୬ ଦଫା ଦାବି ନେଇ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ, ରାସ୍ତା ଚଳାଚଳ ଠପ୍
ନବରଙ୍ଗପୁର(କେନ୍ୟୁଜ): ୬ ଦଫା ଦାବି ନେଇ ନବରଙ୍ଗପୁର ବନ୍ଦ ଡାକରା। ନବରଙ୍ଗପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ତରଫରୁ ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ସହରର ବିଭିନ୍ନ ଛକରେ ରାସ୍ତା ଅବରୋଧ କରିଛନ୍ତି।…