Browsing Tag

new year

ଗଞ୍ଜାମ ଜିଲ୍ଲାପାଳଙ୍କ ନିଆରା ଉଦ୍ୟମ, ନୂତନ ବର୍ଷରୁ ଉପହାରରେ ବୁକେ ନୁହେଁ ବରଂ ବୁକ୍ ଦେବାକୁ ଜିଲ୍ଲାବାସୀଙ୍କୁ କଲେ…

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଜିଲ୍ଲାରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରି ବେଶ ଚର୍ଚ୍ଚା ପରିସରରକୁ ଆସିଛନ୍ତି । ତେବେ ନୂତନ ବର୍ଷ ଆରମ୍ଭରୁ ସେ ଏକ ନିଆରା ପଦକ୍ଷେପ ନେବାକୁ ଜିଲ୍ଲା ବାସୀଙ୍କୁ ପରାମର୍ଶ ଦେଇଛନ୍ତି । ନୂତନ ବର୍ଷରେ ପରସ୍ପରକୁ ଉପହାର…

ବିଶ୍ୱର କିଛି ସ୍ଥାନରେ ପ୍ରବେଶ କରି ସାରିଛି ନୂଆ ବର୍ଷ, କିନ୍ତୁ ଭାରତରୁ କିଛି ସମୟ ପରେ ବିଦାୟ ନେବ ୨୦୧୯

କେନ୍ୟୁଜ୍(ବ୍ୟୁରୋ): ଅସ୍ତମିତ ହୋଇଛି ୨୦୧୯ର ସୂର୍ଯ୍ୟ । ଆଉ କିଛି ସମୟ ପରେ ପଦାର୍ପଣ କରିବ ଇଂରାଜୀ ନୂଆ ବର୍ଷ । ବିଶ୍ୱର କିଛି ସ୍ଥାନରେ ୨୦୨୦ ପ୍ରବେଶ କରି ସାରିଛି । ନୂଆବର୍ଷରେ ପ୍ରବେଶ କରି ସାରିଛି ଅଷ୍ଟ୍ରେଲିଆ ମହାଦେଶ । ବେଶ ଧୁମଧାମରେ ପ୍ରଥମେ ବର୍ଷ ୨୦୨୦କୁ ସ୍ୱାଗତ କରିଛି…

ନୂଆବର୍ଷ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭିଣୋଇଙ୍କ ପରଲୋକ ଯୋଗୁ ବ୍ୟକ୍ତିଗତ ଶୋକ କରିବେ ପାଳନ

କେନ୍ୟୁଜ୍(ବ୍ୟୁରୋ):ନୂଆବର୍ଷ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଣୋଇ ବିଖ୍ୟାତ ପ୍ରକାଶକ ତଥା ସମ୍ପାଦକ ସନି ମେହେଟ୍ଟାଙ୍କ ପରଲୋକ ଯୋଗୁ ନବୀନ ବ୍ୟକ୍ତିଗତ ଶୋକ ପାଳନ କରୁଛନ୍ତି । ଏଥିପାଇଁ ଆସନ୍ତାକାଲି ନୂଆବର୍ଷ ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସ ନଆସିବାକୁ ଶୁଭେଚ୍ଛୁଙ୍କୁ…

ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ ପୋଲିସ: ଡିଜିପି କହିଲେ, 5T ଓ ମୋ ସରକାରର ସଫଳତା ନେଇ ଓଡ଼ିଶା ପୋଲିସ ପ୍ରତିବଦ୍ଧ

ଭୁବନେଶ୍ବର: ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ ପୋଲିସ। 5T ଓ ମୋ ସରକାରର ସଫଳତା ନେଇ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବ ଓଡ଼ିଶା ପୋଲିସ। ନୂଆବର୍ଷ ପୂର୍ବରୁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ ଏହା କହିଛନ୍ତି ପୋଲିସ ଡିଜି ଅଭୟ। ୨୦୧୯ ବର୍ଷରେ ଓଡ଼ିଶା ପୋଲିସ ବିଭିନ୍ନ ଦୃଷ୍ଟିରୁ ବେଶ ଭଲ…

ଜିରୋ ନାଇଟ୍‌କୁ ରଙ୍ଗୀନ କରିବ ମଦ ଆସର: ଭୁବନେଶ୍ୱର, କଟକ ଓ ପୁରୀରେ ବିଳିମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ

ଭୁବନେଶ୍ୱର: ଜିରୋ ନାଇଟ୍‌କୁ ରଙ୍ଗୀନ କରିବ ମଦ ଆସର । ଅଧ ରାତି ପର‌୍ୟ୍ୟନ୍ତ ଖୋଲା ରହିବ ମଦ ଦୋକାନ ଓ ବାର୍‌ । ଏହି ନିୟମ କେବଳ ରାଜ୍ୟର ୩ଟି ସହରରେ ଲାଗୁ ହେବ । ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀରେ ମଦ ଦୋକାନ ଗୁଡ଼ିକ ବିଳିମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହିବ । ଏଥିପାଇଁ ଅବକାରୀ ବିଭାଗ…

ଆଜି ହେଉଛି ଚଳିତ ବର୍ଷର ଶେଷ ସକାଳ, ରାତି ପାହିଲେ ନୂଆ ବର୍ଷ

ଭୁବନେଶ୍ବର: ଆଜି ହେଉଛି ଚଳିତ ବର୍ଷର ଶେଷ ସକାଳ । ରାତି ପାହିଲେ ଧରାପୃଷ୍ଠରେ ପାଦ ଥାପିବ ନୂତନ ବର୍ଷର ନୂତନ ସକାଳ । ଏଥିପାଇଁ ଲୋକଙ୍କ ମନରେ ନୂଆ ଆଶା ନୂଆ ଉଦ୍ଦୀପନା । ନୂଆବର୍ଷକୁ ଧୁମଧାମର ସହ ପାଳନ କରିବାକୁ ନାଚଗୀତର ଆୟୋଜନ କରାଯାଇଛି ।

