Below header
Browsing Tag

nirbhaya case

ସୁପ୍ରିମକୋର୍ଟଙ୍କ ଅନୁମତି ପରେ ବି ସୋମବାର ଜାରି ହୋଇପାରିବ ନାହିଁ ଡେଥ୍‌ ଓ୍ଵାରେଣ୍ଟ, ଜାଣନ୍ତୁ ନିର୍ଭୟା ଦୋଷୀଙ୍କ…

ନିର୍ଭୟା ମାମଲାର ୪ ଜଣ ଦୋଷୀଙ୍କ ଫାଶୀ ଧୀରେ ଧୀରେ ଘୁଞ୍ଚି ଘୁଞ୍ଚିଯାଉଛି। ଟ୍ରାଏଲ କୋର୍ଟ ନିର୍ଭୟା ଦୋଷୀଙ୍କ ନୂଆ ଡେଥ୍‌ ଓ୍ଵାରେଣ୍ଟ ଜାରି କରିପାରିବେ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ଘୋଷଣା କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଫାଶୀ ଦେବାରେ ଅନେକ ସମସ୍ୟା ଦେଖାଦେଇପାରେ। ଆସନ୍ତୁ ଜାଣିବା…

ନିର୍ଭୟା ମାମଲା : ଆଉ ଖସି ପାରିବ ନାହିଁ ଦୋଷୀ ବିନୟ, ସୁପ୍ରିମ୍‌ କୋର୍ଟରେ ଆବେଦନ ହେଲା ଖାରଜ

ନୂଆଦିଲ୍ଲୀ : ନିର୍ଭୟା ଦୋଷୀ ବିନୟ ଶର୍ମାର ଆବେଦନକୁ ଆଜି ସୁପ୍ରିମ୍‌ କୋର୍ଟ ଖାରଜ କରି ଦେଇଛନ୍ତି । ଫାଶୀରୁ ଖସିବା ପାଇଁ ବିନୟ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲା । ହେଲେ ଏହି ଆବେଦନକୁ ରାଷ୍ଟ୍ରପତି ରାମନନାଥ କୋବିନ୍ଦ ଅଗ୍ରାହ୍ୟ କରିଥିଲେ । ତାକୁ ଚ୍ୟାଲେଞ୍ଜ କରି…

ନିର୍ଭୟା ମାମଲା : ବିନୟ ପିଟିସନ୍‌ର ଶୁଣାଣି ଶେଷ, କାଲି ଆସିବ ରାୟ

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ଭାଇରସ୍‌ର ଭୟ ଯେତିକି ବଢ଼ି ବଢ଼ି ଚାଲିଛି ସେପଟେ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ଚାରିଜଣଙ୍କ ଫାଶି ସେତିକି ଗଡ଼ି ଚାଲିଛି । ପ୍ରକୃତରେ ଦୋଷୀମାନଙ୍କୁ କେବେ ଫାଶୀ ହେବ କିମ୍ବା ଆଦୌ ହେବ କି ନାହିଁ ସେ କଥା କେହି କହି ପାରୁ ନାହାନ୍ତି ।…

ଦୋଷୀଙ୍କ ଡେଥ୍‌ ଓ୍ଵାରେଣ୍ଟି ଜାରି କରିବା ପାଇଁ ପଟିଆଲା ହାଉସ୍‌ କୋର୍ଟ ପହଞ୍ଚିଲେ ନିର୍ଭୟାଙ୍କ ମା

ନିର୍ଭୟା ଗଣଦୁଷ୍କର୍ମ ଏବଂ ମର୍ଡର କେସ୍‌ରେ ଦୋଷୀଙ୍କ ବିରୋଧରେ ନୂଆ ଡେଥ୍‌ ଓ୍ଵାରେଣ୍ଟି ଜାରି କରିବା ପାଇଁ ନିର୍ଭୟାଙ୍କ ବାପା-ମା ପଟିଆଲା ହାଉସ୍‌ କୋର୍ଟରେ ଆବେଦନ କରିଛନ୍ତି। ସୂଚନା ମୁତାବକ ଦୋଷୀଙ୍କ ଆବେଦନ ଉପରେ କୋର୍ଟ ଆଜି ଅପରାହ୍ନ ୨ଟାରେ ଶୁଣାଣି କରିବେ। ରିପୋର୍ଟ ଅନୁଯାୟୀ ପୂର୍ବ…

କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଘୁଞ୍ଚିଲା ଶୁଣାଣି, ଆସନ୍ତା ୧୩ରେ ସର୍ବୋଚ୍ଚ ଅଦାଲତଙ୍କ ଫଇସଲା  

ନିର୍ଭୟା ଦୋଷୀଙ୍କୁ ଅଲଗା ଅଲଗା ଦିଆଯିବ କି ଫାଶୀ ? କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ଘୁଞ୍ଚିଲା ଶୁଣାଣି । ଆସନ୍ତା ୧୩ ତାରିଖରେ ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ଏହାସହ କୋର୍ଟ କହିଛନ୍ତି, ଡେଥ୍‌ ଓ୍ଵାରେଣ୍ଟ ପାଇଁ ଟ୍ରାଏଲ କୋର୍ଟ ଯାଅ । ଅର୍ଥାତ ନୂଆ ଡେଥ୍‌…

ନିର୍ଭୟା ଦୋଷୀଙ୍କୁ ଅଲଗା ଅଲଗା ଦିଆଯିବ କି ଫାଶୀ ? କେନ୍ଦ୍ର ସରକାରଙ୍କ ଏହି ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ…

ନୂଆଦିଲ୍ଲୀ : ନିର୍ଭୟା ଦୋଷୀଙ୍କୁ ଅଲଗା ଅଲଗା ଦିଆଯିବ କି ଫାଶୀ ? କେନ୍ଦ୍ର ସରକାରଙ୍କ ଏହି ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ପୂର୍ବରୁ ଏ ନେଇ କେନ୍ଦ୍ର ସରକାରଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଥିଲେ । ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି କେନ୍ଦ୍ର…

ନିର୍ଭୟା ମାମଲାର ଶୁଣାଣି ଅବସରରେ ଜଜ୍‌ କହିଲେ, ‘ଆଇନ୍‌ ବଞ୍ଚିବାକୁ ଅନୁମତି ଦେଉଥିବାରୁ ଫାଶୀ ଦେବା ପାପ ହେବ’

ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ନିର୍ଭୟା ଦୋଷୀଙ୍କ ବିରୋଧରେ ଡେଥ୍‌ ଓ୍ଵାରେଣ୍ଟ ଜାରି କରିବାକୁ ମନା କରିଦେଇଛନ୍ତି। ଏନେଇ ଦିଆଯାଇଥିବା ପିଟିସନ୍‌କୁ ଖାରଜ କରି କୋର୍ଟ କହିଛନ୍ତି ଯେ ଯଦି ଆଇନ୍‌ ଦୋଷୀଙ୍କୁ ବଞ୍ଚିବାକୁ ଅନୁମତି ଦେଉଛି ତେବେ ତାଙ୍କୁ ଫାଶୀ ଦେବା ପାପ। ସୂଚନାଯୋଗ୍ୟ…

ନିର୍ଭୟା ମାମଲା: ଯଦି ଜଣେ ଦୋଷୀକୁ ରାଷ୍ଟ୍ରପତି କରିଦିଅନ୍ତି କ୍ଷମା, ବାକି ୩ଜଣ ଦାୟର କରିପାରିବେ ନୂଆ କ୍ଷମା ପିଟିସନ

ନିର୍ଭୟା ମାମଲାରେ ୪ ଦୋଷୀଙ୍କ ମଧ୍ୟରୁ ଯଦି ଜଣଙ୍କୁ ରାଷ୍ଟ୍ରପତି କ୍ଷମା କରିଦିଅନ୍ତି, ତା’ହେଲେ ବାକି ଦୋଷୀଙ୍କୁ ନୂଆ କ୍ଷମା ପିଟିସନ ଦାୟର କରିବାର ଅଧିକାର ମିଳିଯିବ। ବୁଧବାର ଦିଲ୍ଲୀ ହାଇକୋର୍ଟ ୪ ଦୋଷୀ ମୁକେଶ କୁମାର ସିଂ, ପବନ ଗୁପ୍ତା, ବିନୟ କୁମାର ଶର୍ମା ଓ ଅକ୍ଷୟ କୁମାର ସିଂଙ୍କୁ…

