Browsing Tag

neighbour

କଟକ ଜିଲ୍ଲା ଗୋବିନ୍ଦପୁର ଥାନା ବ୍ରହ୍ମପୁର ଗାଁରେ ଜଘନ୍ୟ ହତ୍ୟାକାଣ୍ଡ, ମହିଳାଙ୍କ ସହ ଥଟ୍ଟାମଜାରୁ ଯୁବକଙ୍କୁ ହତ୍ୟା…

କଟକ(କେନ୍ୟୁଜ୍): ମହିଳାଙ୍କ ସହ ଥଟ୍ଟାମଜାରୁ ଯୁବକଙ୍କୁ ହତ୍ୟା ଅଭିଯୋଗ। କଟକ ଜିଲ୍ଲା ଗୋବିନ୍ଦପୁର ଥାନା ବ୍ରହ୍ମପୁର ଗାଁରେ ଜଘନ୍ୟ ହତ୍ୟାକାଣ୍ଡ। ବ୍ରହ୍ମପୁର ଗାଁର ଶଶୀଭୂଷଣ ପ୍ରହରାଜଙ୍କ ବଡପୁଅ ଯୋଗେନ୍ଦ୍ରଙ୍କୁ ପଡୋଶୀ ହତ୍ୟା କରିଥିବା ନେଇ ପରିବାର ପକ୍ଷରୁ ଗୋବିନ୍ଦପୁର ଥାନାରେ ଏତଲା…

ପଡ଼ୋଶୀ ଯଦି ଝଗଡ଼ା ପ୍ରିୟ ହୋଇଥାନ୍ତି, ତେବେ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଟିପ୍ସ

ଆମ ଆଖପାଖରେ ଏମିତି ଅନେକ ସ୍ୱଭାବର ଲୋକ ବାସ କରିଥାନ୍ତି। କିଛିଜଣ ଭଲରେ ମିଶିଯାନ୍ତି ତ’ ଆଉ କିଏ ଝଗଡ଼ା ପ୍ରକୃତିର ହୋଇଥାନ୍ତି। କିଛି ଏମିତି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ପରଘର କଥା ଜାଣିବାକୁ ଚାହିଁଥାନ୍ତି। ଆମେ ଯେଉଁ ସମାଜରେ ଅଛୁ ସେଠାରେ ଏକା କିମ୍ବା ଚୁପଚାପ୍‌ ହୋଇ ରହିବା ଅସମ୍ଭବ।…

ଏଭଳି ଭାବେ ପାଳନ କରନ୍ତୁ ପଡ଼ୋଶୀ ଧର୍ମ, ମଜଭୁତ ହେବ ସମ୍ପର୍କ

ଆମେ ରହୁଥିବା ଅଞ୍ଚଳର ଆଖପାଖରେ ରହୁଥିବା ଲୋକଙ୍କୁ ପଡ଼ୋଶୀ ବୋଲି କହିଥାଉ। ସୁଖ ସୁବିଧା ବେଳେ ସେମାନେ ହିଁ ପ୍ରଥମେ ଆମ ପାଖରେ ଠିଆ ହୋଇଥାନ୍ତି। ରାତି ହେଉ କି ଦିନ ବନ୍ଧୁବାନ୍ଧବଙ୍କ ଅପେକ୍ଷା ପଡ଼ୋଶୀମାନେ ଅଧିକ କାମରେ ଆସନ୍ତି। ଏଣୁ ପଡ଼ୋଶୀଙ୍କ ସହ ଉତ୍ତର ସମ୍ପର୍କ ରଖିବା ନିହାତି ଆବଶ୍ୟକ।…

କୁକୁଡା ପାଇଁ ତୁମୁଳ କାଣ୍ଡ, ପଡୋଶୀଙ୍କ ଠେଙ୍ଗା ମାଡରେ ମା’ ଓ ପୁଅ ଗୁରୁତର

କେନ୍ଯୁଜ୍: କୁକୁଡାକୁ କେନ୍ଦ୍ର କରି ପଡୋଶୀ ମା’ ଓ ପୁଅକୁ ମରଣାନ୍ତକ ଆକ୍ରମଣ କରି ଗୁରୁତର କରିଛନ୍ତି। ମହୁଲଡିହା ଥାନା ଜରକ ପଞ୍ଚାୟତ ଦୁବପାଳ ଗାଁରେ ଏହି ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ମୁତବାକ ଗତକାଲି ସଂଧ୍ଯାରେ ନିଜ ବାଡିରେ ପଡୋଶୀଙ୍କ କୁକୁଡା ଜାଲରେ ଲାଗିଯାଇ ଛଟପଟ ହେଉଥିବା ବେଳେ…

ନ୍ୟାୟ ପାଇଁ ନିଜ ପୋଷା କୁକୁରର ଶବକୁ ଧରି ଥାନାରେ ପହଞ୍ଚିଲେ ମହିଳା

ନିକଟରେ ଉତ୍ତର ପ୍ରଦେଶରେ ଏକ ଅଜବ ଘଟଣା ଘଟିଛି | ନିଜ ପଡୋଶୀ ବିରୋଧରେ ହତ୍ୟାର ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଅବଶ୍ୟ ହତ୍ୟା କୌଣସି ମଣିଷର ନୁହେଁ, ଏକ କୁକୁରର । ଏହି ମହିଳା ଜଣକ ନିଜ ପୋଷା କୁକୁରର ଶବକୁ ଧରି ପୋଲିସ ନିକଟରେ ପହଞ୍ଚି ଥିଲେ । ଆଉ ନିଜ ପଡୋଶୀ ମାନଙ୍କ ଉପରେ ହିଁ ଏହାର…