ଇଂଲଣ୍ଡରେ ଦ୍ୱିଶତକ ମାରି ରେକର୍ଡ କଲେ ପୃଥ୍ଵୀ ଶ’, ଭାଙ୍ଗିଲେ ପୂଜାରାଙ୍କ ରେକର୍ଡ
ଟିମ୍ ଇଣ୍ଡିଆରୁ ବାଦ୍ ପଡିଥିବା ଖେଳାଳି ପୃଥ୍ଵୀ ଶ’ ଇଂଲଣ୍ଡରେ ଚାଲିଥିବା ଏକଦିବସୀୟ କପରେ ଦ୍ୱିଶତକ ହାସଲ କରି ରେକର୍ଡ କରିଛନ୍ତି । ପୃଥ୍ୱୀ ନର୍ଥମଟନସେୟାର ପାଇଁ ଖେଳି ସରସେଟ୍ ବିପକ୍ଷରେ ମାତ୍ର ୧୨୯ ବଲର ସାମ୍ନା କରି ନିଜର ଦ୍ୱିଶତକ ପୂରଣ କରିଛନ୍ତି । ସେ ୧୫୩ ବଲରେ ୨୪୪ ରନ୍…