Below header
Browsing Tag

nabarangpur news

ନବରଙ୍ଗପୁର: ସୁନା ଶଙ୍ଖ ଠକେଇ ମାମଲାରେ ୨ ଅଭିଯୁକ୍ତ ଗିରଫ, ମୋବାଇଲ ଫୋନ୍ ସହ ଲକ୍ଷେ ଟଙ୍କା ଜବତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଧୋଡ୍ରା ଗାଁରେ ସୁନା ଶଙ୍ଖ ଠକେଇ ମାମଲାରେ ୨ଗିରଫ। ଅଭିଯୁକ୍ତମାନେ ଜମିରୁ ସୁନା ଶଙ୍ଖ ମିଳିଛି କହି ୮ଲକ୍ଷ ଟଙ୍କାରେ ନକଲି ସୁନା ଶଙ୍ଖଙ୍କୁ ଓଡଗାଁର ଫକୀର ମୋହନଙ୍କୁ ବିକ୍ରୀ କରିଥିଲେ । ଉମରକୋଟ ପୋଲିସ ୨ଜଣଙ୍କୁ ଗିରଫ କରିବା ସହ ୨ଟି ମୋବାଇଲ ,ଏକ ଲକ୍ଷ…

ଭଙ୍ଗା ହ୍ୟୁମ୍ ପାଇପ୍‌ ଭିତରେ କଟୁଛି ବୃଦ୍ଧାଙ୍କ ଜୀବନ, ମିଛ ଅପପ୍ରଚାର ଯୋଗୁଁ ସମାଜରୁ ବାସନ୍ଦ କରିଛି ନିଜ ଜନ୍ମ କଲା…

ନବରଙ୍ଗପୁର: ଗାଁ ମୁଣ୍ଡରେ ଦୁଇଖଣ୍ଡ ହୋଇ ପଡ଼ିଛି ପାଣି ପାଇପ୍‌ । ସେଇ ହ୍ୟୁମ୍‌ ପାଇପ୍‌ ପାଲଟିଛି ଏଇ ବୟସ୍କ ମହିଳାଙ୍କ ଘର । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବି ମାଳିଗୁଡା ଗ୍ରାମ ପରଜା ସାହି। ଯେଉଁଠି ଜଣେ ବୃଦ୍ଧା ଗାଁ ଭିତରେ ନିଜର ଘର ଥାଇ ବି ଏଭଳି ହିନସ୍ତା ରହୁଛନ୍ତି ।…

ଆଦିବାସୀଙ୍କ ଅତୁଟ ବିଶ୍ୱାସ: ବର୍ଷା ପାଇଁ ବେଙ୍ଗ ବେଙ୍ଗୁଲି ବିବାହ, ଇନ୍ଦ୍ର ଦେବଙ୍କୁ ପ୍ରସନ୍ନ କରିବାର ପରମ୍ପରା

ନବରଙ୍ଗପୁର: ବାଜା ବଜେଇ ରୋଷଣୀ କରି ଆସୁଛି ବର । ପାଦ ରେ ପାଦ ଆଉ କାନ୍ଧରେ କାନ୍ଧ ମିଶାଇ ନାଚୁଛନ୍ତି ବର ଯାତ୍ରୀ , ପୁରହିତଙ୍କ ମନ୍ତ୍ର ପାଠ ବି ଚାଲିଛି । ପାରମ୍ପରିକ ରୀତିନୀତି ରେ ହସ୍ତଗଣ୍ଠି ଆଉ ଭୋଜି ଭାତର ଆୟୋଜନ ମଧ୍ଯ ହୋଇଛି । ଆପଣ ଭାବୁଥିବେ ଦର୍ଶକ ବନ୍ଧୁ ଏ ବୋଧେ କାହାର ବାହାଘରର…

