Browsing Tag

nayagarh murder case

ନୟାଗଡ଼ : କାଦୁଆପଡା ଗାଁରେ ସଂଘବଦ୍ଧ ଆକ୍ରମଣ, ଠେଙ୍ଗାରେ ପିଟି ପିଟି ମାରିଦେଲେ ଯୁବକଙ୍କୁ

ନୟାଗଡ଼ (କେନ୍ୟୁଜ୍‌) : ନୟାଗଡ଼ ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ବ୍ୟକ୍ତିଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଇଛନ୍ତି ସଂଘବଦ୍ଧ ବ୍ୟକ୍ତି । ଏଥିରେ ଅନ୍ୟ ଜଣ ଆହତ ହୋଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଳା ଫତେଗଡ ଥାନା କାଦୁଆପଡା ଗାଁରେ ପୂର୍ବ ଶତ୍ରୁତାରୁ ଜଣେ…

ସୀମା ଟପିଲା ବର୍ବରତା: ଗରମ ତେଲ ଢାଳି ଜଣଙ୍କୁ ହତ୍ୟା, ୨ ଗିରଫ

ନୟାଗଡ (କେନ୍ୟୁଜ୍): ବୀଭତ୍ସ ହତ୍ୟା। ଗରମ ତେଲ ଢାଳି ଜଣଙ୍କୁ ହତ୍ୟା । ନୟାଗଡ ଜିଲ୍ଲା ଶରଣକୂଳ ଥାନା ଚଢେଇୟାପଲୀ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ଘଟଣାରେ ଶରଣକୂଳ ପୋଲିସ ୨ଜଣଙ୍କୁ ଗିରଫ କରିଛି । ମୃତକ ସେହି ଗାଁର ମଣିଆ ପ୍ରଧାନ । ବାକି ଟଙ୍କା ମାଗିବାରୁ ମଣିଆଙ୍କୁ ହତ୍ୟା କରିଛନ୍ତି…

ମାନସିକ ବିକାରଗ୍ରସ୍ତ ଜୁଆଡି ପୁଅର ଅତ୍ୟାଚାର ସହି ପାରିଲାନି ମା, ଶେଷରେ କଲା ହତ୍ଯା

ନୟାଗଡ(କେନ୍ଯୁଜ୍):ପୁଅକୁ ହତ୍ୟାକଲା ମାଆ । ମାନସିକ ବିକାର ଗ୍ରସ୍ତ ଜୁଆଡି ପୁଅର ଅତ୍ୟାଚାର ସହି ନପାରି ମାଆ ନିଜ ପୁଅକୁ ହତ୍ୟା କରିଛନ୍ତି । ଅଭିଯୁକ୍ତ ଦୁଇଜଣ ହେଲେ ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ନାହାକପଡା ଗାଁର ପଞ୍ଚୁ ବେହେରା ଓ ସର ବେହେରା । ପୁଅ ସବୁଦିନ ମଦ ପିଇ ଆସି ମାରପିଟ…

ପରୀ ହତ୍ୟା ମାମଲା: ପ୍ରମାଣ ପାଇଁ ଶୁଖାଯିବ ଯଦୁପୁର ପୋଖରୀ! ଏସଆଇଟି ପାଖରେ ଯଥେଷ୍ଟ ପ୍ରମାଣ ଥିବା କହିଲେ ଅରୁଣ…

ନୟାଗଡ଼: ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ନୟାଗଡ଼ ମେଡିକାଲରେ ତାର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଯଦୁପୁର ନିଆଯିବା ପୂର୍ବରୁ ତାକୁ ସର୍କିଟ ହାଉସ ଠାରେ ରଖିଯାଇଥିଲା। ଯଦୁପୁରରେ ଅଭିଯୁକ୍ତ ହତ୍ୟା ଘଟଣାର ଡେମୋ ଦେଖାଇବ। ସ୍ୱାସ୍ଥ୍ୟ ପରୀକ୍ଷା…

ନୟାଗଡ଼ ଯଦୁପୁର ନାବାଳିକା ମୃତ୍ୟୁ ମାମଲା: ହାଇକୋର୍ଟରେ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ ଏସଆଇଟି, ୨୪ରେ ପରବର୍ତ୍ତୀ…

ନୟାଗଡ଼ : ନୟାଗଡ଼ ଯଦୁପୁର ନାବାଳିକା ମୃତ୍ୟୁ ମାମଲାରେ ହାଇକୋର୍ଟରେ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ ଏସଆଇଟି । ତଦନ୍ତର ଅଗ୍ରଗତି ନେଇ ରିପୋର୍ଟ ଦାଖଲ ହୋଇଛି । ଜଉମୁଦ ଲଫାପାରେ ରିପୋର୍ଟ ଦାଖଲ କରାଯାଇଛି । ଆସନ୍ତା ୨୪ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି…

ନୟାଗଡ ବାଉଁଶିଆପଡା ଗ୍ରାମରେ ବୀଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୁତ୍ତ

ନୟାଗଡ: ଯୁବକଙ୍କୁ ଗୋଡେଇ ଗୋଡେଇ ହତ୍ୟା । ନୟାଗଡ ଇଟାମାଟି ଥାନା ବାଉଁଶିଆପଡା ଗ୍ରାମରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ । ଗତକାଲି ରାତିରେ ଯୁବକଙ୍କୁ ଗୋଡେଇ ଗୋଡେଇ ହତ୍ୟା କରିଛନ୍ତି ସେହି ଗ୍ରାମର କିଛି ଯୁବକ । ମୃତ ଯୁବକଙ୍କ ନାମ କ୍ଷେତ୍ର ମହାପାତ୍ର । ସୂଚନା ଅନୁଯାୟୀ, ଗତକାଲି…