Browsing Tag

new movie

‘ମଇଦାନ’ ରିଲିଜ୍ ହେବା ପୂର୍ବରୁ ଅଜୟ ଦେବଗନ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଦେଲେ ଉପହାର, ସାମ୍ନାକୁ…

ଫିଲ୍ମ ‘ସୈତାନ୍‌’ ସହିତ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିବା ପରେ ଅଜୟ ଦେବଗନ ଏବେ ଫିଲ୍ମ ‘ମଇଦାନ’ ସହିତ ଆସୁଛନ୍ତି । ତେବେ ଫ୍ୟାନ୍ସ ଫିଲ୍ମ ପାଇଁ ବହୁତ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଏକ ଭିନ୍ନ ପ୍ରକାରର କ୍ରେଜ୍‌ ଦେଖିବାକୁ ମିଳୁଛି ।…

ରିଲିଜ୍‌ ହେଲା ତବୁ, କରୀନା କପୁର, କ୍ରିତି ସାନନଙ୍କ ଫିଲ୍ମ ‘କ୍ରୁ’, ଜାଣନ୍ତୁ ପ୍ରଥମ ଦିନରେ କଲା କେତେ କଲେକ୍ସନ୍‌

ତବୁ, କରୀନା କପୁର, କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘କ୍ରୁ’ ଶୁକ୍ରବାର ଅର୍ଥାତ୍ ମାର୍ଚ୍ଚ ୨୯ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିଛି । ବର୍ତ୍ତମାନ ଫିଲ୍ମକୁ ନେଇ ଦର୍ଶକଙ୍କର ଭଲ ରିଭ୍ୟୁ ମିଳିଛି । ତେବେ ଲୋକମାନେ ଫିଲ୍ମ ‘କ୍ରୁ’ କୁ ଏକ ଫୁଲ୍‌ ଏଣ୍ଟଟେନିଙ୍ଗ ଫିଲ୍ମ ବୋଲି କହୁଛନ୍ତି ।…

ଫିଲ୍ମ ‘ଦବଙ୍ଗ ୪’କୁ ନେଇ ସଲମାନ ଖାନ୍‌ ଦେଲେ ବଡ଼ ଅପ୍‌ଡେଟ୍‌, ଜାଣନ୍ତୁ କ’ଣ କହିଲେ

ବଲିଉଡରେ ଦବଙ୍ଗ ଖାନ ଭାବରେ ଜଣାଶୁଣା ସଲମାନ ଖାନ ତାଙ୍କ ଷ୍ଟାରଡମ ପାଇଁ ମଧ୍ୟ ଜଣାଶୁଣା । ତେବେ ଏହି ଅଭିନେତା ତାଙ୍କ ଅଭିନୟ ଜରିଆରେ ଦର୍ଶକଙ୍କ ମନ ଜିତିଥାନ୍ତି । ଏହା ସହ ପ୍ରଶଂସକମାନେ ତାଙ୍କ ଫିଲ୍ମ ପାଇଁ ସବୁ ବେଳେ ଅପେକ୍ଷା କରିଥାନ୍ତି । ଏବେ ସଲମାନ ଖାନ ତାଙ୍କ ଅପ୍‌କମିଂ ଫିଲ୍ମ…

ଫିଲ୍ମ ‘ଥାଲାଇଭର୍ ୧୭୧’ ରୁ ରଜନୀକାନ୍ତଙ୍କ ପ୍ରଥମ ଲୁକ୍ ଆସିଲା ସାମ୍ନାକୁ, ସୁନା ହ୍ୟାଣ୍ଡକଫ୍ ପିନ୍ଧିଥିବାର ଆସିଲେ…

ସାଉଥ୍‌ ଫିଲ୍ମ ନିର୍ଦ୍ଦେଶକ ଲୋକେଶ କଙ୍ଗରାଜ ଥାଲାଇଭା ରଜନୀକାନ୍ତଙ୍କ ଫିଲ୍ମର ପ୍ରଥମ ଲୁକ୍ ସେୟାର କରିଥିଲେ ଏବଂ ତାଙ୍କ ଅପ୍‌କମିଂ ଫିଲ୍ମର ଏକ ଅପଡେଟ୍ ସେୟାର କରିଥିଲେ । ତେବେ ଫିଲ୍ମର ଟାଇଟଲ୍ ଏପର୍ଯ୍ୟନ୍ତ ସେୟାର କରାଯାଇନାହିଁ । କିନ୍ତୁ ଏହାର ୱାର୍କିଂ ଟାଇଟଲ୍ ‘ଥାଲାଇଭର୍ ୧୭୧’…