ନବରଙ୍ଗପୁର: କଣ୍ଟେନମେଣ୍ଟ ଜୋନରେ ପଡିଛି ବାଡ, ହେଲେ ବୋଲ ମାନୁନାହାନ୍ତି ଅମାନିଆ

ନବରଙ୍ଗପୁର: କରୋନା ପାଇଁ ବିଭିନ୍ନ ଅଞ୍ଚଳରେ ବାଡ ପଡିଛି । ଅର୍ଥାତ୍ ପ୍ରବେଶ ଏବଂ ପ୍ରସ୍ଥାନ ଉପରେ ଲଗାମ ଲାଗାଯାଇଛି । ହେଲେ କିଛି ଅମାନିଆଙ୍କ ଉପରେ ବାଡ଼ ପକେଇବ କିଏ? ପ୍ରଶାସନ ଖାଲି ବାଉଁଶ ବାଡ଼ କରିଦେଇ ଚୁପ । ଏଭଳି ଚିତ୍ର କୌଣସି ଗ୍ରାମାଞ୍ଚଳର ନୁହେଁ ଏହା ହଉଚି ନବରଙ୍ଗପୁର ଜିଲ୍ଲା…

ନବରଙ୍ଗପୁର ପୁଟଘର ଗାଁରେ ପୁଣି ବାଘ ଆତଙ୍କ: ବନ ବିଭାଗ ପହଁଚି ଜଙ୍ଗଲର ଦୁଇଟି ସ୍ଥାନରେ କ୍ଯାମେରା ଲଗାଇବା ସହିତ…

ନବରଙ୍ଗପୁର: ଘଞ୍ଚ ଜଙ୍ଗଲ ଓ ପାହାଡ଼ ଘେରା ମଧ୍ୟରେ ଦୁଇ କିଲୋମିଟର ପାଦ ଚଲା ରାସ୍ତା ଅତିକ୍ରମ କରିବା ପରେ ଆସେ ନବରଙ୍ଗପୁର ଜିଲ୍ଲାର  ପୁଟ ଘର ଗାଁ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ପୁଟଘର ଗାଁ ଲୋକ ନିରାଡ଼ମ୍ବର ଭାବେ ସୁଖ,ଶାନ୍ତି ଓ ଖୁସିରେ ଜୀବନ ଜିଉଁ ଥିବା ବେଳେ ଜଙ୍ଗଲ…

ନବରଙ୍ଗପୁର ଚନ୍ଦାହାଣ୍ଡିରେ ଅଭାବନୀୟ ଘଟଣା: ଗୁଣି ସନ୍ଦେହରେ ମାଡ ମାରିବା ସହ ବିଷ୍ଠା ଖୁଆଇବାକୁ ଉଦ୍ୟମ, ୫ ଗିରଫ

ଉମରକୋଟ୍: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ଜମାଦାରପଡା ଗ୍ରାମରେ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତିକୁ ଗୁଣି ସନ୍ଦେହ କରି, ସାପ କାମୁଡାରେ ମୃତ ଯୁବକର ସମ୍ପର୍କୀୟ ଗାଁ ଦାଣ୍ଡରେ ମାଡ ମାରିବା ସହ ବିଷ୍ଠା ଖୁଆଇବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ୫ ଜଣ…

ଆଜିଠୁ ନବରଙ୍ଗପୁର ଜିଲ୍ଲା ସଟ୍‌ଡାଉନ: ସକାଳ ୫ଟାରୁ ୨୨ ତାରିଖ ମଧ୍ୟରାତ୍ରି ଯାଏ କଟକଣା ବଳବତ୍ତର

ନବରଙ୍ଗପୁର: ଆଜିଠୁ ନବରଙ୍ଗପୁର ଜିଲ୍ଲା ସଟ୍‌ଡାଉନ । ସକାଳ ୫ଟାରୁ ଜିଲ୍ଲାରେ ସଟ୍‌ଡାଉନ ଲାଗୁ ହୋଇଛି । ୨୨ ତାରିଖ ମଧ୍ୟରାତ୍ରି ଯାଏ ସଟ୍‌ଡାଉନ ବଳବତ୍ତର ରହିବ । ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ତେବେ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି…

