Below header
Browsing Tag

odisha corona case

ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ଟେଷ୍ଟ: ୨୪ ଘଣ୍ଟାରେ ୩ ହଜାର ୫୩୫ ସାମ୍ପଲ ପରୀକ୍ଷଣ

ଭୁବନେଶ୍ବର: ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ଟେଷ୍ଟ । ୨୪ ଘଣ୍ଟାରେ ୩ ହଜାର ୫୩୫ ସାମ୍ପଲ ଟେଷ୍ଟ ହୋଇଛି । ରାଜ୍ୟରେ ଏଯାଏ ମୋଟ ୪୪ ହଜାର ୬୬୩ ସାମ୍ପଲ ଟେଷ୍ଟ ହୋଇଛି । ବର୍ତ୍ତମାନ ରାଜ୍ୟରେ ୧୦୯ ଜଣ ଚିକିତ୍ସିତ ହେଉଥିବାବେଳେ ୬୦ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତ୍ୟୁ…

ଖୋର୍ଦ୍ଧା ସହିତ ସମାନ ହେଲା ଯାଜପୁର: ପୁଣି ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୫୬କୁ…

ଯାଜପୁର: ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ । ଉଭୟ ଯାଜପୁର ଜିଲ୍ଲା ବରୀ ବ୍ଲକ୍ ର । ଉଭୟ ଆକ୍ରାନ୍ତ କୋଲକତା ଫେରନ୍ତା। ଆକ୍ରାନ୍ତଙ୍କ ଭିତରୁ ଜଣେ ୪୮ ବର୍ଷିୟ ଏବଂ ଜଣେ ୫୫ ବର୍ଷିୟ ପୁରୁଷ। ଉଭୟଙ୍କୁ କ୍ବାରାଣ୍ଟାଇନରେ ରଖାଯାଇଥିଲା । ତେବେ ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭଙ୍କ…

କେରଳରୁ ଓଡ଼ିଶା ଫେରୁଛନ୍ତି ୧୧୪୦ ଜଣ ଓଡ଼ିଆ ଶ୍ରମିକ

ଭୁବନେଶ୍ବର: କେରଳରୁ ଫେରୁଛନ୍ତି ଓଡ଼ିଆ ଶ୍ରମିକ । ୧୧୪୦ ଜଣ ଓଡ଼ିଆ ଶ୍ରମିକ ଏର୍ଣ୍ଣାକୁଲମର ଆଲୁଭୁ ଷ୍ଟେସନରୁ ଓଡ଼ିଶା ଅଭିମୂଖେ ବାହାରିଛନ୍ତି । ସେମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲାର ୩୫୦ ଶମ୍ରିକ ଅଛନ୍ତି । ଶ୍ରମିକ ସ୍ପେଶାଲ ଟ୍ରେନରେ ସେମାନଙ୍କୁ ଓଡ଼ିଶା ଫେରାଇ ଅଣାଯାଉଛି । ସେମାନେ ଟ୍ରେନ…

ରାଉରକେଲା ନାଲା ରୋଡର କଣ୍ଟେନମେଣ୍ଟ ଜୋନ୍‌କୁ ସିଲ୍‌ କଲା ପ୍ରଶାସନ, ଜାରି ହେଲା ସ୍ୱତନ୍ତ୍ର ହେଲ୍‌ପ ଲାଇନ୍‌ ନମ୍ବର

ରାଉରକେଲା: ରାଉରକେଲା ନାଲା ରୋଡରେ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ପରେ ନାଲା ରୋଡର କଣ୍ଟେନମେଣ୍ଟ ଜୋନ୍‌କୁ ସିଲ୍‌ କରାଯାଇଛି। ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ୮୩ଟି ଟିମ୍‌, ସାନିଟାଇଜେସନ୍‌ ଲାଗି ୨୦ଟି ଟିମ୍‌ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ଲାଗି ୧୪ଟି ଟିମ୍‌ ମୁତୟନ…

ଆସିଲା ଆଜିର ନୂଆ ୭ କରୋନା ପଜିଟିଭଙ୍କ ତଥ୍ୟ: ସୁନ୍ଦରଗଡ଼ରୁ ୪ ଆକ୍ରାନ୍ତ ଗୋଟିଏ ପରିବାରର, ଭଦ୍ରକରୁ ୩

ଭୁବନେଶ୍ବର: ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୪ ଓ ଭଦ୍ରକରୁ ୩ ଜଣ ଅଛନ୍ତି । ଏହାକୁ ମିଶାଇ ସୁନ୍ଦରଗଡ଼ରେ ୧୦ ଓ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି । ସୁନ୍ଦରଗଡ଼ର ନୂଆ ୪…

ଚିନ୍ତା ବଢାଇଲେ କୋଲକାତା ଫେରନ୍ତା: ଭଦ୍ରକରୁ ଆଉ ୩ କରୋନା ପଜିଟିଭ୍‌ଙ୍କ ରହିଛି କୋଲକାତା ଲିଙ୍କ୍, ସମସ୍ତ ଆକ୍ରାନ୍ତ…

ଭଦ୍ରକ: ଚିନ୍ତା ବଢାଇଲେ କୋଲକାତା ଫେରନ୍ତା । ଆଜି ଭଦ୍ରକରୁ ଚିହ୍ନଟ ହୋଇଥିବା ତିନି ପଜିଟିଭ୍‌ଙ୍କ ରହିଛି କୋଲକାତା ଲିଙ୍କ । ଏମାନେ ପୂର୍ବ ପଜିଟିଭ୍‌ଙ୍କ ସହ କୋଲକାତାରୁ ଭଦ୍ରକ ଆସିଥିଲେ । ତିନି ଜଣ ଯାକ ପୁରୁଷ । ଏମାନଙ୍କ ବୟସ, ୪୦, ୫୫ ଓ ୩୫ ବୋଲି ସୂଚନା ଓ ପରିବାର କଲ୍ୟାଣ ବିଭାଗ…

ରାଜ୍ୟରେ ୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟଙ୍କ ମଧ୍ଯରୁ ୫ ଭଦ୍ରକର ଏବଂ ୨ ବାଲେଶ୍ବରର

ଭୁବନେଶ୍ବର: ରାଜ୍ୟରେ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ ପରେ ମୋଟ ପଜିଟିଭ୍‌ଙ୍କ ସଂଖ୍ୟା ୬୮କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏହି ସୂତ୍ରରୁ ଜଣାପଡିଛି କି ୭ କରୋନା ପଜିଟିଭଙ୍କ ମଧ୍ଯରୁ ୫ ଭଦ୍ରକର ଏବଂ ୨ ବାଲେଶ୍ବରର । 7…