ସାମ୍ନାକୁ ଆସିଲା ଦିଲଜିତ ଓ ପରିଣୀତିଙ୍କ ଫିଲ୍ମ ‘ଚମକିଲା’ର ଟ୍ରେଲର, ଖୁବ୍‌ ଶୀଘ୍ର ଓଟିଟି ପ୍ଲାଟଫର୍ମରେ ହେବ ରିଲିଜ୍‌

ଦିଲଜିତ ଦୋସାଞ୍ଜ ଓ ପରିଣୀତି ଚୋପ୍ରାଙ୍କ ମୋଷ୍ଟ ଅପ୍‌ଡେଟ୍‌ ଫିଲ୍ମ ‘ଅମର ସିଂ ଚମକିଲା’ର ଟ୍ରେଲର ରିଲିଜ୍‌ ହୋଇଛି । ଟ୍ରେଲରରେ ପଞ୍ଜାବୀ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ସଂଗୀତକାର ଅମର ସିଂ ଚମକିଲାଙ୍କ ଚରିତ୍ରରେ ଦିଲଜିତ୍ ନଜର ଆସିଛନ୍ତି । ତେବେ ଅମର ସିଂ ଚମକିଲା ପଞ୍ଜାବୀ…

ସାମ୍ନାକୁ ଆସିଲା ବିକ୍ରାନ୍ତ ମେସୀଙ୍କ ଫିଲ୍ମ ‘ସାବରମତି ରିପୋର୍ଟ’ର ଟିଜର, ଜାଣନ୍ତୁ ରିଲିଜ୍‌ ଡେଟ୍‌

ବଲିଉଡ ଅଭିନେତା ବିକ୍ରାନ୍ତ ମେସୀ ତାଙ୍କ ଫିଲ୍ମ ‘12th Fail’ ପରେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି । ଏବେ ଏହି ଅଭିନେତା ତାଙ୍କ ଅପ୍‌କମିଂ ଫିଲ୍ମ ‘ସାବରମତି ରିପୋର୍ଟ’ ପାଇଁ ଜୋରସୋର ପ୍ରସ୍ତୁତି କରୁଛନ୍ତି । ତେବେ ଫ୍ୟାନ୍ସ ଏହି ଫିଲ୍ମ ଦେଖିବା ପାଇଁ ଖୁବ୍‌ ଉତ୍ସାହାର ସହ ଅପେକ୍ଷା…

ସାମ୍ନାକୁ ଆସିଲା ଫିଲ୍ମ ‘ଭୁଲ ଭୁଲେୟା ୩’ରୁ କାର୍ତ୍ତିକ ଆର୍ଯ୍ୟନଙ୍କ ଫାଷ୍ଟ ଲୁକ୍‌, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ ଭୁଲେୟା ୩’ର ସୁଟିଂ ଆରମ୍ଭ ହୋଇଛି । ତେବେ ଏହି ଅଭିନେତା ଫିଲ୍ମର ଫାଷ୍ଟ ଲୁକ୍‌ ସେୟାର କରିଛନ୍ତି । କାର୍ତ୍ତିକ ଆର୍ଯ୍ୟନ ନିଜେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି । ଏହି ଫଟୋରେ କାର୍ତ୍ତିକଙ୍କ ସହ ଫିଲ୍ମ…

ଫିଲ୍ମ ‘ରାମାୟଣ’କୁ ନେଇ ରଣବୀର କପୁର ହେଉଛନ୍ତି ପ୍ରସ୍ତୁତ, ତୀରନ୍ଦାଜି ପାଇଁ ନେଉଛନ୍ତି ବିଶେଷ ଟ୍ରେନିଂ

ରଣବୀର କପୁର ଫିଲ୍ମ ‘ଆନିମଲ’ର ସଫଳତା ପରେ ବହୁତ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମ ପାଇଁ ତାଙ୍କୁ ଦର୍ଶକଙ୍କର ବହୁତ ଭଲ ପାଇବା ମଧ୍ୟ ମିଳିଛି । ଏହା ପରେ ପ୍ରଶଂସକମାନେ ଏବେ ରଣବୀର କପୁରଙ୍କ ଅପ୍‌କମିଂ ଫିଲ୍ମକୁ ଅପେକ୍ଷା କରିଛନ୍ତି । ଫିଲ୍ମ ‘ଆନିମଲ’ ପରେ ଏବେ ଅଭିନେତା ନୂଆ ଫିଲ୍ମ ପାଇଁ…

