Below header
Browsing Tag

national news

ସ୍ତ୍ରୀଙ୍କ ଶେଷ ଇଚ୍ଛା ପୂରଣ କଲେ ବୃଦ୍ଧ; ସରକାରଙ୍କ ହାତକୁ ଟେକିଦେଲେ ନିଜର ଅଚଳାଚଳ ସମ୍ପତ୍ତି! ଜାଣନ୍ତୁ ମୃତ୍ୟୁ…

ଆଜିକାଲି ସୋସିଆଲ ମିଡିଆରେ ହିମାଚଳ ପ୍ରଦେଶର ଜଣେ ବୃଦ୍ଧ ବ୍ୟକ୍ତି ଖୁବ୍‌ ଚର୍ଚ୍ଚାରେ ଅଛନ୍ତି, ଯିଏକି ନିଜ ସ୍ତ୍ରୀଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ନିଜର ପାଞ୍ଚ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଦାନ କରି ଦେଇଛନ୍ତି। ତାଙ୍କ ସ୍ତ୍ରୀଙ୍କର ଗତ ବର୍ଷ ଦେହାନ୍ତ ହୋଇଥିଲା। ସ୍ତ୍ରୀ ଚାହୁଁଥିଲେ…

ଓମିକ୍ରନ ଠାରୁ ଆସିବ ମାରାତ୍ମକ ଭାଇରସ: WHO କହିଲା ଏବେ ଅଧିକ ସଚେତନ ହୋଇଯାଆନ୍ତୁ

ସାରା ବିଶ୍ବରେ ବର୍ତ୍ତମାନ ଆତଙ୍କ ରଚିଛି କୋଭିଡ୍-୧୯। ଏମିତିକି ଦୁନିଆରେ ଓମିକ୍ରନ ପାଇଁ ବଢ଼ିବାରେ ଲାଗିଛି କରୋନା ରୋଗୀଙ୍କ ସଂଖ୍ୟା। ଏଥିପାଇଁ ଅଧିକ ଲୋକଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତି କରାଯାଉଛି ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ଯ ବଢ଼ିଛି । ତେଣୁ ଏହାକୁ ସାଧାରଣ ରୋଗ ନ ଭାବିବା…

ଭାରତରେ ପୁଣି ସୃଷ୍ଟି ହୋଇପାରେ ସାଂଘାତିକ ପରିସ୍ଥିତି! କରୋନା ଦ୍ୱିତୀୟ ଲହର ଭଳି ବଢ଼ିପାରେ ମୃତ୍ୟୁ ମାମଲା; ମିଳିତ…

କରୋନାର ଓମିକ୍ରନ୍ ଭାରିଆଣ୍ଟ ଏବେ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଦିନକୁ ଦିନ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘ ଭାରତକୁ ଚେତାବନୀ ଦେଇଛି। ମିଳିତ ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି ଯେ ଭାରତରେ ୨୦୨୧ ଏପ୍ରିଲରୁ ଜୁନ୍ ମଧ୍ୟରେ କୋଭିଡ-୧୯ର ଡେଲଟା ଭାରିଆଣ୍ଟ ମାରାତ୍ମକ…

ବରଫ ଆଚ୍ଛାଦିତ ଷ୍ଟେସନଗୁଡ଼ିକର ଅଦ୍ଭୁତ ମନଲୋଭା ଦୃଶ୍ୟ ସେୟାର କଲା ଭାରତୀୟ ରେଲୱେ; ଥରେ ଆପଣ ବି ନଜର ପକାନ୍ତୁ…

ବର୍ତ୍ତମାନ ଉତ୍ତର ଭାରତ ଶୀତ ଲହରୀର ସାମ୍ନା କରୁଛି। କାଶ୍ମୀର ଏବଂ ହିମାଚଳ ପ୍ରଦେଶ ସମେତ ଅନେକ ପର୍ଯ୍ୟଟନ ସ୍ଥଳୀରେ ତୁଷାରପାତ ହୋଇଛି। ତୁଷାରରେ ଆଚ୍ଛାଦିତ ହୋଇଥିବା ଅଞ୍ଚଳର ସୁନ୍ଦର ଦୃଶ୍ୟ ଦେଖିବା ବେଶ୍‌ ମନ୍ତ୍ରମୁଗ୍ଧକର ହୋଇଥାଏ। ନିକଟରେ ରେଳ ମନ୍ତ୍ରଣାଳୟ ଟ୍ୱିଟରରେ ବରଫ ଆଚ୍ଛାଦିତ…

ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ ମା’ଙ୍କୁ କଂଗ୍ରେସ ଦେଲା ଟିକେଟ, ୧୨୫ ପ୍ରାର୍ଥୀଙ୍କ ମଧ୍ୟରୁ ୫୦ ଜଣ କେବଳ ମହିଳା

ୟୁପି ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳର ମହାସଚିବ ତଥା କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସାମ୍ବାଦିକ ସମ୍ମିଳନୀରେ ଦଳର ପ୍ରମୁଖ ପ୍ରାର୍ଥୀମାନଙ୍କ ସୂଚନା ଜାରି କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, 'ଆମ ତାଲିକାରେ…

କୋଭିଡ୍‌ ପଜିଟିଭ ଥିଲେ ମଧ୍ୟ ଭୋଟ୍‌ ଦେବେ! ଜାଣନ୍ତୁ ନିର୍ବାଚନ ଆୟୋଗ କହିଲେ କ’ଣ; ବରିଷ୍ଠ, ଦିବ୍ୟାଙ୍ଗଙ୍କ ପାଇଁ…

ଦେଶର ୫ ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ହୋଇ ଯାଇଛି। ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଥିଲା ଯେ ଯେଉଁ ଲୋକ କରୋନାରେ ସଂକ୍ରମିତ ଅଛନ୍ତି, ସେମାନେ ଏଥର କିପରି ମତଦାନ କରିବେ? ଏହି ପ୍ରଶ୍ନର ଉତ୍ତର…

ରାସନ କାର୍ଡ ତାଲିକାରୁ କଟିଯାଇ ନାହିଁ ତ ଆପଣଙ୍କ ନାମ…? ଘରେ ବସି ଏମିତି କରନ୍ତୁ ଚେକ୍‌; ନଚେତ୍‌ ସୁବିଧାରୁ ହେବେ…

ରାସନ କାର୍ଡ ସରକାରଙ୍କ ତରଫରୁ ନାଗରିକମାନଙ୍କୁ ଦିଆଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏହି ଡକ୍ୟୁମେଣ୍ଟରେ କେବଳ ଗରିବ ଲୋକଙ୍କୁ ସବସିଡିଯୁକ୍ତ ରାସନ ମିଳେ ନାହିଁ, ବରଂ ଏହା ପରିଚୟ ପାଇଁ ମଧ୍ୟ ବ୍ୟବହୃତ ହୋଇଥାଏ। ଏହାର ବ୍ୟବହାର ନାଗରିକତ୍ୱର ପ୍ରମାଣ, ଠିକଣା ପ୍ରମାଣ ପାଇଁ ବି…

ଆଇନଗତ ସାହାଯ୍ୟ ମାଗୁଥିବା ମହିଳାଙ୍କୁ ଗ୍ୟାଙ୍ଗ ରେପ, ବଳାତ୍କାରୀ ମଧ୍ୟରେ ଓକିଲ ସାମିଲ

ବର୍ତ୍ତମାନ ଦିନକୁ ଦିନ ଯୁଗ ଯେତେ ବଦଳୁଛି ସେତିକି ମାତ୍ରାରେ ବଢିବାରେ ଲାଗିଛି ଅନ୍ୟାୟ ଓ ଅତ୍ୟାଚାର । ଏମିତିକି ଯିଏ ଅଇନ ର ରକ୍ଷା କରିବା କଥା ଓ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା କଥା ସେମାନେ ହିଁ ପାଲଟି ଯାଉଛନ୍ତି କାକ୍ଷସ । କହିବାକୁ ଗଲେ ଏବେ ଗକ୍ଷକ ସାଜୁଛି ଭକ୍ଷକ । ଯାହାର ଜ୍ୱଳନ୍ତ…