ନବରଙ୍ଗପୁରରେ ଅଭାବନୀୟ ଘଟଣା: ସମ୍ପତ୍ତିକୁ ନେଇ ସାବତ ମା’ର ତଣ୍ଟି ଚିପି ହତ୍ୟା କଲା ପୁଅ

ନବରଙ୍ଗପୁର: ନବରଙ୍ଗପୁରରେ ଅଭାବନୀୟ ଘଟଣା । ସାବତ ମା’କୁ ହତ୍ୟା କଲା ପୁଅ । ଗାଦବାଗୁଡା ସାହିର ଶ୍ରୀଧର ମହାପାତ୍ର ପୁଅ ବିରୋଧରେ ଆଣିଛନ୍ତି ଏହି ଅଭିଯୋଗ। ତାଙ୍କ ପୁଅ ସୂର୍ଯ୍ୟକାନ୍ତ(୩୦), ନିଜ ସାବତ ମା’ ରୁନି(୫୦)ଙ୍କୁ ଗାମୁଛାରେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ।…

ପୁଣି ଅଲୋଡା ହେଲା ମା’ର ମମତା, ରାସ୍ତା କଡ ମକାବାଡିରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘରରେ ଘଟିଛି ଏକ ଅଭାବନୀୟ ଘଟଣା । ପରୋବେଲାରୁ ଚୁରୁରଡି ଯିବା ରାସ୍ତାରେ ଏକ ମକାବାଡ଼ିରେ ଶିଶୁଟିକୁ ଉଦ୍ଧାର କରିଥିଲେ ଗ୍ରାମବାସୀ । ଘଟଣାସ୍ଥଳରେ ଆଶାଦିଦି ପହଞ୍ଚି ଛୁଆଟିକୁ ଉଦ୍ଧାର କରି ପ୍ରଥମେ ଜୋଡିଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିିଥିଲେ…

ସମ୍ପର୍କରେ କଳଙ୍କର ଛିଟା: ପ୍ରେମ ପାଇଁ ଝିଆରୀକୁ ହତ୍ୟା କଲା ସମ୍ପର୍କୀୟ ଦାଦା

ନବରଙ୍ଗପୁର: ଝିଆରୀକୁ ହତ୍ୟା କଲା ସମ୍ପର୍କୀୟ ଦାଦା l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ଗ୍ରାମରେ  l ସୂଚନା ଅନୁଯାୟୀ, ଗ୍ରାମର ଧରଣୀ ଗଣ୍ଡା (୨୪)  ଯିଏକି ନବରଙ୍ଗପୁର କଲେଜରେ ଯୁକ୍ତ ତିନି ଅଧ୍ଯୟନ କରୁଥିଲେ।  ତେବେ ସେହି ଗ୍ରାମର…

ରାସ୍ତା ଖରାପ ଥିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ, ଅଧା ବାଟରେ ଜନ୍ମ ଦେଲେ ପୁତ୍ର ସନ୍ତାନ

ନବରଙ୍ଗପୁର: ଅବ୍ଯବସ୍ଥା ଭିତରେ ଜୀବନ। ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଝରିଗାଁ ବ୍ଲକ ମାଣ୍ଡାଡଙ୍ଗରି ଗାଁରେ । ଗାଁକୁ ଯିବା ପାଇଁ ଭଲ ରାସ୍ତା ନଥିବାରୁ ଠିକଣା ସ୍ଥଳରେ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ । ଯାହାଫଳରେ ଗର୍ଭବତୀଙ୍କୁ…

ପୁଣି ଜନନୀ ଯନ୍ତ୍ରଣା, ରାସ୍ତା ଭଲ ନଥିବାରୁ ଗର୍ଭବତୀଙ୍କୁ କାନ୍ଧେଇ କାନ୍ଧେଇ ନେଲେ ପରିବାର ଲୋକେ

ଉମରକୋଟ: ବର୍ଷା ଋତୁ ଆସିବା ମାତ୍ରେ ଆଜି ମଧ୍ୟ ଏମିତି କିଛି ଗାଁ ଅଛି ଯେଉଁଠି ନୀତି ଦିନିଆ ରାସ୍ତାର ଅବସ୍ଥା ନ କହିବା ଭଲ । କେଉଁଠି ରାସ୍ତା ଭଲ ନଥିବାରୁ ଲୋକେ ଦୀର୍ଘ କିଲୋମିଟର ବାଟ ଚାଲି ଚାଲି ଯାଇଥାନ୍ତି ତ କେଉଁଠି ଡଙ୍ଗାରେ ପାରି ହୋଇ ଏ ଗାଁରୁ ସେ ଗାଁ ଯାଇଥାନ୍ତି । ଏହାସହ …