଛି ମନ୍ତ୍ର ରହିଛି…

ଆପଣ ଜାଣିଛନ୍ତି କି, ନିଜ ଭାଇଙ୍କ ପାଇଁ ବିଧବା ହୋଇଥିଲେ କୌରବ-ପାଣ୍ଡବଙ୍କ ଏକ ମାତ୍ର ଭଉଣୀ ଦୁଃଶାଳା

ମହାଗ୍ରନ୍ଥ ମହାଭାରତରେ ଏମିତି ଅନେକ କାହାଣୀ ରହିଛି ଯାହା ଆଜି ବି ପାଠକଙ୍କୁ ନୂଆ ଲାଗେ। ସାଧାରଣ ଭାବେ  ଧୃତରାଷ୍ଟ୍ର-ଗାନ୍ଧାରୀଙ୍କ କୌରବ ୧୦୦ ପୁତ୍ର  ଏବଂ ପଣ୍ଡୁ-କୁନ୍ତୀଙ୍କର ପାଣ୍ଡବ ୫ ପୁତ୍ର ଥିବା ବିଷୟ ଜାଣିଛେ । ବିଭିନ୍ନ ସମୟରେ କୌରବ-ପାଣ୍ଡବ ଭାଇ ଏବଂ ସେମାନଙ୍କ ବଧୂମାନଙ୍କ…