ନୂଆ ଜର୍ସିରେ ଟି-୨୦ ବିଶ୍ୱକପ ଖେଳିବ ଟିମ୍ ଇଣ୍ଡିଆ, ଲଞ୍ଚ ହେବା ପୂର୍ବରୁ ରୋହିତ-ହାର୍ଦ୍ଦିକଙ୍କ ଭିଡିଓ ଭାଇରଲ
ଭାରତୀୟ କ୍ରିକେଟ ଟିମ୍ ଆସନ୍ତା ମାସରୁ ଅଷ୍ଟ୍ରେଲଆରେ ଟି-୨୦ ବିଶ୍ୱକପ୍ ନୂଆ ଜର୍ସିରେ ଖେଳିବ। ଟିମର ଅଫିସିଆଲ କିଟ୍ ସ୍ପନ୍ସର MPL Sports ଏହା ଘୋଷଣା କରିଛି। ଏମପିଏଲ ସ୍ପୋଟର୍ସ ଘୋଷଣା କରିଛି କି, ମେନ ଇନ ବ୍ଲୁ ଆଗାମୀ ଟି-୨୦ ବିଶ୍ୱକପ୍ ୨୦୨୨ରେ ନୂଆ ଜର୍ସିରେ ଖେଳିବେ। ଏମପିଏଲ୍…