ସାମ୍ନାକୁ ଆସିଲା ‘ବଡେ ମିୟା ଛୋଟେ ମିୟା’ର ଟ୍ରେଲର, ଜାଣନ୍ତୁ କେବେ ରିଲିଜ୍‌ ହେବ ଫିଲ୍ମ

ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କ ଅପ୍‌କମିଂ ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ ର ଟ୍ରେଲର ରିଲିଜ୍‌ ହୋଇଛି । ଉଭୟ ତାରକା ବହୁତ ସମୟ ଧରି ସୋସିଆଲ ମିଡିଆରେ ଏହି କଥା ପାଇଁ ଚର୍ଚ୍ଚାରେ ଅଛନ୍ତି । କେତେବେଳେ ଫିଲ୍ମର ବିଟିଏସ୍ ଏବଂ କେତେବେଳେ ଫିଲ୍ମର ଗୀତଗୁଡ଼ିକ ଦର୍ଶକଙ୍କୁ ବହୁତ ପସନ୍ଦ ଆସୁଛି…

ଜନ୍ମଦିନ ପୂର୍ବରୁ ରାମ ଚରଣଙ୍କୁ ‘ପୁଷ୍ପା’ ନିର୍ଦ୍ଦେଶକ ସୁକୁମାର ଦେଲେ ବଡ଼ ସରପ୍ରାଇଜ୍‌, ସାମ୍ନାକୁ ଆସିଲା ଫିଲ୍ମର…

RRR ଅଭିନେତା ରାମ ଚରଣ ତାଙ୍କର ଅପ୍‌କମିଂ ଫିଲ୍ମ ପାଇଁ ବହୁତ ଦିନ ହେବ ଚର୍ଚ୍ଚାରେ ଅଛନ୍ତି । ହୋଲି ମଉକାରେ ଏବଂ ରାମ ଚରଣଙ୍କ ଜନ୍ମଦିନ ପୂର୍ବରୁ ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ପୁଷ୍ପା’ ନିର୍ଦ୍ଦେଶକ ସୁକୁମାର ରାମ ଚରଣଙ୍କୁ ଏକ ବଡ଼ ସରପ୍ରାଇଜ୍‌ ଦେଇଛନ୍ତି । ଯାହା…

ୟଶଙ୍କ ଫିଲ୍ମ ‘ଟକ୍ସିକ୍’ କୁ ନେଇ ନିର୍ମାତାମାନେ ସେୟାର କଲେ ଏକ ବଡ଼ ଅପଡେଟ୍, ସାମ୍ନାକୁ ଆସିଲା ରିଲିଜ୍‌…

ସାଉଥ ସୁପରଷ୍ଟାର ୟଶଙ୍କ ଫିଲ୍ମ 'ଟକ୍ସିକ୍ ଫେରି ଟେଲ୍‌ ଫର ଗ୍ରାଉଣ୍ଡ୍ ଅପ୍’ ଦେଖିବାକୁ ଫ୍ୟାନ୍ସ ବହୁତ ଦିନ ହେବା ଉତ୍ସାହାର ସହ ଅପେକ୍ଷା କରିଛନ୍ତି । କିନ୍ତୁ ୟଶଙ୍କ ଫିଲ୍ମକୁ ନେଇ ଏବେ କିଛି ଅପ୍‌ଡେଟ୍‌ ଆସିଛି । ଯାହାକି ଫିଲ୍ମର ମୁଖ୍ୟ ଅଭିନେତ୍ରୀ କିଏ ହେବେ? ଏହାକୁ ନେଇ ଏବେ ସୋସିଆଲ…

ସାମ୍ନାକୁ ଆସିଲା ଫିଲ୍ମ ‘ସ୍ୱତନ୍ତ୍ର ବୀର ସାବରକର’ ର ଦ୍ୱିତୀୟ ଦିନରେ ରୋଜଗାର, ଜାଣନ୍ତୁ କେତେ କୋଟି ଟଙ୍କା କଲା…

ରଣଦୀପ ହୁଡ୍ଡା ଏବଂ ଅଙ୍କିତା ଲୋଖଣ୍ଡେଙ୍କ ଫିଲ୍ମ ‘ସ୍ୱତନ୍ତ୍ର ବୀର ସାବରକର’ ବକ୍ସ ଅଫିସରେ ପ୍ରଥମ ଦିନରେ ଆଶା କରାଯାଉଥିବା ଠାରୁ କମ୍ କଲେକ୍ସନ୍‌ କରିଥିଲେ । ଲୋକମାନେ ଫିଲ୍ମ ‘ସ୍ୱତନ୍ତ୍ର ବୀର ସାବରକର’ ର ଷ୍ଟୋରି ଏବଂ ଷ୍ଟାର କାଷ୍ଟକୁ ବହୁତ ପସନ୍ଦ କରୁଛନ୍ତି । ଏହି ଫିଲ୍ମ ଦେଖିବାକୁ…