ନୂଆ ବର୍ଷରେ ଘରକୁ ଆଣନ୍ତୁ ଏହି ସବୁ ଜିନିଷ, ବର୍ଷ ସାରା ବଢିବ ଧନ ସମ୍ପତ୍ତି

ବର୍ଷ ୨୦୨୦ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ହିଁ ବାକି ଅଛି । ସମସ୍ତେ ଚାହାନ୍ତି କି ଏହି ବର୍ଷରେ ନିଜ ଜୀବନରେ କେମିତି ଉନ୍ନତି ଆଣିବେ । ଯଦି ଆପଣ ବି ଏମିତି ହିଁ ଚାହୁଁଛନ୍ତି ତେବେ ଏହି ବର୍ଷ ଆରମ୍ଭରେ ନିଜ ଘରକୁ ଏମିତି କିଛି ଜିନିଷ ଆଣନ୍ତୁ ଯାହାର ସୁପ୍ରଭାବରେ ଆପଣଙ୍କ ଘରେ ସୁଖ…

ନିଜ ରାଶି ଅନୁସାରେ ଜାଣନ୍ତୁ ନୂଆ ବର୍ଷରେ କେଉଁ ସବୁ ତାରିଖ ଆପଣଙ୍କ ପାଇଁ ଶୁଭ

ବାର୍ଷିକ ରାଶିଫଳ ୨୦୨୦ ସାହାଯ୍ଯରେ ଜାଣନ୍ତୁ ଆସନ୍ତା ନୂଆବର୍ଷରେ କେଉଁ ତାରିଖ ଆପଣଙ୍କ ପାଇଁ ଭାଗ୍ଯଶାଳୀ ହେବ। ରାଶିଫଳ ୨୦୨୦ରେ ଆପଣଙ୍କ ରାଶି ଅନୁସାରେ ମାସର ଶୁଭ ତାରିଖ କଣ ରହିଛି ତାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ। ତେବେ ଆପଣମାନଙ୍କ ରାଶି ଅନୁସାରେ ଜାଣି ରଖନ୍ତୁ ମାସର କେଉଁ…

ନୂଆ ବର୍ଷ ପୂର୍ବରୁ ମନେ ପକାଇ କରନ୍ତୁ ଏହି ୫ଟି କାମ, ଦୁର୍ଭାଗ୍ୟ ବଦଳିବ ସୌଭାଗ୍ୟରେ

ଆଉ ମାତ୍ର ଦିନ କେଇଟା ପରେ ଆସିବ ନବବର୍ଷ। ଏହାର ଆଗମନର ଆରମ୍ଭ ଏବେ ଠାରୁ ହିଁ ଆପଣ କରିଦିଅନ୍ତୁ। କାରଣ ନୂଆ ବର୍ଷ ଆପଣଙ୍କୁ ନୂଆ ଉର୍ଜା ବା ଶକ୍ତି ନେଇ ଆସିବ। ପ୍ରାୟ ସମସ୍ତେ ଚାହାନ୍ତି ନୂତନ ବର୍ଷ ତାଙ୍କ ପାଇଁ ଶୁଭମୟ ସୁଖମୟ ହେଉ। ଏଥିପାଇଁ ଆପଣଙ୍କୁ ମଧ୍ୟ କିଛି ପରିର୍ତ୍ତନ କରିବା…

ଖୁବ୍ ଶୀଘ୍ର ଆସୁଛି ଇସଲାମୀୟ ନବ ବର୍ଷ, ଜାଣନ୍ତୁ କେବେ ପାଳିତ ହେବ

ପୃଥିବୀରେ ହିନ୍ଦୁ, ମୁସଲମାନ୍, ଖ୍ରୀଷ୍ଟିଆନ୍ ଭଳି ଅନେକ ଧର୍ମର ଲୋକ ବାସ କରୁଥିବା ବେଳେ ସେମାନଙ୍କ ଜୀବନଶୈଳୀ, ଆଚାର ବ୍ୟବହାର, ଖାଦ୍ୟପେୟ ମଧ୍ୟ ଭିନ୍ନ ହୋଇଥାଏ । ଖାଲି ଏତିକି ନୁହେ ସେମାନଙ୍କ ପର୍ବପର୍ବାଣୀ ପାଳନ ଶୈଳୀ ମଧ୍ୟ ଭିନ୍ନ । ସେହିପରି ସବୁ ଧର୍ମର ଲୋକେ ଭିନ୍ନ ଭିନ୍ନ ସମୟରେ…

ନୂଆ ବର୍ଷରେ କରନ୍ତୁ ଏହି ୧୦ କାମ, ସଫଳତା ଛୁଇଁବ ଆପଣଙ୍କ ପାଦ

ଆଉ ମାତ୍ର କିଛି କ୍ଷଣର ଅପେକ୍ଷା । ପୁରୁଣା ବର୍ଷକୁ ବିଦାୟ ଦେବେ, ନୂଆ ବର୍ଷକୁ ସ୍ୱାଗତ କରିବେ ସମସ୍ତେ । ଏଥିପାଇଁ ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ଲୋକଙ୍କ ମଧ୍ୟରେ ନୂଆବର୍ଷକୁ ନେଇ ବେଶ୍ ଉତ୍ସାହ । କିପରି ନୂଆବର୍ଷକୁ ପାଳିବେ ସେନେଇ ସମସ୍ତେ ପ୍ଲାନିଂ ମଧ୍ୟ କରିଛନ୍ତି । କିନ୍ତୁ କଣ…