ନୂଆ ମୋଟରଯାନ ଆଇନ୍କୁ ମଞ୍ଜୁରୀ, ୧୦ ଗୁଣ ଯାଏଁ ବଢ଼ିଲା ଜରିମାନା
ହିମାଚଳ ପ୍ରଦେଶ କ୍ୟାବିନେଟ୍ କେନ୍ଦ୍ର ସରକାରଙ୍କ ସଂଶୋଧିତ ମୋଟରଯାନ ଆଇନ-୨୦୧୯କୁ ମଞ୍ଜୁରୀ ଦେଇଛନ୍ତି। ହିମାଚଳ ପ୍ରଦେଶରେ ଏବେ ନାବାଳକ ମୋଟରଯାନ ନିୟମ ଉଲ୍ଲଂଘନ କଲେ ଅଭିଭାବକ କିମ୍ବା ଗାଡ଼ି ମାଲିକକୁ ଦୋଷୀ ଭାବେ ଧରାଯିବ ଓ ତାଙ୍କ ୨୫,୦୦୦ ଟଙ୍କା ଜରିମାନା ସହ ତିନି ବର୍ଷ ଜେଲ ହେବ।…