ନିର୍ଭୟା ମାମଲା, ତୃତୀୟ ଦୋଷୀ ଅକ୍ଷୟ ଠାକୁରର ରାଜକ୍ଷମା ଆବେଦନକୁ ଖାରଜ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ନିର୍ଭୟା ଦୋଷୀ ଅକ୍ଷୟ ଠାକୁରର ରାଜକ୍ଷମାକୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରି ଦେଇଛନ୍ତି । ଫାଶୀରୁ ବଞ୍ଚିବା ପାଇଁ ପୂର୍ବରୁ ମୁକେଶ ଓ ବିନୟ ଶର୍ମାର ମଧ୍ୟ ରାଜକ୍ଷମା ଆବେଦନ ଖାରଜ ହୋଇଥିଲା । ଚତୁର୍ଥ ଦୋଷୀ ପବନ ଗୁପ୍ତା ଏପର୍ଯ୍ୟନ୍ତ ରାଜକ୍ଷମା ଆବେଦନ କରି ନାହିଁ…

ନିର୍ଭୟା ମାମଲାରେ ଫାଶୀ ବିଳମ୍ବ ହେବାକୁ ନେଇ ତାତିଲେ ମହିଳା, କହିଲେ ‘ଯେଉଁ ଆଇନ୍‌ ଦୋଷୀଙ୍କୁ ବଞ୍ଚାଉଛି ତୁରନ୍ତ…

ଯେଉଁ ଦୋଷୀଙ୍କୁ ସୁପ୍ରିମକୋର୍ଟ ଫାଶୀ ଦଣ୍ଡ ଶୁଣାଇ ସାରିଛନ୍ତି, ରାଷ୍ଟ୍ରପତି କ୍ଷମା ଖାରଜ କରିଦେଇଛନ୍ତି ତାଙ୍କୁ କାହିଁକି ଏବେ ପର୍ଯ୍ୟନ୍ତ ଫାଶୀ ଖୁଣ୍ଟରେ ଝୁଲାଯାଇନାହିଁ ବୋଲି ଅପରାଜିତା ଅଭିଯାନ ତରଫରୁ ଆଗ୍ରାରେ ଆୟୋଜିତ କାର୍ଯ୍ୟକ୍ରମରେ ମହିଳାମାନେ ପ୍ରଶ୍ନ କରିଛନ୍ତି। ନିର୍ଭୟା…

ଆସିଲା ନିର୍ଭୟା ରାୟ, ଏକା ସାଥିରେ ନିର୍ଭୟା ପିଶାଚଙ୍କୁ ଦିଆଯିବ ଫାଶୀ

ନୂଆଦିଲ୍ଲୀ (କେନ୍ୟୁଜ୍) :  ଆସିଲା ନିର୍ଭୟା ରାୟ। ଏକ ସାଙ୍ଗରେ ଫାଶୀ ଦେବାକୁ କହିଲେ ଦିଲ୍ଲୀ ହାଇକୋର୍ଟ। ଅଲଗା ଅଲଗା ଫାଶୀ ହେବ ନାହିଁ। ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବାକୁ ଅପିଲ କରିଥିଲେ କେନ୍ଦ୍ର ସରକାର। ରବିବାର ଶୁଣାଣି ମାମଲାର ରାୟ ସଂରକ୍ଷିତ ରଖିଥିଲେ ଦିଲ୍ଲୀ ହାଇକୋର୍ଟ।

ଆଜି ନିର୍ଭୟା ଦୋଷୀଙ୍କ ଡେଥ୍‌ ଓ୍ଵାରେଣ୍ଟ ଉପରେ ରାୟ ଶୁଣାଇବେ ଦିଲ୍ଲୀ ହାଇକୋର୍ଟ

ଆଜି ଆସିବ ନିର୍ଭୟା ରାୟ। ଦୋଷୀଙ୍କ ଡେଥ୍‌ ଓ୍ଵାରେଣ୍ଟ ଉପରେ ପଟିଆଲା ହାଉସକୋର୍ଟ ଜାରି କରିଥିବା ରହିତାଦେଶ ଉପରେ ରାୟ ଶୁଣାଇବେ ଦିଲ୍ଲୀ ହାଇକୋର୍ଟ। ଦିନ ୨ଟା ୩୦ରେ ଜଷ୍ଟିସ ସୁରେଶ କାଏତ ରାୟ ଶୁଣାଇବେ । ରବିବାର ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ରାୟ ସଂରକ୍ଷିତ ରଖିଥିଲେ।