Browsing Tag

odi world cup 2023

ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ୍‌କୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି : ୧୧ ହଜାରରୁ ଅଧିକ ପୋଲିସ କର୍ମୀ, ବୋମା…

ଦିନିକିଆ ବିଶ୍ୱକପରେ ଭାରତ ମ୍ୟାଚ ଜିତି ବିଜୟ ଅଭିଯାନ ଆରମ୍ଭ କରିଛି । ଭାରତ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ ଜିତିଥିବା ବେଳେ ଆଜି ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ମ୍ୟାଚ ଖେଳିବ ଭାରତ । ସେହିପରି ଆସନ୍ତା ୧୪ ଅକ୍ଟୋବରରେ ଭାରତ-ପାକିସ୍ତାନ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି…

ହସପିଟାଲରୁ ଡିସଚାର୍ଜ ହେଲେ ଶୁବମନ, କିନ୍ତୁ ଖେଳିବେନି ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌

ଶୁବମନ ଗିଲଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବଡ ଖବର । ହସପିଟାଲରେ ଭର୍ତ୍ତି ହେବା ପରେ ଡିସଚାର୍ଜ ହୋଇଛନ୍ତି ଶୁବମନ ଗିଲ୍‌ । ଡେଙ୍ଗୁ ଯୋଗୁଁ ଶୁବମନଙ୍କ ପ୍ଲେଟଲେଟ୍‌ କମ୍‌ ହୋଇଯିବାରୁ ଚେନ୍ନାଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଏବେ ଶୁବମନ ହସପିଟାଲରୁ ଡିସଚାର୍ଜ ହୋଇ ହୋଟେଲକୁ ଫେରିଥିବା…

ଆସନ୍ତାକାଲି ଭାରତ-ଆଫଗାନିସ୍ତାନ ମ୍ୟାଚ୍‌: ଶୁବମନଙ୍କ ବିନା ଦଳ ଟେନସନରେ, ଟିମ୍‌ ପାଇଁ ଚିନ୍ତା ନଂ ୪ ସ୍ଥାନ

ଦିନିକିଆ ବିଶ୍ବକପରେ ଆସନ୍ତାକାଲି ଭାରତ-ଆଫଗାନିସ୍ତାନ ଲଢ଼େଇ । ଦିଲ୍ଲୀରେ ଖେଳାଯିବ ମ୍ୟାଚ୍ । ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଥିବାରୁ ଭାରତର ମନୋବଳ ଦୃଢ଼ ରହିଛି । ତେବେ ଇନଫର୍ମ ଓପନର ଶୁବମନ୍ ଗିଲ ଡେଙ୍ଗୁରେ ପୀଡିତ ଥିବାରୁ ଟିମ୍‌ ପାଇଁ ଟେନସନ ବଢିଯାଇଛି । ଡେଙ୍ଗରୁ ସମ୍ପୂର୍ଣ୍ଣ…

ବିଶ୍ୱକପ୍‌ ୨୦୨୩ : ଚିନ୍ତାରେ ଭାରତୀୟ ଟିମ, ହସପିଟାଲରେ ଭର୍ତ୍ତି ହେଲେ ଶୁବମନ ଗିଲ୍‌

ଦିନିକିଆ ବିଶ୍ୱକପ ୨୦୨୩ ମ୍ୟାଚ୍‌ ଚାଲିଥିବା ବେଳେ ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ଚିନ୍ତା ବଢିଯାଇଛି । ଡେଙ୍ଗୁରେ ପୀଡିତ ଥିବା ଶୁବମନ ଗିଲ ପ୍ଲେଟଲେଟ୍‌ କମିଯିବାରୁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଶୁବମନ ଚେନ୍ନାଇର ଏକ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଶୁବମନ ପୂର୍ବରୁ ଅଷ୍ଟ୍ରେଲିଆ…

ବିଶ୍ୱକପ ୨୦୨୩ : ଭାରତକୁ ୨୦୦ ରନର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ, କୌଣସି ବ୍ୟାଟର ଛୁଇଁପାରିଲେନି ୫୦ ଅଙ୍କ

ଦିନିକିଆ ବିଶ୍ୱକପ ମହାକୁମ୍ଭର ପ୍ରଥମ ମୁକାବିଲାରେ ଆଜି ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ ହେଉଛନ୍ତି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି କଙ୍ଗାରୁ ଟିମ୍‌ ଭାରତକୁ ୨୦୦ ରନର ଟାର୍ଗେଟ ଦେଇଛି । ଭାରତୀୟ ବୋଲରଙ୍କ ସାମ୍ନାରେ ଅଷ୍ଟ୍ରେଲିଆର କୌଣସି ବି ବ୍ୟାଟର ୫୦ ରନ୍‌ କରିପାରିନାହାନ୍ତି ।…

ବିଶ୍ୱକପ ୨୦୨୩ : ଗିଲ୍‌ଙ୍କ ସ୍ଥାନରେ ଈଶାନ କିଶନ, କରିପାରନ୍ତି ରୋହିତଙ୍କ ସହିତ ଓପନିଂ

ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ର ଅଭିଯାନ ପ୍ରଥମ ମ୍ୟାଚ ଆଜି ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳି ଆରମ୍ଭ କରିବ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହାଇ ଭୋଲଟେଜ ମ୍ୟାଚ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦିନ ୨ଟାରୁ ଆରମ୍ଭ ହେବ । ଏହି ମ୍ୟାଚରେ ଭାରତ ଟିମର ଅଧିନାୟକ ଦାୟିତ୍ୱ ରୋହିତ…

ବିଶ୍ୱକପ ମ୍ୟାଚ୍‌ ବେଳେ ନମାଜ ପଢିଲେ ମହମ୍ମଦ ରିଜଓ୍ଵାନ, ଭିଡିଓ ଭାଇରଲ

ଦିନିକିଆ ବିଶ୍ୱକପ ଅଭିଯାନ ପାକିସ୍ତାନ ବିଜୟରୁ ଆରମ୍ଭ କରିଛି । ବିଶ୍ୱକପ ଦ୍ୱିତୀୟ ଦିନରେ ପାକିସ୍ତାନ ଏବଂ ନେଦରଲାଣ୍ଡ ମଧ୍ୟ ଖେଳାଯାଇଥିବା ମ୍ୟାଚକୁ ପାକିସ୍ତାନ ୮୧ ରନରେ ଜିତିଛି । ଏହି ମ୍ୟାଚ ବେଳର ଏକ ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି । ଏହି ମ୍ୟାଚ ସମରେ ପାକିସ୍ତାନ ଟିମର ଓ୍ଵିକେଟ…

ଆଜିଠୁ ବିଶ୍ବକପ୍ ଲଢ଼େଇ, ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଉଦଘାଟନୀ ମୁକାବିଲା

ଆଜିଠୁ କ୍ରିକେଟ ମହାସମର । ଆରମ୍ଭ ହେବ ବିଶ୍ବକପ୍ ଲଢ଼େଇ । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ ଖେଳାଯିବ । ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ଓ ରନର୍ସ ଅପ୍ ନ୍ୟୁଜିଲାଣ୍ଡ । ଅପରାହ୍ଣ ୨ଟାରେ ଖେଳାଯିବ ମ୍ୟାଚ୍ । ଉଭୟ ଦଳ ବିଜୟରୁ ଅଭିଯାନ ଆରମ୍ଭ…