ଦେଶରେ କାୟା ମେଲାଉଛି କୋଭିଡ, ଏହା ପରେ ବି ଭାରତ ଆଫଗାନିସ୍ତାନକୁ ପଠାଇଲା ୫ ଲକ୍ଷ କୋଭାକ୍ସିନ

ବର୍ତ୍ତମାନ ଦେଶରେ କୋଭିଡ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏମିତିକି କରୋନା ଭାଇରସ ନିଜକୁ ଏତେ ମ୍ୟୁଟେଟ କରୁଛି ଯେ ଡେଲ୍ଟା, ଗାମା ଓ ଓମିକ୍ରନ ପରି ଅନେକ ଭାରିଏଣ୍ଟ ଦେଖିବାକୁ ମିଳୁଛି । ପୁଣି କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନ ଆସିବା ପରେ ଏହା ଏତେ ମାତ୍ରାରେ ମାରାତ୍ମକ ନହେଲେ…

ଖୁସି ଖବର! ଦେଶର କୃଷକଙ୍କୁ ସରକାର ଦେଉଛନ୍ତି ୧୫ ଲକ୍ଷ ଟଙ୍କା, ଫଟାଫଟ୍ କରନ୍ତୁ ଆବେଦନ; ଏହା ହେଉଛି ଉପାୟ

କେନ୍ଦ୍ର ସରକାର କୃଷକଙ୍କ ପ୍ରତି ସହାନୁଭୂତି ଦେଖାଇଛନ୍ତି। କୃଷକଙ୍କ ଆୟକୁ ବଢ଼ାଇବା ପାଇଁ ସରକାର ଲଗାତାର ଚେଷ୍ଟା କରୁଛନ୍ତି। ସରକାରଙ୍କ ତରଫରୁ କୃଷକମାନଙ୍କୁ ନୂଆ କୃଷି ବ୍ୟବସାୟ ଆରମ୍ଭ କରିବା ପାଇଁ ୧୫ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ। ଆସନ୍ତୁ ଜାଣିବା, ଆପଣ କିପରି ଏହି ଯୋଜନାର ଲାଭ ଉଠାଇ…

ବାପା, ମାଆ ଓ ଶାଶୁ, ଶ୍ୱଶୁରଙ୍କ ସହିତ ବିତାନ୍ତୁ କ୍ୱାଲିଟି ସମୟ, ସରକାର ଦେଲେ ଦୁଇ ଦିନିଆ ସ୍ପେଶାଲ ଛୁଟି; କେବଳ…

ଆମ ଜୀବନରେ ପରିବାରର କେତେ ମହତ୍ତ୍ୱ ଅଛି, ତାହା ଆମେ ସମସ୍ତେ ଜାଣୁ। ଖାସ୍‌ କରି କରୋନା ମହାମାରୀ ଆମକୁ ପରିବାର ସହିତ ସମୟ ଅତିବାହିତ କରିବାର ମହତ୍ତ୍ୱ ବିଷୟରେ ଏକ ଭଲ ଶିକ୍ଷା ଦେଇ ପାରିଛି। ଭାରତରେ ସବୁବେଳେ ପରିବାରକୁ ହିଁ ଗୁରୁତ୍ୱ ଦିଆଯାଇ ଆସିଛି। ଆମ ପରିବାରରେ ମାଆ, ବାପା ଏବଂ…

୪୫ ଦିନ ଧରି କୋମାରେ ଥିଲେ କରୋନା ସଂକ୍ରମିତ ନର୍ସ! ଏମିତି ରକ୍ଷା ପାଇଲା ଜୀବନ; ସୁସ୍ଥ ହୋଇ ବର୍ଣ୍ଣନା କଲେ କେମିତି…

ଭିୟାଗ୍ରାରୁ କ’ଣ କାହାର ଜୀବନ ରକ୍ଷା ହୋଇ ପାରିବ? ଏହି ପ୍ରଶ୍ନର ଉତ୍ତର ଏବେ ମିଳି ଯାଇଛି। ବ୍ରିଟେନରେ କରୋନା ଭାଇରସ୍ କାରଣରୁ କୋମାକୁ ଚାଲି ଯାଇଥିବା ଜଣେ ନର୍ସଙ୍କ ଜୀବନ ଭିୟାଗ୍ରା ଯୋଗୁ ହିଁ ରକ୍ଷା ପାଇ ଯାଇଛି। ୩୭ ବର୍ଷୀୟା ମୋନିକା ଅଲମେଡା ୪୫ ଦିନ ଧରି କୋମାରେ ଥିଲେ ଏବଂ…